Latest Odisha News

BREAKING NEWS

Browsing Tag

Coronavirus

ଟିକା ବାଣ୍ଟିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା ନିର୍ଦ୍ଦେଶ, ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଲାଗିଛି ସାରା ବିଶ୍ୱ । ଆସନ୍ତାବର୍ଷ ମଧ୍ୟ ଭାଗରେ ଭ୍ୟାକସିନ୍ ଉପଲବ୍ଧ ହେବା ନେଇ ଆଶା କରାଯାଉଛି । ଟିକା କେମିତି ବଣ୍ଟାଯିବ ? କେଉଁମାନଙ୍କୁ ପ୍ରଥମେ ମିଳିବ ? ଏନେଇ କେନ୍ଦ୍ର ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବଳେ ନିକଟରେ ସବୁ ରାଜ୍ୟକୁ…

ମିଜୋରାମରେ ସ୍କୁଲ ଖୋଲିବାରୁ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, ପୁଣି ବନ୍ଦ ନିଷ୍ପତ୍ତି

ଆଇଜଲ୍: ଦେଶରେ କରୋନା କାୟା କମୁଥିବା ବେଳେ ମିଜୋରାମରେ ସ୍କୁଲ ଖୋଲିଥିଲା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିଲା । ୮ ଦିନ ଯାଇଛି, ପୁଣି ଥରେ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାରଣ ସ୍କୁଲ ଖୋଲିବା ପରେ କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ…

ମଣିଷ ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହେ କୋଭିଡ ଭୂତାଣୁ !

ଟୋକିଓ: କରୋନା ମହାମାରୀର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବାର ଗୁରୁତ୍ଵକୁ ଦୋହରାଇଥିବା ସହ ଜାପାନର ଏକ ଗବେଷକ ଟିମ ପ୍ରକାଶ କରିଛନ୍ତି ଯେ, କରୋନାଭାଇରସ୍ ମାନବ ଚର୍ମରେ ୯ ଘଣ୍ଟା ସକ୍ରିୟ ରହିଥାଏ । ଏହାର ତୁଳନାରେ, ଫ୍ଲୁ ସୃଷ୍ଟି କରୁଥିବା ରୋଗ ପ୍ରାୟ ୧.୮ ଘଣ୍ଟା ପର୍ଯ୍ୟନ୍ତ ମାନବ…

ରିସର୍ଚ୍ଚରୁ ଖୁଲ୍ଲାସା: ବ୍ୟାଙ୍କ ନୋଟରୁ ବ୍ୟାପୁଛି କରୋନା !

ସିଡନୀ: କରୋନା ଉପରେ ରିସର୍ଚ୍ଚ ବେଳେ ସାମନାକୁ ଆସିଲା ନୂଆ ତଥ୍ୟ । କରୋନା ଭୂତାଣୁ (ସାର୍ସ-ସିଓଭି-୨) ବ୍ୟାଙ୍କ ନୋଟରେ ସପ୍ତାହ ସପ୍ତାହ ଧରି ସକ୍ରିୟ ରହୁଛି । ସେହିପରି ମୋବାଇଲ୍ ସ୍କ୍ରିନ୍, କାଚ, ଇସ୍ପାତ ଭଳି ପୃଷ୍ଠ ଉପରେ ପାଖାପାଖି ୨୮ ଦିନ ସକ୍ରୟ ରହୁଛି ଭୂତାଣୁ । ଅଷ୍ଟ୍ରେଲିଆର…

୭୧% ପିତାମାତା ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ପ୍ରସ୍ତୁତ ନୁହଁନ୍ତି: ସର୍ଭେ

ନୂଆଦିଲ୍ଲୀ: ସାରା ଦେଶରେ ସରକାର ସ୍କୁଲ ଖୋଲୁଛନ୍ତି,ତେଣୁ ଏ ନେଇ ଅଭିଭାବକଙ୍କ ଏକ ସର୍ଭେ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ, ସମୁଦାୟ ୭୧% ଅଭିଭାବକ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବାକୁ ଇଚ୍ଛୁକ ନୁହଁନ୍ତି । ନଅ ପ୍ରତିଶତ ଲୋକ ଏ ନେଇ ଅନିଶ୍ଚିତାରେ ରହିଛନ୍ତି । ଲୋକାଲ୍ ସର୍କଲ୍ସ…

ଦେଶରେ ୨୪ ଘଣ୍ଟାରେ ୯୦ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ, ଯାଇଛି ୧୧ ଶହରୁ ଉର୍ଦ୍ଧ୍ବ ମୁଣ୍ଡ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।…

କରୋନା ଲକ୍ଷଣ ଥିଲେ ସାଂସଦଙ୍କୁ ମିଳିବନି ପାର୍ଲାମେଣ୍ଟରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୮୪ ହଜାର ନୂଆ ସଂକ୍ରମିତ ହୋଇଛନ୍ତି । କରୋନା କାଳରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନରେ ଯୋଗ ଦେବାକୁ ଥିବା ସାଂସଦମାନଙ୍କର ହେବ କୋଭିଡ୍ ଟେଷ୍ଟ ।…

ଭାଙ୍ଗିଲା ରେକର୍ଡ: ରାଜ୍ୟରେ ଗୋଟିଏ ଦିନରେ ୩୦୦୦ ପାର୍ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଙ୍ଗିନ ହେଉଛି କରୋନା ସ୍ଥିତି। ସଂକ୍ରମଣରେ ଚୀନକୁ ଟପିସଟିଲାଣି ଓଡିଶା। ରିପୋର୍ଟ ଅନୁଯାୟୀ ଚୀନର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୯୮୧ ହୋଇଥିବା ବେଳେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୮୭,୬୦୨ ରେ । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ…

ମୃତ୍ୟୁ ମିଟର ଉପର ମୁହାଁ; ଦେଶରେ ୨୪ ଘଣ୍ଟାରେ ଗଡ଼ିଲା ୨୦୦୦ ମୁଣ୍ଡ !

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଜୁଲାଇରେ କରୋନା ଆଣିଛି ସୁନାମୀ

ନୂଆଦିଲ୍ଲୀ: ଜୁଲାଇରେ ନାଲି ଆଖି ଦେଖାଇଛି କରୋନା । ଭାରତ ଏବଂ ଓଡ଼ିଶାରେ ଲମ୍ବା ଲମ୍ଫ ମାରିଛି । ଦେଶରେ ଦିନକୁ ୫ ହଜାର ପାର୍ କରିଛି ପଜିଟିଭ କେସ୍ । ଲକ୍ଷାଧିକ ପଜିଟିଭ ବାହାରିଛନ୍ତି । ଜୁଲାଇରେ ଦେଶରେ ସାଢ଼େ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ୨୪ ହଜାରରୁ ଅଧିକ ନୂଆ…