ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି୨୦ ମୁକାବିଲା
ଆୟରଲାଣ୍ଡ ବିପକ୍ଷରେ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବ। ଆଇପିଏଲ୍ ତଥା ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନେତୃତ୍ବ ନେଉଛନ୍ତି ହାର୍ଦିକ ପାଣ୍ଡ୍ୟା। ଗତ ୮ ମାସରେ ହାର୍ଦିକ ଭାରତର ୬ଷ୍ଠ ଅଧିନାୟକ।
ଦଳରେ ପ୍ରାୟ ସମସ୍ତ…