Latest Odisha News

BREAKING NEWS

Browsing Tag

Farmer Protest

ପୁଣି ଥରେ କୃଷକମାନଙ୍କ ସମଥର୍ନରେ ମୁହଁ ଖୋଲିଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ପୁଣି ଥରେ ମୁହଁ ଖୋଲିଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଶର ଚାଷୀଭାଇଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ସୋମବାର ଦିନ ଧର୍ମେନ୍ଦ୍ର ଟ୍ୱିଟରରେ କୃଷକଙ୍କ ଫଟୋ ସେୟାର କରି ଲେଖିଛନ୍ତି - ଆଜି ମୋର କୃଷକ ଭାଇମାନଙ୍କୁ…

ବାହାରିବ କି ସମାଧାନର ବାଟ: କୃଷକ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ ଚାଷୀ ସଂଗଠନ ସହ ଆଜି ପୁଣି ଥରେ କେନ୍ଦ୍ର ସରକାର ଆଲୋଚନା କରିବେ । ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ସରକାର ଆଇନକୁ ପ୍ରତ୍ୟାହାର କରିବା ସପକ୍ଷରେ ନାହାନ୍ତି । ଆନ୍ଦୋଳନକାରୀ ଚାଷୀ ବି ଜିଦରେ…

ଆଜି କୃଷକ ଏବଂ ସରକାରଙ୍କ ମଧ୍ୟରେ ହେବ ଷଷ୍ଠ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଏକ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ନିୟମ, କୃଷକ ସଂଗଠନର ପ୍ରତିନିଧୀଙ୍କ ବିରୋଧରେ ଆଜି ଅପରାହ୍ନ ୨ ଟାରେ ରାଜଧାନୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ।…

ଆନ୍ଦୋଳନରତ କୃଷକଙ୍କୁ ୮ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି କୃଷକଙ୍କୁ ଚିଠି ଲେଖିଛନ୍ତି । ଆନ୍ଦୋଳନରତ କୃଷକଙ୍କ ପାଖକୁ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଚିଠିରେ କୃଷି ମନ୍ତ୍ରୀ ୮ଟି ଆଶ୍ବାସନା ଦେଇଛନ୍ତି । ଚିଠିରେ ଲେଖାଯାଇଛି ଯେ, ଯେଉଁ…

ବିଧାନସଭାରେ କୃଷି ଆଇନ ଦସ୍ତାବିଜକୁ ଚିରି ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆ ଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରାଯାଇଛି । ବିଧାନସଭାରେ ସେ ତିନିଟି କୃଷି ଆଇନ କପିକୁ ଚିରି ଦେଇଥିଲେ । ଏପରି ଏକ କଳା ଆଇନକୁ ଫେରାଇ ନେବା ପାଇଁ…

କୃଷକ ସଂଗଠନକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍; ସରକାର ଏବଂ କୃଷକ କମିଟି ଗଠନ କରି ଆଲୋଚନା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ ୨୦ ଦିନ ଧରି ଦିଲ୍ଲୀରେ ଚାଲିଥିବା କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜନସାଧାରଣଙ୍କ ସ୍ୱାର୍ଥ ଆବେଦନକାରୀମାନେ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବାକୁ ଅନୁରୋଧ କରିଥିଲେ ହେଁ ସମସ୍ତ ଯୁକ୍ତି ଶୁଣିବା ପରେ…

କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଜାଭଡେକର; କହିଲେ ଅନଶନ ନାଁରେ ଛଳନା କରୁଛ

ନୂଆଦିଲ୍ଲୀ: କୃଷକମାନେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦେଳନ ଅନବରତ ଜାରି ରହିଛି। ପ୍ରଥମେ ଭାରତ ବନ୍ଦ ଆହ୍ୱାନ ଦେଇ ସରକାରଙ୍କୁ ଚେତାବନା ଦେଇଥିବା ‌ବେଳେ ବର୍ତ୍ତମାନ ଅନ୍ନଦାତାମାନେ ଅନ୍ନଶନ କରି ସରକାରଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ତେବେ ଏସବୁ ମଧ୍ୟରେ ରାଜନୈତିକ ଯୁଦ୍ଧ…

ନୂଆ କୃଷି ଆଇନକୁ ବିରୋଧ: ଉପବାସରେ ଦେଶର ଅନ୍ନଦାତା

ନୂଆଦିଲ୍ଲୀ: ଜିଦରେ ଅଟଳ ଚାଷୀ । ବାହାରି ପାରୁନି ସମାଧାନର ବାଟ । ବଢୁଛି ମୋଦି ସରକାରଙ୍କ ଟେନସନ୍ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ଆଜି ଦିଲ୍ଲୀର ସିଂଘୁ, ଟିକରି, ଗାଜିପୁର, ପଲଓ୍ୱଲ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା…

କାଲି ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ କୃଷକଙ୍କ ଅନଶନ, ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଆସନ୍ତାକାଲି ଚାଷୀ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବେ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଷୀ ନେତାମାନେ ଅନଶନରେ ବସିବେ । ସବୁ ସୀମାରେ ଚାଷୀମାନେ ଅନଶନରେ ବସିବେ ବୋଲି ସ୍ଥିର ହୋଇଛି । ସିଂଘୁ,…

୧୪ରେ ଆମରଣ ଅନଶନ କରିବେ କୃଷକ ନେତା, ରବିବାର ୧୧ଟାରୁ ଦିଲ୍ଲୀ ଚଲୋ ଅଭିଯାନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି । ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । କୃଷକ ନେତାମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୃଷକ ୟୁନିୟନ୍ ନେତା ଆସନ୍ତା ୧୪ ତାରିଖରେ ଆମରଣ ଅନଶନରେ ବସିବେ । ସରକାର ଆଲୋଚନା କରିବାକୁ…