Latest Odisha News

BREAKING NEWS

Browsing Tag

Cyber Crime

ପାର୍ସଲରେ ଡ୍ରଗ୍ସ ଥିବା କହି ଭିଡିଓ କଲରେ ଯାଞ୍ଚ କଲେ; ଦେଢ଼ ଲକ୍ଷ ଠକି ନେଲେ ସାଇବର ଲୁଟେରା

ଭୁବନେଶ୍ୱର: ଅଜଣା ନମ୍ବରରୁ କଲ୍ ଆସୁଥିଲେ ସାବଧାନ ରୁହନ୍ତୁ । ନଚେତ୍ ଆପଣ ବି ଠକାମୀର ଶିକାର ହେବେ । ଭୁବନେଶ୍ୱରର ଜଣେ ବାସିନ୍ଦା ଫୋନ୍ କଲରେ ଦେଢ଼ ଲକ୍ଷ ଟଙ୍କ ହରାଇଛନ୍ତି । ଆଉ ସାଇବର ଠକ ନିଜକୁ ନାର୍କୋଟିକ୍ ବ୍ୟୁରୋର ଅଧିକାରୀ କହି ଏତେ ବଡ଼ ଠକେଇ କରିବା ପରେ ଘଟଣା ସାମ୍ନାକୁ ଆସିଛି ।…

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି : ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ  ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ  ଗାଁର ଆଶିଷ ପରିଛା । ଗତ କିଛି ଦିନ ପୂର୍ବରୁ ଯୁବକ…

ରାଜ୍ୟରେ ୩୦ଟି ନୂଆ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ୩୦ଟି ନୂଆ ଥାନାର ଉଦଘାଟନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବଢ଼ୁଥିବା ସାଇବର କ୍ରାଇମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି…

ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ

ନୂଆ ଦିଲ୍ଲୀ:  ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି କି?  ଆପଣମାନଙ୍କ ମୋବାଇଲ ଫୋନ୍‌  ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କି ? ଯଦି ହଁ ତେବେ ଏହି ସବୁରୁ କେମିତି  ରହିବେ ସତର୍କ ? ଦେଖନ୍ତୁ ଆମର ଏହି ରିପୋର୍ଟରେ । ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ ଦୁନିଆରେ ହ୍ୟାକର୍ସମାନଙ୍କ…

ମିସଡ କଲ ଦେଇ ଲୁଟିନେଲେ ୫୦ ଲକ୍ଷ

ନୂଆଦିଲ୍ଲୀ: ସାଇବର କ୍ରାଇମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସାଇବର କ୍ରାଇମକୁ  ରୋକିବା ପାଇଁ ପୋଲିସ ଯେତେ ଚେଷ୍ଟା କଲେ ବି ବିଫଳ ହେଉଛି । ଏବେ ସାଇବର କ୍ରାଇମକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ତଥ୍ୟ । ସାଇବାର ଅପରାଧୀମାନେ ମିସ୍ କଲ କରି ଆକାଉଣ୍ଟରୁ ଟଙ୍କା ଲୁଟି…

ମାତିଛନ୍ତି ଡିଜିଟାଲ୍ ଲୁଟେରା, ମିସ୍‌କଲ୍ ଦେଇ ଲୁଟିନେଲେ ୪୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କ ମୋବାଇଲ ଫୋନକୁ ଆସିଥିଲା ମିସ୍‌କଲ୍ । କିଛି ସମୟ ପରେ ନିଷ୍କ୍ରିୟ ହୋଇଯାଇଥିଲା ସିମ୍ କାର୍ଡ । ବ୍ୟାଙ୍କ ଯାଇ ପଚରାଉଚରା କରିବା ପରେ ଜଣାପଡିଥିଲା ତାଙ୍କ ଆକାଉଣ୍ଟରୁ ଉଠାଣ ହୋଇଥିଲା ୪୬ ଲକ୍ଷ ଟଙ୍କା । ଡିଜିଟାଲ୍ ଲୁଟେରାଙ୍କ ଦ୍ୱାରା ଗୁଜରାଟର ଜଣେ…

୨୦୧୯ଠାରୁ ୨୦୨୦ ରେ ପିଲାଙ୍କ ଉପରେ ସାଇବର କ୍ରାଇମ୍‌ ୪୦୦% ବଢିଛି

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶିଶୁମାନଙ୍କ ବିରୁଦ୍ଧରେ କରାଯାଇଥିବା ସାଇବର ଅପରାଧରେ ୨୦୧୯ଠାରୁ ୨୦୨୦ ରେ ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ୨୦୨୦ ରେ ପିଲାମାନଙ୍କୁ ଟାର୍ଗେଟ କରି ସମୁଦାୟ ୮୪୨ଟି ସାଇବର ଅପରାଧର…

ମାତିଛନ୍ତି ସାଇବର ଠକ

ଭୁବନେଶ୍ୱର : ମାତିଛନ୍ତି ସାଇବର ଠକ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଭୁଆଁ ବୁଲାଇ ଲୁଟିବାରେ ଲାଗିଛନ୍ତି ଠକମାନେ । ଦିନ ଦ୍ୱିପ୍ରହରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ଏନେଇ ବାରମ୍ବାର ସଚେତନତା କରାଯାଇଥିଲେ ମଧ୍ୟ ଲୋକମାନେ ଚେତୁନାହାନ୍ତି । ଫଳରେ ବେଳକୁ ବେଳ ସାଇବର ଠକେଇ…

ଅନଲାଇନ ଲୁଟର ଶିକାର ହେଲେ ଡାକ୍ତର, କୌଶଳକ୍ରମେ ଠକି ନେଇଗଲେ ୭୭ ଲକ୍ଷ ଟଙ୍କା

କଟକ: କିଛି ଦିନ ହେଲା ରାଜ୍ୟରେ ବଢି ଚାଲିଛି ସାଇବର ଠକେଇ ମାମଲା । ଏଥର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଡାକ୍ତର ସନାତନ ମହାନ୍ତିଙ୍କଠାରୁ କୌଶଳକ୍ରମେ ଠକମାନେ ୭୭ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହା ଜାଣିବା ପରେ ଡାକ୍ତର ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଛନ୍ତି । କଟକ ସିଡିଏ…