Latest Odisha News

BREAKING NEWS

Browsing Tag

Death

ରାଇସ ମିଲରେ ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ

ନୟାଗଡ଼ : ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଓଡ଼ଗାଁ ଥାନା ରୋହୀବାଙ୍କରେ ଥିବା ମା ମଙ୍ଗଳା ରାଇସ ମିଲରେ । ସେହି  ମିଲରେ କାମ କରୁଥିବା ବେଳେ ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଆସିଲା ପୋଷ୍ଟମର୍ଟମ ରିପୋର୍ଟ; ବିଷକ୍ରିୟାରୁ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ

କେନ୍ଦୁଝର : ବିଷକ୍ରିୟାରୁ କେନ୍ଦୁଝର ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ପୋଷ୍ଟମର୍ଟମ ପରେ ବିଷ କ୍ରିୟାରୁ ମୃତ୍ୟୁ ହୋଇଥିବା କହିଛି ବିଭାଗ । ଜବତ ବିଷ ବୋତଲକୁ ଫରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯିବ । ଯୋଡ଼ା ହେଲଥ୍ ଆଣ୍ଡ୍…

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ଯାଜପୁର : ବାଲିଚନ୍ଦ୍ରପୁର ଥାନା ଅଧୀନସ୍ଥ ପଲେଇ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ  । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ସୂଚନା ଅନୁଯାୟୀ ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି…

ଅଦ୍ଭୁତ ମରଣ ! ଗୋଟିଏ ଛିଙ୍କରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ମଣିଷ ଜୀବନ କ୍ଷଣିକ ମାତ୍ର । କେତେବେଳେ କାହାର ମୃତ୍ୟୁ ଘଟିବ ତାହା କେହି କେବେ ବିଶ୍ବାସ କରିପାରିବେନି  ।  ମୃତ୍ୟୁର କୌଣସି ସମୟ ନଥାଏ । କଥାରେ ଅଛି ମୃତ୍ୟୁର ସମୟ ଆସିଲେ କାଳ କେତେବେଳେ ଆସି ହାତ ଧରି ଟାଣି ନେବ ତାହା କାହାକୁ ଜଣାନଥାଏ  । ତେବେ ଏଭଳି ମୃତ୍ୟୁର ଜ୍ୱଳନ୍ତ…

ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟିଦେବାରୁ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । କାର୍‌ ମଧ୍ୟରେ ଥିବା ୨ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି  ।…

ପ୍ରେମରେ ବାଧକ ସାଜିଲା ଧର୍ମ , ଲାଠି ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ପ୍ରେମ ଏଭଳି ଏକ ଶବ୍ଦ ଯାହାର ତୁଳନା ନାହିଁ  । ପ୍ରେମ କେବେ ଦେଖିନଥାଏ ସ୍ବାର୍ଥ ଟଙ୍କା କି କୌଣସି ଜାତି ଏବଂ ଧର୍ମ । ପ୍ରେମ ସର୍ବଦା ହୃଦୟର ଭାବାବେଗ ସହ ଜଡ଼ିତ ରହିଛି । ଯାହା ମଣିଷକୁ ବଶୀଭୂତ କରିଥାଏ  । ଏହି ପ୍ରେମରେ ଜାତି ଧର୍ମକୁ ନେଇ ମହାରାଷ୍ଟ୍ରର ନାନ୍ଦେଡରୁ ଆସିଛି…

ବେସବଲ୍ ଷ୍ଟିକରେ କୁକୁରକୁ ପିଟି ପିଟି ମାରିବା ଘଟଣାରେ ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ନିଷ୍ଠୁରତାର ସୀମା ପାର୍ କରିଦେଲେ  । ଏକ ଗର୍ଭବତୀ କୁକୁରକୁ ପିଟି ପିଟି ହତ୍ୟା କରିଦେଲେ କିଛି ଛାତ୍ର । ଦିଲ୍ଲୀର ଓଖଲାସ୍ଥିତ ଡନ୍ ବୋସ୍କୋ ଟେକ୍ନିକାଲ ଇନଷ୍ଟିଚ୍ୟୁଟର କିଛି ଛାତ୍ରମାନେ ଏକ ଗର୍ଭବତୀ କୁକୁରକୁ  ବାଡେଇ ବାଡେଇ ମାରିଦେଇଥିବା ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ…

ଆରପାରିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଭୁବନେଶ୍ବର : ବିଳମ୍ବିତ ରାତିରେ ଅବସର ବେଉରିଆଙ୍କର ପରଲୋକ ହୋଇଛି । ହୃତଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ସୂଚନା ।  ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା  । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ…

ଭଡ଼ାଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଗଣିତ ଶିକ୍ଷକଙ୍କୁ  ହତ୍ୟା କରାଯାଇଥିବା ଅଭିଯୋଗ । ଏହି ହତ୍ୟାକାଣ୍ଡ ଟଡ଼ିହି ବ୍ଲକ ନନ୍ଦିପଦା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ମୃତକ ଜଣକ ହେଲେ ଢେଙ୍କାନାଳ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ବାଇଁ  । ସେ ନନ୍ଦିପଦା ଥାନା ପଛପଟେ ଏକ ଦୁଇ ମହଲା ବିଶିଷ୍ଟ…

୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ RAW ଅଫିସର

ନୂଆଦିଲ୍ଲୀ : RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ । ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ (RAW)ର ଜଣେ ଓଡିଆ ଅଫିସର । ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି …