Latest Odisha News

BREAKING NEWS

Browsing Tag

elon musk

ଏପଲ୍ ନେଉଛି ୧୦ ଗୁଣା ଆପ୍ ଷ୍ଟୋର ଚାର୍ଜ, ଯୁକ୍ତିଯୁକ୍ତ ନୁହେଁ କହିଲେ ଇଲନ ମସ୍କ

ଭୁବନେଶ୍ୱର: ଟେକ୍ କମ୍ପାନୀ ଏପଲ୍ ର ଆପ୍ ଷ୍ଟୋର୍ ଚାର୍ଜ କୁ ନେଇ ଟ୍ୱଟର ନୂଆ ମାଲିକ ଇଲନ ମସ୍କ ଖପ୍ପା । ଯଥାର୍ଥ ଚାର୍ଜ ଠାରୁ ବେଶ୍ ଅଧିକ ଚାର୍ଜ କୁ ନେଇ ଇଲନ ଏପଲ୍ ଉପରେ ଚିଡ଼ିଯାଇଛନ୍ତି । ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି ଇଲନ୍ ମସ୍କ । ଏପଲ୍ ର ଆପ୍ ଷ୍ଟୋର ଇଣ୍ଟରନେଟ ଉପୋର ୩୦ ପ୍ରତିଶତ…

ଇଲନ ମସ୍କଙ୍କ ଟ୍ୱିଟର କିଣିବା ପ୍ରସ୍ତାବ ଅଗ୍ରାହ୍ୟ; ମନା କଲେ ସାଉଦି ପ୍ରିନ୍ସ

ଭୁବନେଶ୍ୱର: ବିଶ୍ୱର ପ୍ରଥମ ଧନୀ ତଥା ଟେସଲା ମୁଖ୍ୟ ଇଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟ୍ୱିଟର’ କିଣିବା ପାଇଁ ପ୍ରସ୍ତାବ ଦେବା ପରେ ପରେ କମ୍ପାନୀର ଏକ ବଡ଼ ନିବେଶକ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସାଉଦି ଆରବ ପ୍ରିନ୍ସ ଅଲୱଲିଦ ବିନ୍ ତଲାଲ ଗୁରୁବାର ଟ୍ୱିଟ୍ କରି ଅଗ୍ରାହ୍ୟ…

ଅଲଗା ହେଲେ ମସ୍କ ଓ ଗ୍ରିମସ୍

ନୂଆଦିଲ୍ଲୀ: ତିନି ବର୍ଷ ଏକାଠି ରହିବା ପରେ ଅଲଗା ହେଲେ ସ୍ପେସ୍ ଏକ୍ସ ଏବଂ ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ପତ୍ନୀ ଗ୍ରିମସ୍। ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ସ୍ବଷ୍ଟ କରିଛନ୍ତି ଯେ ସେ ଏବଂ ଗ୍ରିମ୍‌ସ ଏବେ ଅଲଗା ହୋଇଛନ୍ତି। ଗ୍ରିମ୍‌ସ ଜଣେ କାନାଡିୟ ଗାୟିକା। ତେବେ ସେ ଆହୁରି ମଧ୍ୟ…

ଟେସଲା ମୁଖ୍ୟ ଏଲନ୍ ମସ୍କ ଏବେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଗୋଟିଏ ପଟେ ଅନେକ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଛି, ଅନ୍ୟ ପଟେ ଅନେକ ବ୍ୟବସାୟ ମଧ୍ୟ ଏଥିରୁ ଉପକୃତ ହୋଇଛନ୍ତି। ଅନେକ କମ୍ପାନୀ ଅଛି ଯାହା କରୋନା ମହାମାରୀ ହେତୁ ବହୁ କ୍ଷତି ସହ ଚାଲିଛି। ଏଭଳି ପରିସ୍ଥିତିରେ ସ୍ପେସ୍ ଏକ୍ସ ଏବଂ ଟେସଲାର ମୁଖ୍ୟ ଏଲନ୍…