Latest Odisha News

BREAKING NEWS

Browsing Tag

COVID19

ଆଜିଠାରୁ ୧୧ଟି ଜିଲ୍ଲାରେ ପୁଣି ଦୁଇ ଦିନିଆ ସଟ୍ ଡାଉନ

ଭୁବନେଶ୍ୱର : ଆଜିଠାରୁ ପୁଣି ରାଜ୍ୟରେ ଦୁଇ ଦିନିଆ ସଟ୍‌ଡାଉନ ପାଳନ ହେଉଛି । ୧୧ଟି ଜିଲ୍ଲା ଆଜି ଓ ଆସନ୍ତକାଲି ସଟ୍ ଡାଉନ ରହିବ । ଏହି ଜିଲ୍ଲାଗୁଡିକ ହେଲା ଗଂଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ଓ ବଲାଙ୍ଗିର । ସଟ୍ ଡାଉନ…

ଚୁମା ଦେଇ ଚିକିତ୍ସା କରୁଥିଲେ ବାବା, କରୋନା ନେଲା ଜୀବନ

ଭୋପାଲ: ଚୁମା ଦେଇ ଚିକିତ୍ସା କରୁଥିଲେ ବାବା । ଯେକୌଣସି ବି ରୋଗ ହେଉ, ରୋଗୀଙ୍କ ହାତକୁ ଚୁମା ଦେଇ ବାବା ସବୁ ଠିକ୍ କରି ଦେଉଥିଲେ । ଏଥିପାଇଁ ଦୂରଦୂରାନ୍ତରୁ ବାବାଙ୍କ ପାଖରେ ଭିଡ ଜମୁଥିଲା । ହେଲେ ବାବା ଏବେ କରୋନାରେ ପ୍ରାଣ ହରାଇଛନ୍ତି । ଖାଲି ନିଜେ କରୋନା ସଂକ୍ରମିତ ହୋଇ ନାହାନ୍ତି ଆଉ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୨୩୫୪ ପହଂଚିଛି । 3 each from Khurda, Kandhamal & Sambalpur and 1 from Jharsuguda. The total recovered cases of #Odisha now stand at 2354.…

ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ, ରାଜଧାନୀର ଅନେକ ଦୋକାନ, ଶୋ’ରୁମ୍ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡିଲା ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ । ସିଲ୍ ହେଲା ଭୁବନେଶ୍ୱରର ଅନେକ ଶୋ’ରୁମ୍ ସମେତ ଛୋଟ ବଡ ଦୋକାନ । ରଜ ପାଇଁ ଭୁବନେଶ୍ୱର ଜନପଥ ସ୍ଥିତ ଅମ୍ବର ଶୋ’ରୁମ୍‌ରେ ଆଜି ସକାଳେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଲୋକେ ଭୁଲି ଯାଇଥିଲେ ସାମାଜିକ ଦୂରତ୍ୱ ନିୟମ…

ଶହେ ଡେଇଁଲା ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳୁ ୧୩୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୭ ଜଣ ଖୋର୍ଦ୍ଧା ଜିଲ୍ଲାର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜିଲ୍ଲାର ୧୭ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଭୁବନେଶ୍ୱରର ରହିଛନ୍ତି । ଭୁବନେଶ୍ୱର ଆପୋଲୋ ହସପିଟାଲର ଜଣେ କର୍ମଚାରୀ କରୋନା…

ଭୁବନେଶ୍ୱରରେ ଆପୋଲ ହସ୍ପିଟାଲ କର୍ମଚାରୀଙ୍କ ସମେତ ୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ ୩୮ ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର…

ଏକାଥରକେ ସୁସ୍ଥ ହେଲେ ୧୪୯ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୪୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୨୮୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ଭଲ ଖବର: ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେହି ହାରରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୯୩ରେ ପହଂଚିଛି । 1 each from Koraput,…

ଆଜି ୧୧ଟି ଜିଲ୍ଲାରେ ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ପାଳନ କରାଯାଉଥିବା ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ । ଗତକାଲି କେବଳ ପୁରୀକୁ କଟକଣା ମୁକ୍ତ କରାଯାଇଛି । କିନ୍ତୁ ଅନ୍ୟ ସବୁ ଜିଲ୍ଲାରେ ସଟ୍‌ଡାଉନର ପ୍ରଭାବ ରହିଛି । ଗତକାଲି ପ୍ରଥମ ଦିନରେ ଲୋକେ ସଟ୍ ଡାଉନ ମାନି ଘରେ ରହିଥିବା ଦେଖିବାକୁ…

ଜୁନ୍ ୧୦ରୁ ବନ୍ଦେ ଭାରତ ମିଶନ ତୃତୀୟ ପର୍ଯ୍ୟାୟ, ବୁକିଂ ଆରମ୍ଭରୁ ୱେବ ସାଇଟ କ୍ରାସ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନର ୩ୟ ପର‌୍ୟ୍ୟାୟ ଆରମ୍ଭ ହେବ । ଏନେଇ ଘୋଷଣା ହୋଇଛି। ୩ୟ ପର‌୍ୟ୍ୟାୟରେ ଆମେରିକା ଓ ବ୍ରିଟେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ୩୦୦ଟି ଫ୍ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ଫ୍ଲାଇଟରେ ବୁକିଂ…