ଟ୍ରେନ୍ ଧକ୍କାରେ ଚାଲିଗଲା ହାତୀର ଜୀବନ
ଅନୁଗୁଳ : ପୁଣି ଏକ ହାତୀ ମୃତ। ରେଳ ଲାଇନ ପାର୍ ହେବା ସାଜିଲା କାଳ । ନେଇଗଲା ଜୀବନ । ରେଳ ଲାଇନ୍ ପାର୍ ହେଉ ହେଉ ଟ୍ରେନ ଧକ୍କାରେ ଚାଲିଗଲା ଦନ୍ତାର ଜୀବନ । ଏହି ଘଟଣାଟି ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍ ଜରପଡ଼ା ଗାଁ ନିକଟରେ ଘଟିଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ହାତୀଟି ରେଳ…