Latest Odisha News

BREAKING NEWS

Browsing Tag

Injured

ଜାମ୍ମୁ ଟ୍ୱିନ୍ ବିସ୍ଫୋରଣରେ ୬ ଜଣ ଆହତ

ଶ୍ରୀନଗର :  ଜମ୍ମୁର ନରଓ୍ବାଲ ଅଞ୍ଚଳରେ ଘଟିଥିବା ଦୁଇଟି ବିସ୍ପୋରଣରେ ୬ ଜଣ ଆହତ । ଏନେଇ ସୂଚନା ଦେଇଛନ୍ତି  ଜମ୍ମୁ ଜୋନ ଏଡିଜି ମୁକେଶ ସିଂ । ଗ୍ରେଟର କାଶ୍ମୀରରେ ହୋଇଛି ବିସ୍ଫୋରଣ । ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ବୋଲି ପୋଲିସ କହିଛି। ଏହାଛଡ଼ା  ଫୋରେନସିକ୍…

ଟ୍ରେନରୁ ଖସି ୨ଜଣ ଆହତ, ଘଟଣାସ୍ଥଳରେ ଉତ୍ତେଜନା

ଯାଜପୁର : ଟ୍ରେନ୍‌ ଚଢ଼ିବା ସମୟରେ ଅଘଟଣ  । ଦୁଲାଖାପାଟଣା ରେଳ ଷ୍ଟେସନରେ ଟ୍ରେନ ରେ ଚଢୁଥିବା ବେଳେ ତଳକୁ ଖସିପଡି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ବଟକୃଷ୍ଣ ସେଠୀ ଏବଂ ମାମୁନି ସାହୁ  । ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା…

ଭାଗ୍ୟ ହେଲା ବଇରୀ; ପଡ଼ୋଶୀ ଆକ୍ରମଣରେ ବାପପୁଅ ପଙ୍ଗୁ, ମାଗୁଛନ୍ତି ସାହାଯ୍ୟ

ପାରାଦୀପ: ଭାଗ୍ୟ ଯେବେ ବଇରୀ ହୁଏ ସବୁକିଛି ଓଲଟ ପାଲଟ ହୋଇଯାଏ । ଏମିତି ହିଁ ଏହି ବାପପୁଅଙ୍କ ପାଇଁ ନିୟତି ନିଷ୍ଠୁର ହୋଇ ପଡ଼ିଛି । ଅଭାବୀ ପରିବାରର ଦୁଇ ଦୁଇଜଣ ରୋଜଗାରିଆ ମଣିଷ ଆଜି ପଙ୍ଗୁ ପ୍ରାୟ । ଯେଉଁ ହାତ ଗୋଡ଼ ଦିନେ ଅହରହ ପରିଶ୍ରମ କରି ପରିବାର ପୋଷୁଥିଲା ଆଜି ଶଯ୍ୟାରେ ପଡ଼ି ଜୀବନ…

ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କାଚା ବାଦାମ୍ ଫେମ୍ ସିଙ୍ଗର୍ ଭୁବନ ବାଦ୍ୟକର

ଭୁବନେଶ୍ୱର: ଶଯ୍ୟାଶାୟୀ ସୋସିଆଲ୍ ମିଡିଆ ସେନ୍ସେସନ୍ ତଥା କାଚା ବାଦାମ୍ ଫେମ୍ ସିଙ୍ଗର୍ ଭୁବନ ବାଦ୍ୟକର୍ । ଗତ ସୋମବାର ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତାଜା ସୂଚନା ଅନୁଯାୟୀ ତାଙ୍କ ଛାତିରେ ଆଘାତ ଲାଗିଥିବା ଜଣାପଡିଛି । ଗତକାଲି ନୂଆ…

ଗାତରେ ଗୋଡ ପଡିଯିବାରୁ ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ଆହତ

ଭୁବନେଶ୍ବର: ଗାତରେ ଗୋଡ ପଡିଯିବାରୁ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆହତ ହୋଇଛନ୍ତି । ତାଙ୍କର ବାମ ଗୋଡରେ ଆଘାତ ଲାଗିଛି । ଆଜି ସକାଳେ ବିଧାୟକ ଭୁବନେଶ୍ୱର ସ୍ଥିତ ରିଜିଓନାଲ ପାର୍କରେ ମର୍ଣ୍ଣିଂ ୱାର୍କ କରିବାକୁ ଯାଇଥିଲେ । ସେଠାରେ ଅନ୍ୟମନସ୍କ ଭାବେ ତାଙ୍କ ଗୋଡ ଏକ ଗାତରେ…

ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ

ପାଟଣା: ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ । କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା-କରଞ୍ଜିଆ ରାସ୍ତାର ଖୁଞ୍ଚିବେଡା ନିକଟରେ ଘଟିଛି ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି ।…