Latest Odisha News

BREAKING NEWS

Browsing Tag

Cuttack

କଟକରୁ ପୁଣି ନକଲି ପୂଜା ଘିଅ, ସସ୍ କାରଖାନା ଠାବ

କଟକ: ପୁଣି କଟକରୁ ଅସଲି ବ୍ରାଣ୍ଡର ନକଲି ଜିନିଷ ଠାବ ।  କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ନଂ ୱାର୍ଡ ସ୍ଥିତ ଗାନ୍ଧିଛକ ନିକଟରେ ଏକ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଢାଉ ହୋଇଛି । ପୋଲିସ ଚଢାଉରେ କରି କମ୍ପାନୀ ଭିତରୁ ୧୦୦୦ କେଜିରୁ ଉର୍ଦ୍ଧ ଗୁଆଘିଆ ଓ ସସ ଜବତ କରିଛି ।…

ବ୍ରାଣ୍ଡ ଅସଲି, ମାଲ୍ ନକଲି: ବଜାରରେ ମିଳୁଛି ଭେଜାଲ ପୂଜା ସାମଗ୍ରୀ

କଟକ: ଅସଲି ବ୍ରାଣ୍ଡରେ ନକଲି ମାଲ । ବିଶ୍ୱାସରେ ବିଷ ଦେଇ ହେଉଛି ବେପାର । ବଜାରରେ ମିଳୁଛି ନକଲି ପୂଜା ସାମଗ୍ରୀ । ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ, ଘିଅ ଓ ଗୁଡ ସବୁ କିଛି ନକଲି ସାମଗ୍ରୀ ବିକ୍ରି ହେଉଛି । କଟକ ମାଲାଗୋଦାନ ଥାନା ପୋଲିସ ଏଭଳି ଏକ ଠକ ଦୋକାନୀଙ୍କୁ କାବୁ କରିଛି ।…

ବିବାଦ ପରେ ଘରୁ ବାହାରିଲେ ବର୍ଷା !

କଟକ: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ବାହାରିଛନ୍ତି ବର୍ଷା । କଟକ ନନ୍ଦିସାହି ଶାଶୁଘରୁ ସୁରକ୍ଷାକର୍ମୀଙ୍କ ସହ ବାହାରକୁ ଯାଇଛନ୍ତି । ସମ୍ପର୍କିୟଙ୍କ ସହ କାର୍‌ରେ ସେ…

ବର୍ଷାଙ୍କ ରୁମ୍‌ରେ ଭିଡିଓ ରେକର୍ଡିଂ ମାମଲା, ୨ଯୁବକଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ରୁମ୍‌ରେ ଭିଡିଓ ରେକର୍ଡିଂ ମାମଲାରେ ୨ଯୁବକଙ୍କୁ ଡାକିଲା ପୋଲିସ । ଭିଡିଓ କରିଥିବା ୨ ଯୁବକଙ୍କୁ କଟକ ପୁରୀ ଘାଟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ଅନୁଯାୟୀ ଭିଡିଓ କରୁଥିବା ୨ ଯୁବକ ଅନୁଭବଙ୍କ ସହଯୋଗୀ । ଗତକାଲି…

ସିଏମ୍‌ସି ଅଫିସ୍‌କୁ ୧୫ ଦିନ ଯାଏଁ ଲୋକଙ୍କୁ ମନା

କଟକ: ଆସନ୍ତା ୧୫ ଦିନ ଯାଏଁ କଟକ ମହାନଗର ନିଗମ ତଥା ସିଏମ୍‌ସି କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ମନା । ଏନେଇ କଟକଣା ଜାରି ହୋଇଛି । ସିଏମ୍‌ସି କଣ୍ଟ୍ରୋଲ ରୁମର ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ସିଏମ୍‌ସିର…

ମିଳିଲା ଗ୍ରୀନ୍ ସିଗ୍‌ନାଲ, କଟକରେ ହେବ ଶାରଦୀୟ ଦୁର୍ଗାପୂଜା

କଟକ: ଏ ବର୍ଷ କଟକରେ ହେବ ଦୁର୍ଗାପୂଜା । ଏନେଇ ହାଇକୋର୍ଟ ପକ୍ଷରୁ ଆଜି ଗ୍ରୀନ୍ ସିଗ୍‌ନାଲ ମିଳିଛି । କୋଭିଡ ଗାଇଡଲାଇନ୍‌କୁ ମାନି ବାଲୁ ବଜାର ପୂଜା କମିଟିକୁ ଦୁର୍ଗାପୂଜା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ସମୟରେ ମଣ୍ଡପରେ ଅଜଥା ଭିଡ ନ ଜମାଇବାକୁ କୋର୍ଟ କହିଛନ୍ତି। ଗତ…

କଟକର ଉଦୟୀମାନ ବିଟ୍‌ବକ୍ସର୍ ଅର୍ଚ୍ଚିତ ପଣ୍ଡା !

କଟକ: ବିଟ୍‌ବକ୍ସିଂ । ଫିଜିକାଲ ନୁହେଁ ବରଂ ଭଏସ୍ ବକ୍ସିଂ । କୌଣସି ବାଦ୍ୟଯନ୍ତ୍ରର ସହାୟତା ନ ନେଇ କେବଳ କଣ୍ଠ ଜରିଆରେ ବିଭିନ୍ନ ବାଦ୍ୟଯନ୍ତ୍ରର ଅବିକଳ ନକଲ କରି ସ୍ୱର ବାହାର କରିବାକୁ ବିଟ୍‌ବକ୍ସିଂ କୁହାଯାଇଥାଏ । ବିଦେଶରେ ଲୋକପ୍ରିୟ ହୋଇଥିବା ଏହି କଳାକୁ ଏବେ ଭାରତୀୟ ବି ପସନ୍ଦ କଲେଣି…

କଟକରେ ଏଥର ମଣ୍ଡପରେ ଦୁର୍ଗାପୂଜା ମନା

କଟକ: ଏଥର ସିଲଭର ସିଟିରେ ଜମିବନି ଦଶହରା । ମଣ୍ଡପକୁ ଆସିବେନି ମା’ ଦୁର୍ଗା । କୋଭିଡ ଗାଇଡଲାଇନ୍ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକଣା ଭିତରେ କଟକରେ ପାଳନ ହେବ ଦୁର୍ଗାପୂଜା । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ ଦୁର୍ଗାପୂଜା ମଣ୍ଡପ…

କରୋନା ଭୟ: ଶବ ସତ୍କାରକୁ ବିରୋଧ

କଟକ: ଲୋକଙ୍କୁ ଘାରିଛି କରୋନା ଭୟ । କୋଭିଡ ପଜିଟିଭ ମୃତଦେହ ପୋଡିବାକୁ ବିରୋଧ କଲେ ଲୋକେ । ଏଭଳି ଘଟଣା ଘଟିଛି କଟକ କାଳିଆ ବୋଦା ଶ୍ମଶାନରେ । ଶିଖରପୁର ନଦୀ କୂଳ ସାହି ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଛି। ଶ୍ମଶାନ ଗଡା ନିକଟରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି। ଗତ କିଛି…

ଧରାପଡିଲେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ

କଟକ: ଗିରଫ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ । କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ । ସେମାନେ ହେଲେ ୱାସିମ ଖାନ୍‌, ରାଜେଶ ଓ ମହମ୍ମଦ…