Latest Odisha News

BREAKING NEWS

Browsing Tag

elon musk

୨୪ ଘଣ୍ଟାରେ ଏଲନ୍ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ଖସୁଛି ଏଲନ୍ ମସ୍କଙ୍କ ସମ୍ପତ୍ତି । ୨୪ ଘଣ୍ଟାରେ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି । ବିକିଉ ପ୍ରାଇମର ରିପୋର୍ଟ ଅନୁସାରେ, ଟେସଲା ସିଇଓ ଏଲନ୍ ମସ୍କଙ୍କ ପାଇଁ ଗତ ୨୪ ଘଣ୍ଟା ବେଶ୍ ଚିନ୍ତାଜନକ ଥିଲା । ସେୟାର ହ୍ରାସ, ସ୍ପେସଏକ୍ସର ଷ୍ଟାରସିପ୍ ପୋଗ୍ରାମ ବିଫଳ ଓ…

‘ଏଲନ ମସ୍କ’ ପ୍ରଥମେ ଫଲୋ କଲେ, ତା ପରେ ବିବାଦକୁ ଟାଣିଲେ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କରି ଚର୍ଚ୍ଚାକୁ ବଢ଼ାଇଦେଲେ। ଏବେ ଭାରତରେ ସମ୍ପୂର୍ଣ୍ଣ ବାକ ସ୍ୱାଧୀନତା ସମ୍ଭବ ନୁହେଁ ଭଳି ବିବାଦୀୟ କଥା କହି କେନ୍ଦ୍ରର ବିଜେପି ସରକାରକୁ କାଠଗଡାରେ ଛିଡା କରାଇଦେଲେ। ଟ୍ୱିଟର ମାଲିକ ତଥା ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ ଅଳ୍ପଦିନ…

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ…

ଜଣେ ବୋକାକୁ ଦାୟିତ୍ୱ ଦେଇ ଖୁବ୍‌ ଶୀଘ୍ର ଛାଡ଼ିଦେବି ସିଇଓ ପଦ : ଏଲନମସ୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ସୋଶିଆଲ ମିଡିଆରେ ଏକ ସର୍ଭେ…

ସାମ୍ବାଦିକଙ୍କୁ ଏଲନ ମସ୍କଙ୍କ ଟାର୍ଗେଟ; ସସ୍ପେଣ୍ଡ କଲେ ଆକାଉଣ୍ଟ

ସାନ ଫ୍ରାନ୍ସିକୋ: ଟୁଇଟରକୁ ନେଇ ଏଲନ ମିସ୍କଙ୍କ ପରୀକ୍ଷା ନିରୀକ୍ଷା ଶେଷ ହେଉନି । କର୍ମଚାରୀ ଛଟେଇ, ବ୍ଲୁ ଟିକ ପାଇଁ ଟଙ୍କା ବଢାଇବା, କଟକଣା ଜାରି କରିବା ପରେ ଏବେ ସାମ୍ବାଦିକଙ୍କ ପଛରେ ପଡିଛନ୍ତି ମସ୍କ । ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି ମସ୍କ  । ଏହି…

ଟ୍ୱିଟର ଅଚଳ, ଅଚାନକ ଗାଏବ ହୋଇଗଲା ସବୁ ଆକାଉଣ୍ଟ

ନୂଆଦିଲ୍ଲୀ: ମସ୍କଙ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଅଚଳ । ଡିଲିଟ୍ ହୋଇ ଯାଇଛି ସବୁ ଆକାଉଣ୍ଟ । ଖୋଲୁନି ଟ୍ୱିଟର ପେଜ୍ । ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ପୁଣି ଦ୍ୱିତୀୟ ଥର ପାଇଁ ଟ୍ୱିଟରରେ ବଡ଼ ଗଡ଼ବଡ଼ ଦେଖିବାକୁ ମିଳିଛି । ରବିବାର ସନ୍ଧ୍ୟା ୬ଟା ୩୦ ପର ଠାରୁ ଆଉ ଟ୍ୱିଟର ଆକାଉଣ୍ଟ…

ଏଲନ୍ ମସ୍କଙ୍କୁ ପଛରେ ପକାଇବେ କି ଏହି ଅରବପତି ?

ନୂଆଦିଲ୍ଲୀ: ଦୁନିଆର ୧ ନମ୍ବର ଧନୀ ତାଲିକାରୁ ଖସି ପାରନ୍ତି ଏଲନ୍ ମସ୍କ । ଆମେ ଏକଥା କହୁ ନାହୁଁ ବରଂ ଦୁନିଆର ଟପ୍-୧୦ ଅରବପତିଙ୍କ ନେଟ୍ ୱର୍ଥ ଏମିତି କିଛି ସଂକେତ ଦେଉଛି । ବିଶ୍ୱର ଧନୀ ତାଲିକାର ଦ୍ୱିତୀୟରେ ଥିବା ଫ୍ରାନ୍ସର ଅରବପତି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଓ ମସ୍କଙ୍କ ସମ୍ପତ୍ତି…

‘ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟ ଆରମ୍ଭ ହେବା ଉଚିତ୍ କି ?’: ମସ୍କ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଟ୍ୱିଟର ଅଡୁ଼ଆ । ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି କାର୍ଯ୍ୟକ୍ଷମ କରାଯିବା ଉଚିତ କି? ବୋଲି ପ୍ରଶ୍ନ କରିଛନ୍ତି ଟ୍ୱିଟର ସିଇଓ ଏଲନ୍ ମସ୍କ । ଏଥିପାଇଁ ସେ ମାଗିଛନ୍ତି ୟୁଜର୍ସଙ୍କ ରାୟ । ରୟଟର୍ସ ରିପୋର୍ଟ…

କମ୍ପାନୀ ଛାଡ଼ୁଛନ୍ତି କର୍ମଚାରୀ, ଇସ୍ତଫା ପରେ ବନ୍ଦ ରହିଲା ଟୁଇଟର କାର୍ଯ୍ୟାଳୟ

ବଢିଲା ଟୁଇଟର ମାଲିକ ଏଲନ ମସ୍କଙ୍କ ଚିନ୍ତା । ଅଲ୍ଟିମେଟମ ଦେବା ପରେ ବି ଟୁଇଟର କର୍ମଚାରୀମାନେ କମ୍ପାନୀ ଛାଡ଼ି ଦେଉଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ମଚାରୀମାନେ ଇସ୍ତଫା ଦେବା ପରେ ଟୁଇଟର ଅଫିସକୁ ସୋମବାର ବନ୍ଦ କରି ଦିଆଯାଇଥିଲା । ୱାର୍କ ପ୍ଲେସ ଆପ ବ୍ଲାଇଣ୍ଡର ଏକ…