Latest Odisha News

BREAKING NEWS

Browsing Tag

gst

ଦୁଇଟି କଣ୍ଟେନର ଗାଡ଼ିକୁ ଜିଏସଟି ଠକେଇ ସନ୍ଦେହରେ ଅଟକ, ତଦନ୍ତ ଜାରି

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ଦୁଇଟିି କଣ୍ଟେନର ଗାଡ଼ିକୁ ସିଟି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜିଏସଟି ଠକେଇ ସନ୍ଦେହରେ HR38X8663 ଓ HR38X6525 ନମ୍ବର ଥିବା ଦୁଇଟି ଗାଡ଼ିକୁ ଅଟକ ରଖାଯାଇଥିଲା । ଗାଡ଼ିରେ ଥିବା ସାମଗ୍ରୀ ଓ ସଠିକ୍ କାଗଜପତ୍ର ଯାଞ୍ଚ କରାଯାଉଛି । ଗାଡ଼ି…

ଜାନୁୟାରୀରୁ ମହଙ୍ଗା ହେବ ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ: ଜାନୁୟାରୀ ୨୦୨୨ ଠାରୁ ମହଙ୍ଗା ହେବ ପୋଷାକ, ଟେକ୍ସଟାଇଲ୍ସ, ଫୁଟ୍‌ୱେର୍‌। ସରକାର ଏହିସବୁ ସାମଗ୍ରୀ ଉପରେ ସେବା ଟିକସକୁ ୫% ରୁ ୧୨% କୁ ବୃଦ୍ଧି କରିଛନ୍ତି। (ସିବିଆଇସି) ନଭେମ୍ବର ୧୮ ରେ ଏହା ଘୋଷଣା କରିଛି। ଜାନୁୟାରୀ ୨୦୨୨ ଠାରୁ, କପଡା ଉପରେ ଜିଏସ୍ଟି ହାର ୫ ପ୍ରତିଶତରୁ…

ଜିଏସ୍‌ଟି ବୃଦ୍ଧି କରିପାରନ୍ତି ମୋଦୀ ସରକାର; ଚାଲିଛି ଯୋଜନା!

ନୂଆଦିଲ୍ଲୀ: ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ମୋଦୀ ସରକାର କିଛି ସାମଗ୍ରୀ ଏବଂ ସେବା ଉପରେ ଟିକସ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏକ ସରଳ ଟିକସ ହାର ଗଠନ ଲକ୍ଷ୍ୟ ନେଇ ଏହି ପଦକ୍ଷେପକୁ ବିଚାର କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। ତେବେ ରିପୋର୍ଟ ମୁତାବକ ଆସନ୍ତା ବର୍ଷ ଦେଶର ବଡ…

କୋଭିଡ୍‌ ପରିଚାଳନାରେ ବ୍ୟବହୃତ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୪ତମ ଜିଏସ୍‌ଟି ପରିଷଦ ବୈଠକ ହୋଇଥିଲା। ଭିଡିଓ କନ୍‌ଫରେନିସଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଏହି ବୈଠକରେ କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ବ୍ଲାକ ଫଙ୍ଗସର…

ସୁଧୁରୁଛି ଅର୍ଥନୀତି; ଅକ୍ଟୋବରରେ ୧ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ଦୀର୍ଘ ଆଠ ମାସ ଧରି ଚାଲିଥିବା କରୋନାର ପ୍ରକୋପ ଭାରତୀୟ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିଛି। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପରିସ୍ଥିତି ସୁଧୁରିବା ଆରମ୍ଭ କରିଛି ଏବଂ ଦେଶର ଅର୍ଥନୀତି ପୁଣିଥରେ ଫେରି ଆସୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ,…

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ଆଜି ବସିଥିବା କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଧେୟକକୁ ମଂଜୁରୀ ମିଳିଛି। ଏହା ନିୟମିତ କର ପୈଠ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା ପାଇଁ ଏଥିରେ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ…

୧୯ ସେପ୍ଟେମ୍ବର ରେ ହେବାକୁଥିବା ଜିଏସଟି ପରିଷଦର ବୈଠକ ସ୍ଥଗିତ !

ନୂଆଦିଲ୍ଲୀ: ଜିଏସଟି ପରିଷଦ ବୈଠକ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ବୈଠକ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାରଥିଲା | ଜାତୀୟଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ସଂସଦର ଅଧିବେଶନ ଚାଲିଥିବାରୁ ପରିଷଦର ୪୨ତମ ବୈଠକ ସ୍ଥଗିତ ରଖାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଗତ…

ଜୁଲାଇ ତୁଳନାରେ ଅଗଷ୍ଟରେ କମିଛି ଜିଏସଟି ସଂଗ୍ରହ, ଏକ ବର୍ଷ ଧରି ସଙ୍କଟ ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୪୨,୨୬୪ କୋଟି ଇଣ୍ଟିଗ୍ରେଟେଡ୍ ଦ୍ରବ୍ୟ ଏବଂ ସେବା କର ମାଧ୍ୟମରେ ସଂଗ୍ରହ କରାଯାଇଥିଲା, ସେଥିମଧ୍ୟରୁ ସାମଗ୍ରୀ ଆମଦାନୀ ଉପରେ ୧୯,୧୭୯ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। କରୋନା ଭାଇରସ୍ କାରଣରୁ ଅଟକି ରହିଥିବା ଅର୍ଥନୈତିକ କାର୍ଯ୍ୟକଳାପ ପୂର୍ବ ପରି ଆରମ୍ଭ…

କରୋନା ପାଇଁ ଏବର୍ଷ କମିଛି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ଜିଏସ୍‌ଟି ଆଦାୟ କମିଛି । ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ୨.୩୫ ଲକ୍ଷ କୋଟି ଟଙ୍କା କମ୍ ରହିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ୪୧ତମ ଜିଏସ୍‌ଟି ବୈଠକ ବସିଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

GST ପ୍ରଭାବ; ଭାରତ ବଜାରରେ ବଢିଲା ସ୍ମାର୍ଟଫୋନ୍ ଦର !

ନୂଆଦିଲ୍ଲୀ: ଆଜିଠୁ ଆପଲ୍‌, ସାମ୍‌ସଙ୍ଗ୍‌, ସାଓମି, ଓପୋ ଓ ପୋକୋ ଭଳି ଅନ୍ୟ ସ୍ମାର୍ଟଫୋନ୍ କମ୍ପାନୀ ନୂଆ ଲଂଚ ହୋଇଥିବା ଫୋନ୍ ସମେତ କିଛି ପୁରୁଣା ମଡେଲ୍‌ର ଦାମ ବଢାଇଛନ୍ତି । ମାର୍ଚ୍ଚ ୧୪ରେ GST କାଉନସିଲ୍‌ର ମିଟିଂ ପରେ ସ୍ମାର୍ଟଫୋନ୍‌ରେ ଜିଏସଟି ରେଟ୍ ବଢିବା ନେଇ ଘୋଷଣା ହୋଇଥିଲା ।…