Latest Odisha News

BREAKING NEWS

Browsing Tag

firing

ଆସାମ-ମେଘାଳୟ ରକ୍ତାକ୍ତ ସଂଘର୍ଷ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ

ଦିଶପୁର: ଆସାମ ଓ ମେଘାଳୟ ମଧ୍ୟରେ ଲାଗି ରହିତିବା ସୀମା ବିବାଦ ଗତକାଲି ଉଗ୍ର ରୂପ ନେଇଛି । ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ହିଂସା ମୋଡ ନେଇଛି । ପୋଲିସର ଗୁଳି ମାଡରେ ପରେଷ୍ଟ ଗାର୍ଡଙ୍କ ସମେତ ୫ ଜଣ ସ୍ଥାନୀୟ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି । ହିଂସାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ…

ରାଲିରେ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଛି । ୱାଜିରାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ସହ ଅନ୍ୟ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ଜଣା…

ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼, ୨ ଜଣ ଗୁରୁତର

ଜଗତସିଂହପୁର: ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼ । ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ତରଡ଼ାପଡ଼ା ମଜୁରାଇ ଗାଁରେ । ଗୁଳିମାଡ଼ରେ ପୀତବାସ ଦାସ ଏବଂ ଅବିନାଶ ଦାସ ଆହତ ହୋଇଛନ୍ତି । ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ ଅବସ୍ଥା ଗୁରୁତର…

ପାରୋଲରେ ଆସିଥିବା କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିମାଡ଼

କାମାକ୍ଷାନଗର: ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍କୁରା ଗୁଳିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ । ଅର୍ଜୁନ ଆଜି ଝିଲ୍ଲୀ ଗାଁ…

ଜମି ବିବାଦ : ଭାଇ ଗୁଳି ମାଡ଼ରେ ଭାଇ ଗୁରୁତର

ବ୍ରହ୍ମପୁର:ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଭାଇର ଗୁଳିମାଡ଼ରେ ଭାଇ ଗୁରୁରତ ଆହତ ହୋଇଛନ୍ତି । ଗୁରୁବାର ଦିନ ଦ୍ବିପହରରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଭିକାପଡ଼ା ଗ୍ରାମର ବଡ଼ଦାଣ୍ଡ ସାହିରେ…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ସୁନ୍ଦରଗଡ : ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା…

ଦିନ ଦିପହରରେ ବିଚ୍ ରାସ୍ତା ଉପରେ ଗୁଳିକାଣ୍ଡ, ଜଣେ ଗୁରୁତର

ଖୋର୍ଦ୍ଧା : ଦିନ ଦିପହରରେ ବିଚ୍ ରାସ୍ତା ଉପରେ ଗୁଳିକାଣ୍ଡ । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ପେଟରେ…

ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି, ଯୁବକ ଗୁରୁତର

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ଦୁଇ ପରିବାର ଭିତରେ ସଂଘର୍ଷ ପରେ ଫୁଟିଲା ଗୁଳି । ଜଣେ ଯୁବକଙ୍କ ଗୁଳିମାଡ଼ରେ ଆଉ ଜଣେ ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ କନ୍ତକୁଳ ଗାଁରେ । ଆହତ ଯୁବକ ହେଉଛନ୍ତି ଗାଁର ଅଖିଳ ବେହେରା । ଗୁରୁତର ଅବସ୍ଥାରେ ତାଙ୍କୁ…

ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଳା: ପାଟ୍ରୋଲିଂ ବେଳେ ଗୁଳିମାଡ଼ । ଦୁୂର୍ବୁ୍ତ୍ତଙ୍କ ଗୁଳି ମାଡ଼ରେ ଫରେଷ୍ଟଗାର୍ଡଙ୍କ ଆଜି ମୃତ୍ୟୁ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ସଇଁନ୍ତଳା ବ୍ଳକ ରେଙ୍ଗାଳ ବାହାଲ ନିକଟରେ ଫରେଷ୍ଟ ଗାର୍ଡ ଜଟିଆ ରାଣା ପାଟ୍ରୋଲିଙ୍ଗ କରୁଥିଲେ । ଏହି…

କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସାରୁ ଗୁଳିମାଡ଼

ବ୍ରହ୍ମପୁର: କୁକୁର ବୁଲାଇବାକୁ କେନ୍ଦ୍ର କରି ପ୍ରଥମେ ଝଗଡ଼ା ପରେ ଗୁଳିମାଡ଼ । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳେ ଏଭଳି ଘଟିଛି । ସୂଚନା ଅନୁସାରେ ବୈଦ୍ୟନାଥପୁର ଥାନା ଖଡ଼ା ସିଂ ଧୋବାସାହିର ଜଣେ ଯୁବକ ରାତିରେ ବାହାରେ କୁକୁରକୁ ବୁଲାଉଥିଲେ । ଯାହାର…