Latest Odisha News

BREAKING NEWS

Browsing Tag

Cuttack

କଟକରେ କରୋନା ସୁସ୍ଥ ହାର ୬୫.୭୭%: ଜିଲ୍ଲାପାଳ

କଟକ: ସିଲଭର ସିଟି କଟକରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ ଶହେରୁ ୨ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକର କରୋନା ସ୍ଥିତି ନେଇ କଟକ ଜିଲ୍ଲାପାଳ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କଟକରେ ୨ଟି କୋଭିଡ ହସ୍ପିଟାଲ ଚାଲୁ ରହିଛି…

କଟକରେ ଦୁର୍ଘଟଣାଗ୍ରସ୍ତ ହେଲା ଭୁବନେଶ୍ୱରରୁ ଚୋରି ବସ୍

କଟକ: ରାଜଧାନୀରୁ ଚୋରି ବସ୍ କଟକ ଓଏମପି ନିକଟରେ ଦୁର୍ଘଟଣାଗ୍ରସ୍ତ । ସୂଚନାନୁସାରେ ଆର୍ଯ୍ୟନ ନାମକ ଏକ ଘରୋଇ ବସର ଡ୍ରାଇଭର ଓ ହେଲପର ଗାଡି ରଖି ଖାଉଥିବା ବେଳେ ବସଟିକୁ କେହି ଚୋରି କରିନେଇଥିଲା । ଦୁର୍ବୁତ ଜଣକ ଗାଡିଟିକୁ କଟକ ଆଡେ ଯାଉଥିବା ବେଳେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ…

[ଭିଡ଼ିଓ] ପୋଲିସ କବ୍‌ଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ !

କଟକ: କରୋନା କଟକଣାରେ ଅମାନିଆ ଲୁଟେରା । ଦିନରେ ହେଉ କି ରାତି । ଲୁଟେରାଙ୍କ ଦୌରାତ୍ମ୍ୟରେ ବିଚଳିତ ସାଧାରଣ ଜନତା । ଚାଉଳିଆଗଂଜରେ ଏକ ଚୋରି ମାମଲା ସାମ୍ନାକୁ ଆସିବା ପରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ । ଚାଉଳିଆଗଂଜର ଦିନବନ୍ଧୁ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗତମାସ ୨୨ତାରିଖରେ ଘରୁ…

କଟକରେ କରୋନା ସୁସ୍ଥ ହାର ୭୨ ପ୍ରତିଶତ

କଟକ: କଟକରେ ବଢ଼ୁଛି କରୋନା ସୁସ୍ଥ ହାର । ସୁସ୍ଥ ତୁଳନାରେ କମିଛି ସଂକ୍ରମିତ ସଂଖ୍ୟା । ଜିଲ୍ଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଂଚିଛି। ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୭୪ ପ୍ରତିଶତ ଥିବା ବେଳେ ଏହା ଏବେ ହ୍ରାସ ପାଇ ୨୭…

ଟ୍ୱିନ୍ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ୱର: ଲାଗିଲା କଟକଣା । ଚଳିତ ବର୍ଷ ଟ୍ୱିନ୍ ସିଟିରେ ହେବନି ଗଶେଷ ପୂଜା । ମହାମାରୀ କରୋନା ଯୋଗୁଁ ଏଥର ଟ୍ୱିନ୍ ସିଟ୍‌ରେ ମଣ୍ଡପରେ ପୂଜା ହୋଇପାରିବ ନାହିଁ । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର…

ଚିନ୍ତା ବଢ଼ାଇଲା କଟକର କଂଟେନମେଂଟ ଜୋନ୍‌, ପୁଣି ଆଉ ୩୨ ଚିହ୍ନଟ

କଟକ: ଆଜି କଟକରୁ ପୁଣି ଆଉ ନୂଆ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ମାଗୋଦାମ, ବେହେରା ସ।।ହି ଓ ଜଲୁଆ ସାହି କଂଟେନମେଂଟ ଜୋନ୍‌ରୁ ୩୨ ଜଣ ଆକ୍ରାନ୍ତ ଅଛନ୍ତି । ଏହି ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ପୁରୁଷ ଥିବା ବେଳେ ଅଛନ୍ତି ୧୧ ଜଣ ମହିଳା ।…

କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ: ସିଏମ୍‌ସି କମିଶନର

କଟକ: କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସହରର ଜଟି କଂଟେନମେଂଟ ଜୋନ୍‌ରୁ ୪୦୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି । ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କର ନମୁନା ପଜିଟିଭ ଆସିଛି…

ଆଜିଠୁ ପୁଣି ଚାଲିଲା ‘ମୋ ବସ୍‌’

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଓ କଟକରେ ମୋ ବସ୍ ସେବା ଆରମ୍ଭ ହୋଇଛି । ସକାଳ ୭ଟାରୁ ମୋ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ମୋଟ ୮ଟି ରୁଟରେ ନନ୍ ଏସି ବସ୍ ଚାଲୁଛି । ଏହି ରୁଟ୍‌ଗୁଡିକ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ନମ୍ବର । ଏହି ବସଗୁଡିକ ସୋମବାରରୁ ଶୁକ୍ରବାର ଚାଲିବ ।…

ଜୁଲାଇ ୨୫ରୁ ୩୦ ମଧ୍ୟରେ କଟକରେ ୩୩୬ ପଜିଟିଭ ଚିହ୍ନଟ

କଟକ: କଟକ ସହରରେ ଏବେ ୧୦୦୪ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୧୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଜୁଲାଇ ୨୫ରୁ ୩୦ ତାରିଖ ମଧ୍ୟରେ ୩୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୪ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ହୋମକ୍ୱାରେଣ୍ଟାଇନରୁ ୧୧୮ ଜଣ,…

କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ରକୁ ଧରି ହସ୍ପିଟାଲରୁ ବାପା-ମା’ ଫେରାର

କଟକ: ହସ୍ପିଟାଲରୁ କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ର ଧରି ବାପା-ମା’ ଚମ୍ପଟ । କଟକ ଶିଶୁ ଭବନରେ ଘଟିଛି ଏଭଳି ଘଟଣା । ହସ୍ପିଟାଲରେ କଡା ସୁରକ୍ଷା ସତ୍ତ୍ୱେ ବାପା-ମା’ ମୃତ ଶିଶୁ ଧରି ଫେରାର ହୋଇଯାଇଛନ୍ତି । ଏନେଇ ଲାଲବାଗ ଥାନାରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ମୁତାବକ,…