Latest Odisha News

BREAKING NEWS

Browsing Tag

Fog

କାଲି ବଙ୍ଗୋପସାଗରରେ ଲଘୁଚାପ, ୨ ଦିନ ବିଭିନ୍ନ ଜିଲ୍ଲାରେ ଦେଖାଯିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଶୀତ ଲହରୀ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନେଇ ଆକଳନ…

ବଡ଼ଓଷାରେ ବି ଶୀତ ନାହିଁ, ୨ ଦିନ ହାଲୁକା କୁହୁଡ଼ି

ଭୁବନେଶ୍ୱର: କାର୍ତ୍ତିକ ସରିବାକୁ ବସିଲାଣି ହେଲେ ଶୀତର ଦେଖା ନାହିଁ । ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ଆଶାତୀତ ଶୀତ ଅନୁଭୂତ ହେଉନାହିଁ । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ସେଭଳି ତାପମାତ୍ରା ମଧ୍ୟ ଖସିବାର ସମ୍ଭାବନା ନଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଓଡ଼ିଶାର ୧୯ ଜିଲ୍ଲାରୁ ଫେରିଲା ମୌସୁମୀ ବାୟୁ, ପଡ଼ିଲାଣି ଘନ କୁହୁଡ଼ି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟର ୧୯ ଜିଲ୍ଲାରୁ ମୌସୁମୀ ବାୟୁ…

ଅନୁଭୂତ ହେଲା ଶୀତୁଆ କୁହୁଡ଼ି, ଆରମ୍ଭ ହେବ ଶୀତ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକ ଆରମ୍ଭ ସହ ରାଜ୍ୟରେ ଶୀତୁଆ କୁହୁଡ଼ି ଅନୁଭୂତ ହୋଇଛି । ଆଜି ଭୋରରୁ ରାଜଧାନୀରେ ଅନୁଭୂତ ହୋଇଛି ଚଳିତ ମାସର ପ୍ରଥମ ଘନକୁହୁଡ଼ି । ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ୧ ଘଣ୍ଟା ମଧ୍ୟରେ ଦୃଶ୍ୟମାନ ଦୂରତା ୩୫୦୦ ମିଟର ତଳକୁ ଖସିଥିଲା ।…

ଥରିବ ଦିଲ୍ଲୀ, ୪ ଡିଗ୍ରୀ ଯାଏ ଖସିପାରେ ପାରଦ

ନୂଆଦିଲ୍ଲୀ: ଶନିବାର ଥଣ୍ଡାରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା ଦିଲ୍ଲୀ-ଏନସିଆରରେ ପୁଣି ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଭାରତୀୟ ପାଣିବିଭାଗ କହିଛି- ଜାନୁଆରୀ ୨୬ରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଶୀତଲହରୀ ପୁଣି ଜାରି ରହିବ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ଖସିବା ନେଇ ପାଣିପାଗ ବିଭାଗ…

ରାଜ୍ୟର ୧୮ ଜିଲ୍ଲାରେ ଜାରି ରହିବ ଘନ କୁହୁଡି, ଜାଣନ୍ତୁ କେଉଁସବୁ ସ୍ଥାନ

ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ଓଡିଶାର ପ୍ରାୟ ୧୮ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଜଳବାୟୁରେ ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ହେବାଯୋଗୁଁ ଆଗାମୀ ୪୮ ଘଣ୍ଟା ତଥା ଜାନୁଆରୀ ୨୨ ତାରିଖ…

ଘନ କୁହୁଡି ତଳେ ଓଡିଶାର ୧୧ଟି ଜିଲ୍ଲା

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ବୁଧବାର ଦିନ ପ୍ରାୟ ୧୧ଟି ଜିଲ୍ଲାରେ ଘନ କୁହୁଡି ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର…

ଉତ୍ତର ଭାରତରେ ଘନକୁହୁଡି: ଜାଣନ୍ତୁ, ଓଡିଶାରୁ କେଉଁ ଟ୍ରେନ୍ ବିଳମ୍ବରେ ଚାଲିବ

ଭୁବନେଶ୍ୱର: ଉତ୍ତର ଭାରତରେ ହେଉଥିବା ଘନ କୁହୁଡିକୁ ଦୃଷ୍ଟିରେ ରଖି କନେକ୍ଟିଂ ଟ୍ରେନ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଓ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ କରାଯାଇଛି । ପୂର୍ବତଟ ରେଳବାଇ(ଇସିଓଆର)ର…