ଚାଞ୍ଚଲ୍ୟକର ଘଟଣା; କଏଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଉଛି ଡ୍ରୋନ
ନୂଆଦିଲ୍ଲୀ: ବ୍ରିଟେନର ଜେଲରେ ଢିଲା ସୁରକ୍ଷା ବ୍ୟବସ୍ଥା ସାମ୍ନାକୁ ଆସିଛି। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଏଚଏମପି ମଞ୍ଚେଷ୍ଟର ଏବଂ ଏଚଏମପି ଲଙ୍ଗ ଲାର୍ଟିନ ଜେଲରେ କରାଯାଇଥିବା ଯାଞ୍ଚ ରିପୋର୍ଟରେ ଏହି ତ୍ରୁଟି ସାମ୍ନାକୁ ଆସିଛି। ଏହା ପରେ ଡ୍ରୋନ୍ ବ୍ୟବହାର ଦେଶର ସୁରକ୍ଷା ପ୍ରତି ବିପଦ…