Latest Odisha News

BREAKING NEWS

Browsing Tag

Dharmendra Pradhan

ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ କରିବାକୁ ଦାବି, ଧର୍ମେନ୍ଦ୍ରଙ୍କୁ ପ୍ରଫୁଲ୍ଲଙ୍କ ଚିଠି 

ଭୁବନେଶ୍ବର: ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ ପ୍ରସଙ୍ଗ । ଏନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।  ଆଇଜିଏଚ୍କୁ ଏକ ମେଡିକାଲ କଲେଜ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଉରକେଲା ଗସ୍ତ…

ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ । କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି…

ଓବିସି ସର୍ଭେ ଓ ସଂରକ୍ଷଣକୁ ନେଇ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର: ଓବିସି ସର୍ଭେ ଓ ସଂରକ୍ଷଣ ପ୍ରସଙ୍ଗରେ ବିଜେପି-ବିଜେଡି ମଧ୍ୟରେ ତେଜିଛି ବାକଯୁଦ୍ଧ । ଆଜି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ଓବିସିଙ୍କ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାରେ ୧୦%…

ତୈଳ ଦର ବୃଦ୍ଧି ସାମୟିକ, ଖୁବଶୀଘ୍ର ସୁଧାର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ତୈଳ ଦର ବୃଦ୍ଧି ସାମୟିକ । ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉପରେ ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ଆମେରିକାରେ ତୈଳ…

ପୁଣି ବଢ଼ିଲା ତୈଳଦର, ମାଲକାନଗିରି ଜିଲ୍ଲାରେ ୯୪ ଟଙ୍କା ଡେଇଁଲା ପେଟ୍ରୋଲ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର । ରାଜ୍ୟର ୨୦ଟି ଜିଲ୍ଲାରେ ପେଟ୍ରୋଲ ଦାମ ୯୦ ଟଙ୍କା ଉପରେ ରହିଛି । ରାଜ୍ୟର ପେଟ୍ରୋଲର ସର୍ବାଧିକ ଦର ମାଲକାନଗିରି ଜିଲ୍ଲାରା ଲିଟର ପିଛା ୯୪ ଟଙ୍କା ୮ ପଇସା ରହିଛି । ଲଗାତାର ଦୈଳଦର ବଢ଼ୁଥିବା ବେଳେ ଆସନ୍ତାକାଲି ୬ ଘଣ୍ଟିଆ ହରତାଳ ଡାକରା…

କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଅନୁମତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ…

ଫେବୃଆରୀ ୭ରେ ପଶ୍ଚିମବଙ୍ଗରେ ୪ଟି ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ଏକ ସାମ୍ବାଦିକ…

ଧର୍ମେନ୍ଦ୍ରଙ୍କ ଚିଠି:ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ବର: ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେ ଏନେଇ ଚିଠି ଲେଖିଛନ୍ତି । ମନ୍ଦିରର ସୁରକ୍ଷା ଓ…

ସ୍ୱଚ୍ଛ ଶକ୍ତିର ଅନୁସନ୍ଧାନରେ ଭାରତ ନେତୃତ୍ୱ ନେବା ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଘରୋଇ ଆବଶ୍ୟକତା ନୁହେଁ, ବିଶ୍ୱସ୍ତରୀୟ ଆଶା ପୂରଣ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଭାରତୀୟ ତୈଳ ଓ ଗ୍ୟାସ କ୍ଷେତ୍ର । ଏଫଆଇପିଆଇ ପୁରସ୍କାର ୨୦୨୦ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ପାଇଁ…

ଏକାଦଶାହରେ ସ୍ବର୍ଗତ ଡ.ପ୍ରକାଶ ରାଓଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ 

କଟକ : ଏକାଦଶାହରେ ସ୍ବର୍ଗତ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବକ୍ସିବଜାର ସ୍ଥିତ ବାସଭବନରେ ପହଁଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ…