Latest Odisha News

BREAKING NEWS

Browsing Tag

Farmers

ପ୍ରିମିୟମ୍ ନେଇ ପ୍ରତାରଣା, ଚାଷୀଙ୍କୁ ମିଳୁନି ଫସଲ ବୀମା

ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରହିଛି ଫସଲ ବୀମା ବ୍ୟବସ୍ଥା । କିନ୍ତୁ ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ଚାଷୀ ହଇରାଣ ହରକତ ହେଉଛନ୍ତି । ଫସଲ ବୀମା ଥାଇ ବି କ୍ଷତିପୂରଣ ଚାଷୀ ପାଉନଥିବା ଅଭିଯୋଗ ହୋଇଛି । ବୀମା ରାଶି ବାବଦରେ କମ୍ପାନୀ…

ଚାଷୀ , ସରକାର ଓ ଯୋଜନା

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  "ଚାଷ କାମ ଯାହାର ,କି ଆନନ୍ଦ ତାହାର।" ପୁରାତନ ଯୁଗର ଏହି ଉକ୍ତିଟି ଦିନେ ସଭିଙ୍କୁ ଆତ୍ମୀୟତାର ଡ଼ୋରିରେ ବାନ୍ଧି ରଖିଥିଲା । ଗ୍ରାମ୍ୟ ଜୀବନର ପ୍ରଧାନ ଏନ୍ତୁଡ଼ିଶାଳ ଏଇ ଚାଷ ଜମି । ଯିଏ ଖାଲି ପେଟକୁ ଦାନା ମୁଠାଏ ଯୋଗାଏନି…

ଚାଷୀର ସାହାରା କିଏ ? ଟୋକନ୍ ନା ସରକାର

ଭୁବନେଶ୍ୱର: ରାଜ୍ୟର ମଣ୍ଡି ଗୁଡ଼ିକରେ ଧାନ କିଣାକୁ ସୁବ୍ୟବସ୍ଥିତ ସହ ସ୍ୱଚ୍ଛ କରିବାକୁ ସରକାର ଟୋକନ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ତଥାପି ସୁଫଳ ମିଳୁନି । ଅଧିକାଂଶ ସ୍ଥାନରେ ମଣ୍ଡି ଗୁଡ଼ିକରେ ବସ୍ତା ବସ୍ତା ଧାନ ସପ୍ତାହ ସପ୍ତାହ ଧରି ପଡ଼ି ରହୁଥିବା ଖବର ଆସୁଛି । କେଉଁଠି ମଣ୍ଡି…

ସରକାର ପ୍ରତ୍ୟେକ ପଦକ୍ଷେପରେ ଚାଷୀଙ୍କ ସହ ଛିଡା ହୋଇଛନ୍ତି; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ (ପିଏମ କିସାନ ସମାନ ନିଧି) ଅଧୀନରେ ଆର୍ଥିକ ଲାଭର କିସ୍ତି ମୁକ୍ତ କରିଛନ୍ତି। ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନଅ କୋଟିରୁ ଅଧିକ କୃଷକ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ପରେ ବିରୋଧୀଙ୍କୁ ଟାର୍ଗେଟ କରି…

ରାତିସାରା ମଞ୍ଚାରେ ମଣିଷ, ଫସଲ ସୁରକ୍ଷା ପାଇଁ ବିତୁଛି ଜୀବନ

ବାଲେଶ୍ଵର: ନୀଳଗିରିରେ ଥମୁନି ହାତୀ ଆତଙ୍କ । ହାତୀଙ୍କ ଦାଉରୁ ଫସଲ ସୁରକ୍ଷା ନେଇ ଚାଷୀଙ୍କ ଚିନ୍ତା ଘାରିଛି। ତେଣୁ କିଛି ଗ୍ରାମବାସୀ ଓ ଚାଷୀମାନେ  ଫସଲ ସୁରକ୍ଷା ଓ ପରିବାର ସୁରକ୍ଷା ପାଇଁ ହାତରେ ଡ୍ରମ, ଟିଣ, ବାସନ ଧରି ମଞ୍ଚା ବାନ୍ଧି ରାତିସାରା ତା ଉପରେ ରହୁଛନ୍ତି । ବାଲେଶ୍ଵର ଜିଲ୍ଲା…

ଫାର୍ମ ଅର୍ଡିନାନ୍ସ ବିରୋଧରେ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରକୁ ଲାଠି ମାଡ଼

ଚଣ୍ଡିଗଡ଼: କେନ୍ଦ୍ର ସରକାରଙ୍କ ତିନୋଟି ଚାଷ ସମ୍ବନ୍ଧୀୟ ନିୟମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରକୁ ଲାଠି ମାଡ଼ କରାଯାଇଛି ।  ରାଜ୍ୟ ତଥା ଜିଲ୍ଲା ପ୍ରଶାସନର କରୋନା କଟକଣା କୁ ଅଣଦେଖା କରି ଏହି ରାଲିର ଆୟୋଜନ କରାଯାଉଥିବା କୁରୁକ୍ଷେତ୍ରରେ ପୋଲିସ ଅଭିଯୋଗ କରିଛି ।…

ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିଲେ ଓଡିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇପାରିବ

ଭୁବନେଶ୍ୱର : ଭାରତରେ ପ୍ରତିଦିନ ୫୦ କୋଟି ଲିଟର ଦୁଗ୍ଧ ଉତ୍ପାଦନ ହୋଇଥାଏ । ଓଡିଶାରେ ୬୦ ରୁ ୭୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ଯାହାକି ଜାତୀୟ ହାରର ମାତ୍ର ୧.୨୫ ପ୍ରତିଶତ । ଯଦି ରାଜ୍ୟରେ ଚାଷୀମାନଙ୍କୁ ଯଦି ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଏ ତେବେ ଦୁଗ୍ଧ ଉତ୍ପାଦନ ବୃଦ୍ଧି…

ପାରାଦୀପରେ ଉତ୍ତେଜନା; ଜମିର ଉଚିତ୍ ମୂଲ୍ୟ ପାଇବା ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ଧାରଣା

ପାରାଦୀପ:  ପୁଲିସ୍ ଦ୍ୱାରା ଦମନ କରି ପାରାଦ୍ୱୀପ -ହାଇଦ୍ରାବାଦ ତୈଳ ପାଇପ ଲାଇନ୍ କାର୍ଯ୍ୟ କରାଇ ନେବାକୁ ଆଇଓସିଏଲ ର ମସୁଧା କରୁଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ନିଜର ହକ୍ , ଜମିର ଉଚିତ ମୂଲ୍ୟ ପାଇବା ପାଇଁ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିବା…