Latest Odisha News

BREAKING NEWS

Browsing Tag

Ganjam

୪ ବର୍ଷର ଶିଶୁ ପାଟିରେ ପଶିଲା ଲୁହା ରଡ୍‌

ବ୍ରହ୍ମପୁର: ୪ ବର୍ଷର ଶିଶୁ ପାଟିରେ ପଶିଗଲା ଲୁହା ରଡ୍ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା କେଶପୁର ନିକଟ ଖଣ୍ଡଦେଉଳି ଗାଁରେ । ପିଲାଟିର ଅବସ୍ଥା ଗୁରୁତର ରହିଛି । ତାକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କେଶପୁର ନିକଟସ୍ଥ ଯଜ୍ଞସିନୀ ଗୌଡ ନାମକ ଜଣେ…

କରୋନାକୁ ମାତ୍ ଦେଲେ ଗଂଜାମର ୮୫ ବର୍ଷିୟ ବୃଦ୍ଧ

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷରେ ରହିଛି ଗଂଜାମ । ଜିଲ୍ଲାରେ ଆଜି ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ଆସିଛି ସାରା ରାଜ୍ୟ ପାଇଁ ଉଦାହରଣ ସାଜିଲା ଭଳି ଖବର । କରୋନାକୁ ମାତ୍ ଦେଇଛନ୍ତି ଜଣେ ୮୫ ବର୍ଷୀୟ ବୃଦ୍ଧ । ଏହି ବୃଦ୍ଧଙ୍କ ଆଗରେ ହାର ମାନିଛି…

ଗଞ୍ଜାମରେ କୋଭିଡ ଟେଷ୍ଟ କରିବାକୁ ରାଜି ହେଉନାହାନ୍ତି ଲୋକେ

ଗଞ୍ଜାମ: ଗଂଜାମରେ କରୋନା ଟେଷ୍ଟ କରିବାକୁ ଲୋକେ ରାଜି ହେଉ ନାହାନ୍ତି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲାରୁ ଏପରି ଉଦବେଗଜନକ ଖବର ଆସିଛି । ସଂକ୍ରମିତ ଚିହ୍ନଟ ଅଂଚଳର ଲୋକଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ଯାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଲୋକେ ସହଯୋଗ କରୁନାହାନ୍ତି । ଲକ୍ଷଣ ଲୁଚାଇ…

କରୋନା ଯୋଦ୍ଧାଙ୍କ କରୁଣ କାହାଣୀ: ମୃତ୍ୟୁ ପରେ ପାଖ ମାଡିଲେନି ସମ୍ପର୍କୀୟ, ମୃତଦେହ ଉଠାଇଲେ ସାମ୍ବାଦିକ

ଗଂଜାମ: କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ କର୍ମ କ୍ଷେତ୍ରରେ କାମ କରୁଛନ୍ତି । କିନ୍ତୁ ସେହିମାନେ ଯଦି କରୋନାରେ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ପାଇଁ ନା ଆଗେଇ ଆସୁଛନ୍ତି ସମ୍ପର୍କୀୟ ନା ସହକର୍ମୀ । ଏପରି ଏକ ଘଟଣା ଘଟିଛି ଗଂଜାମ କୋଦଳା ଅଂଚଳରେ ।…

ଅବସରର ୯ ଦିନ ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଗଂଜାମ: କରୋନା ଯୁଦ୍ଧରେ ପୁଣି ବଳି ପଡିଲେ ଆଉ ଜଣେ ଯୋଦ୍ଧା । ପୁରୁଷୋତ୍ତମପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଟି. ବିଜୟଲଷ୍ମୀଙ୍କର କରୋନା ସଂକ୍ରମଣରେ ଗତକାଲି ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବିଜୟଲଷ୍ମୀ ଆସନ୍ତା ଜୁଲାଇ ୩୧ ତାରିଖରେ ଅବସର ନେଇଥାନ୍ତେ । ତେବେ ଏହାର ନଅ ଦିନ…

କାଲିଠୁ ଗଂଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଶୀତଳାପ୍ଲଲି ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । କରୋନାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲାରେ କରୋନା ନିପାତ କରିବା ପାଇଁ ରାଜ୍ୟ ସରକାର…

କରୋନାର କରୁଣ ଚିତ୍ର, ଶବକୁ ମିଳିଲାନି କାନ୍ଧ

ଗଞ୍ଜାମ: କରୋନାର କରୁଣ ଚିତ୍ର । ଶବକୁ ମିଳିଲାନି କାନ୍ଧ । ସଂକ୍ରମଣ ଭୟରେ କେହିବି ପାଖ ତଡ ମାଡିଲେନି । ଶେଷରେ ଟ୍ରଲିରେ ବୁହା ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ବୁଗୁଡା ଏନ୍‌ଏସି ଅଂଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୁଗୁଡ଼ା ଅଂଚଳର ଜଣେ ଯୁବ ବ୍ୟବସାୟୀଙ୍କ ୮ରୁ ୧୦ ଦିନ…

୪ ଜିଲ୍ଲାରେ ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: ବଦଳିଲା ବ୍ୟାଙ୍କ ଖୋଲିବା ସମୟ । କାଲିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଂଚଳରେ ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସହିତ ରାଉରକେଲା ସହରରେ…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

୭ ଦିନ ପାଇଁ ଛତ୍ରପୁର ଏନଏସି ସଟଡାଉନ୍

ଗଞ୍ଜାମ: ଆସନ୍ତାକାଲିଠାରୁ ୭ ଦିନ ପାଇଁ ଗଂଜାମ ଜିଲ୍ଲାର ଛତ୍ରପୁର ଏନ୍ଏସି ଅଂଚଳକୁ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି । ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର NAC, କୋଦଳା,…