Latest Odisha News

BREAKING NEWS

Browsing Tag

india

ଭାରତ ନେଇଛି ସଠିକ କୋଭିଡ ଟୀକା, ଏବେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଦର ପୁନାୱାଲା

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଉ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଢ଼େର କମ୍ । ଭଲ ଟୀକା ନେଇଛି ବୋଲି ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା କଥା କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା । ନିଜ ସଂସ୍ଥାର ବୁଷ୍ଟର ଡୋଜ…

ଆବଶ୍ୟକ ସ୍ଥଳେ ଶ୍ରୀଲଙ୍କାକୁ ଆକାଶପଥରେ ସାହାଯ୍ୟ ଯୋଗାଇବ ଭାରତ

କଲମ୍ବୋ: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି । ରନ୍ଧନ ଗ୍ୟାସ୍‌, ତୈଳ ଇନ୍ଧନ ଆଉ ଏବେ ଖାଦ୍ୟ ସଙ୍କଟ । ଉଦାର ପଡ଼ୋଶୀ ହିସାବରେ ଭାରତ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଚାଲିଛି । ଏଭଳି ଘଡ଼ିସନ୍ଧି ବେଳାରେ ଭାରତ ଆଶ୍ୱସ୍ତ କଲା ଭଳି ଖବର ଦେଇଛି । ପରିସ୍ଥିତି ଅଣାୟତ ହେବାରୁ ଭାରତ…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତରେ ଜମୁଛି ଅନ୍ତର୍ଜାତୀୟ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଆର୍ଥିକ ପ୍ରତିବନ୍ଧକ ଲଗାଇବା ପଛର ପ୍ରମୁଖ ନାୟକ ହେଉଛନ୍ତି ଆମେରିକାର ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦଲ୍ଲୀପ ସିଂ । ଏବେ ଦଲ୍ଲୀପ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି…

ଦେଶରେ ୧.୪୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୪୧,୯୮୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ଗତକାଲି ତୁଳନାରେ ୨୧.୩ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମାମଲା ୩,୫୩,୬୮,୩୭୨ରେ ପହଞ୍ଚିଛି। ସର୍ବାଧିକ ମାମଲା ରିପୋର୍ଟ ହୋଇଥିବା ପାଞ୍ଚଟି ରାଜ୍ୟ ହେଉଛି…

ରେକର୍ଡ ଭାଙ୍ଗିଲା କରୋନା ମାମଲା; ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୧,୧୭,୧୦୦ ନୂତନ ମାମଲା ରିପୋର୍ଟ ହୋଇଛି।ଯାହା ପୂର୍ବ ଦିନ ତୁଳନାରେ ୨୮.୮% ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରଦତ୍ତ ତଥ୍ୟରେ ଦର୍ଶାଯାଇଛି। ଶେଷ ଥର ପାଇଁ ଜୁନ୍‌ ୬ରେ ଭାରତର ଦୈନିକ ମାମଲା ୧ ଲକ୍ଷ…

ଦେଶରେ ୨୧୦୦ ଟପିଲା ଓମିକ୍ରନ୍‌ ମାମଲା; ମହାରାଷ୍ଟ୍ରରୁ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି ଓମିକ୍ରନ୍‌। ବୁଧବାର ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍‌ରୁ ୮୨୮ ରୋଗୀ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଓମିକ୍ରନ୍‌ ମାମଲା ସର୍ବାଧିକ ରହୁଥିବା ରିପୋର୍ଟ ହୋଇଛି।…

ଦେଶରେ ୧୦୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଆଣ୍ଟ୍‌ର ୧୨୭୦ଟି ନୂତନ ମାମଲା ରିପୋର୍ଟ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନ୍‌ ମାମଲା ସର୍ବାଧିକ ରହିଛି। ୧୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହା ପଛକୁ ରହିଛି ଦିଲ୍ଲୀ। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୫୦…

ପାକିସ୍ତାନର ସାକ୍ଷରତା ହାର ସବୁଠୁ କମ୍‌; ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ ୨୦୨୧ରେ ୧୩୨ ଅର୍ଥବ୍ୟବସ୍ଥା ମଧ୍ୟରୁ ପାକିସ୍ତାନକୁ ୯୯ ତମ ସ୍ଥାନରେ ରଖିାଯାଇଛି। ପାକିସ୍ତାନର ସାକ୍ଷରତା ହାର ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଏହାଦ୍ୱାରା ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ନବସୃଜନରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗର ଅଭାବ…

ଆଜି ଭାରତ ଓ ଚୀନ WMCC ବୈଠକ

ଦିଲ୍ଲୀ: ଆଜି ଭାରତ ଓ ଚୀନ ୱାର୍କିଂ ମେକାନିଜିନ୍ ଫର କନସଲଟେସନ୍ ଆଣ୍ଡ ମେକାନିଜିମ୍ର ବା ଡ଼ବ୍ଲୁଏମସିସି ବୈଠକ ହେବ । ଭର୍ଚୁଆଲରେ ଏହି ବୈଠକ ବସିବ । ବୈଠକରେ ପ୍ରତିନିଧିତ୍ୱ କରିବେ ବରିଷ୍ଠ କୁଟନୀତିଜ୍ଞ ନବୀନ ଶ୍ରୀବାସ୍ତବ । ଏଥିରେ ସେନା ଅଧିକାରୀ, ଭାରତ ତିବତ ସୀମା ପୋଲିସ, ପ୍ରତିରକ୍ଷା ଓ…

ଭାରତୀୟ ଅଞ୍ଚଳରେ କୌଣସି ଚାଇନିଜ୍ ଗାଁ ନାହିଁ

ନୂଆଦିଲ୍ଲୀ: ପ୍ରତିରକ୍ଷା କର୍ମଚାରୀ (ସିଡିଏସ୍) ବିପିନ ରାୱତ ଗୁରୁବାର ଦିନ ଚୀନ୍ ଭାରତୀୟ ଅଞ୍ଚଳରେ ନିଜ ଗ୍ରାମ ନିର୍ମାଣକୁ ନେଇ ସମସ୍ତ ଗୁଜବକୁ ଖଣ୍ଡନ କରିଛନ୍ତି। ବିବାଦୀୟ ଅଞ୍ଚଳରେ ଚୀନ୍‌ ଏକ ନୂତନ ଗ୍ରାମ ନିର୍ମାଣ ବିଷୟରେ ଉଲ୍ଲେଖ କରି ସିଡିଏସ୍ ରାୱତ କହିଛନ୍ତି ଯେ ଏହି ରିପୋର୍ଟଗୁଡିକ…