Latest Odisha News

BREAKING NEWS

Browsing Tag

farmer

ଚାଷୀଙ୍କ ଫସଲ ବୀମା ପ୍ରିମିୟମ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଜାଣନ୍ତୁ ନିୟମ…

ଭୁବନେଶ୍ୱର: ୨୦୨୩ ଖରିଫ ଓ ୨୦୨୫-୨୬ ରବି ଫସଲ ପାଇଁ ବୀମା କରାଯିବ । ଚାଷୀଙ୍କ ବୀମାର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ସାମିଲ୍ ରହିବ । ଫସଲରେ କ୍ଷତି ଭରଣ ପାଇଁ ଫସଲ ବୀମା ହୋଇଥାଏ । ପ୍ରତି ୩ ବର୍ଷରେ…

ବିଲରେ ୧୧ କେଭି ତାର ଲାଗି ଆଖି ବୁଜିଲେ ଚାଷୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାରାଦୀପ: ବିଲରେ ବିଦ୍ୟୁତ୍ ନେଲା ଜୀବନ । ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲାର ପିପ୍ପଳ ବରେଇ ଗାଁରେ । ଗାଁର କଣ୍ଡୁରୀ ରାଉତ ବିଲକୁ ଯାଇଥିବା ବେଳେ ସେଠାରେ କମ୍ ଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । କଣ୍ଡୁରୀଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା…

‘କାଳିଆ’ କୁ ନେଇ ରାଜନୀତି !

ଭୁବନେଶ୍ୱର: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି। କାଳିଆ ସହାୟତା ଆକାରରେ ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ଦିଆଯାଇଛି। ଉତ୍କଳ ଦିବସ ଅବସରରେ ଚାଷୀଙ୍କୁ ସହାୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହୋଇଥିବା ବେଳେ ଝାରସୁଗୁଡାକୁ…

କୃଷକ ସଶକ୍ତିକରଣ ପାଇଁ JSP ଫାଉଣ୍ଡସେନ୍ ଓ କୃଷି ବିଭାଗ ମଧ୍ୟରେ ବୁଝାମଣା

ଅନୁଗୁଳ: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନୁଗୁଳରେ ୨ ଗୋଟି କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗ ସହ ହାତ ମିଳାଇଛି ଜେଏସପି ଫାଉଣ୍ଡେସନ୍ । ପ୍ରଥମ ଥର ପାଇଁ ଓଡ଼ିଶାରେ ପିପିପି ମୋଡରେ କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ୨ ଗୋଟି…

ଧାନ ନେଉନି ମଣ୍ଡି, ଗଞ୍ଜେଇ ଚାଷ ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଲେ ଚାଷୀ

ବଲାଙ୍ଗିର: ରାଜ୍ୟରେ ଗଞ୍ଜେଇ ଚାଷ ବେଆଇନ୍ । କେହି ଗଞ୍ଜେଇ ଚାଷ କଲେ ପୋଲିସ ହେଉ କି ଅବକାରୀ ବିଭାଗ ଚାଷ ନଷ୍ଟ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ବଲାଙ୍ଗିରର ଜଣେ ଚାଷୀ ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଛନ୍ତି । ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କୁ । ଅଡ଼ୁଆ ଲାଗୁଥିଲେ ବି ଏ…

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳିଲେ ଚାଷୀ

ଜଗତସିଂହପୁର : ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାନମଣ୍ଡିରେ ଅବ୍ୟବସ୍ଥା, ଧାନ ବିକ୍ରି ସମୟରେ କଟନୀ ଛଟନୀ ତଥା ମିଲର ମାନଙ୍କ ମନମାନି ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ନୂଆ ପରିଚୟ ଦେଲା ଷ୍ଟ୍ରବେରୀ ଚାଷ

ନୂଆପଡ଼ା : ନୂଆ ପରିଚୟ ଦେଉଛି ଷ୍ଟ୍ରବେରି ଚାଷ। ସୁସ୍ୱାଦୁ ଓ ମୂଲ୍ୟବାନ ଷ୍ଟ୍ରବେରୀ ଚାଷ ପାଇଁ ସୁନାବେଡା ଏବେ ନୁଆ ପରିଚୟ ହାସଲ କରିପାରିଛି । ଏହି ଅଭୟାରଣ୍ୟରେ ଚକୁଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଆଉ ସେହି ସମ୍ପ୍ରଦାୟର ଲୋକେ ଏବେ ବିଦେଶୀ ଫଳ ଷ୍ଟ୍ରବେରୀ ଚାଷ କରି…

ପବନରେ ହେବ ଆଳୁଚାଷ, ଆସନ୍ତୁ ଜାଣିବା କିପରି କରିହେବ ଏହି ଚାଷ…

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ଆସିଲା ନୂଆ ଟେକ୍ନୋଲୋଜି । ଏଣିକି କ୍ଷତି ସହିବେନି ଆଳୁଚାଷୀ  । ଭଲ ଆଳୁ ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ପଡ଼ିବନି ଜମି କି ଉର୍ବର ମାଟି  । ଏଥର ପବନରେ କରିବେ ଆଳୁଚାଷ  । ଆପଣମାନେ ଜାଣିଥିବେ ଆଳୁ ଚାଷ ସାଧାରଣତଃ ମାଟିରେ ଭଲ ଫସଲ ହୋଇଥାଏ। କଣ…

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ରାଜକୋଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ଦିଆଯିବ । ସୂଚନା…