Latest Odisha News

BREAKING NEWS

Browsing Tag

Drone

ପୁରୀ ରଥଯାତ୍ରା ବେଳେ ଉଡ଼ାଇ ପାରିବେନି ଡ୍ରୋନ୍‌, ଲାଗିଲା କଟକଣା

ପୁରୀ: ଜୁନ୍ ୨୦ରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରା । ବିଶ୍ୱ ନିୟନ୍ତାଙ୍କ ମାନବୀୟ ଲୀଳାଖେଳା ଦେଖିବାକୁ ଛୁଟିବ ପୁରୀକୁ ଭକ୍ତଙ୍କ ଧାଡ଼ି । ଡିଜିଟାଲ୍ ଯୁଗରେ ସମସ୍ତେ ଠାକୁରଙ୍କ ବଡ଼ଦାଣ୍ଡରେ ଉପସ୍ଥିତିକୁ ମୋବାଇଲ୍ ଓ କ୍ୟାମେରାରେ କଏଦ କରିବାକୁ ଆଗ୍ରହୀ । ହେଲେ ରଥଯାତ୍ରା ସମୟରେ ଆପଣ…

ବିଲରେ ଫସଲ କରିବ ଡ୍ରୋନ୍

ନୂଆଦିଲ୍ଲୀ: ବଦଳିଛି ସମୟ, ବଦଳିଛି ବିଜ୍ଞାନ । ଆଧୁନିକ ଜ୍ଞାନ କୌଶଳକୁ ନେଇ ଚାଷ କାର୍ଯ୍ୟରେ ବେଶ୍ ଉନ୍ନତି ହେଉଛି । କୃଷି କ୍ଷେତ୍ରରେ ବିଜ୍ଞାନର ଉପଯୋଗ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ  ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏବେ ପୁଣି ପାଦେ ଆଗେଇଛି ବିଜ୍ଞାନ । ଚାଷ କ୍ଷେତ୍ରରେ…

ଶ୍ରୀ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ଅନିମେଶଙ୍କୁ କୋର୍ଟ ଚାଲାଣ କରିବ ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ଫଳରେ ଗତ ୧୮ ତାରିଖ ଦିନ ଅନିମେଶ…

ପଞ୍ଜାବ ଗୁରୁଦାସପୁରରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ୍‌,ଗୁଳି କରି ହଟାଇଲା ବିଏସ୍‌ଏଫ୍‌ ଯବାନ

ଚଣ୍ଡିଗଡ଼ : ପାକିସ୍ତାନ ଡ୍ରୋନକୁ ନେଇ ଆସିଲା ନୂଆ ତଥ୍ୟ । ପୁଣି ଭାରତ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ୨ ଟି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ଯାହାକୁ ଗୁଳି କରି ହଟାଇଛନ୍ତି ସୁରକ୍ଷା ବଳ(BSF) । ଏନେଇ ସୂଚନା ଦେଇଛନ୍ତି…

ରାଜଧାନୀରେ ଉଡ଼ିଲା ଡ୍ରୋନ; ମାରିବ ମଶା

ଭୁବନେଶ୍ୱର: ଭୁବନେଶ୍ୱରକୁ ମଶମୁକ୍ତ କରିବ ଡ୍ରୋନ  । ଟିଫା ଫେଲ ମାରିବା ପରେ ଏବେ ଡ୍ରୋନ ସାହାଯ୍ୟରେ ବିଏମସି ଆରମ୍ଭ କରିବ ମଶମରା ଅଭିଯାନ । ଆଜିଠାରୁ ବିଏମସି ପକ୍ଷରୁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି  । ସାତ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଭୁବନେଶ୍ଠରର ମଶପ୍ରବଣ ଅଞ୍ଚଳର…

ସିଂହଦ୍ଵାର ଥାନାରେ ହାଜର ହେବେ ଅନିମେଶ ଚକ୍ରବର୍ତ୍ତୀ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଏସ୍ପି । କହିଲେ ଆଇନଗତ  ଭାବରେ ଅନିମେଶଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ…

ଓଡିଶାରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର  

କୋରାପୁଟ : ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା କୃଷି କ୍ଷେତ୍ରରେ କୃଷି ଡ୍ରୋନର ବ୍ୟବହାର। ଅଳ୍ପ ସମୟରେ ଏକର ଏକର ଜମିକୁ କିପରି କୃଷି ସାର ଓ ଅନ୍ୟ ରାସାୟନିକ କୀଟ ସାର ସିଞ୍ଚନ କରାଯାଇ ପାରିବ ଏହି ଉଦ୍ଦେଶ୍ୟ ରେ ନାବାର୍ଡ ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିକୁ ଚାଷୀମାନଙ୍କ ସହାୟତା…

ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଦେଲା ବିଏସଏଫ

ଶ୍ରୀନଗର: ସୀମା ସୁରକ୍ଷା ବଳ (ବିଏସଫ) ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ କାଠୁଆ ଜିଲ୍ଲା ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ ସନ୍ଦେହ ଜନକ ଭାବେ ଉଡୁଥିବା ବେଳେ ତାକୁ ଗୁଳି କରି ଖସାଇ ଦେଇଛନ୍ତି । ଏହାଦ୍ୱାରା ଭାରତୀୟ ସୀମାରେ ଡ୍ରୋନ ମାଧ୍ୟମରେ ପାକିସ୍ତାନର ବୋମା ପକାଇବାର ବଡ଼…