Latest Odisha News

BREAKING NEWS

Browsing Tag

Investigation

ବର୍ଷିଲେ ବିଜୟ, କହିଲେ ନବ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିନି ବାସ୍ତବ ତଦନ୍ତ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିସହ ପ୍ରେସ୍ ଇସ୍ତାହାର ଜାରି କରି ଗୋପାଳ ବ୍ୟକ୍ତିଗତ ରାଗ ପାଇଁ ନବଙ୍କୁ ଗୁଳି କରିଥିବା ଓ ସେ ପାଗଳ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ…

ବଲାଙ୍ଗିର ଫେକ୍ ସାର୍ଟିଫିକେଟ ପଛରେ ବୋର୍ଡ କର୍ମଚାରୀ !

ବଲାଙ୍ଗିର: ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ସାଂଘାତିକ ତଥ୍ୟ ମିଳିଛି । ଫେକ୍ ସାର୍ଟିଫିକେଟ ରାକେଟରେ ବୋର୍ଡ କର୍ମଚାରୀଙ୍କ ହାତ ଥିଲା ବୋଲି ସୂଚନା ମିଳିଛି । ଫେକ୍ ସାର୍ଟିଫିକେଟର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସହ…

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ଅଫିସ୍‌ ଆଗରେ ଭଙ୍ଗାରୁଜା ଘଟଣା, ଯାଞ୍ଚ କରିବ ଏନଆଇଏ !

ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା ଘଟଣାର ଏନଆଇଏ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ପାକ-ଖଲିସ୍ତାନ ଷଡଯନ୍ତ୍ରର ଅନୁସନ୍ଧାନ କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା…

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍‌ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ବହୁ ଚର୍ଚ୍ଚିତ ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରିବ । ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଆଜି(ଶନିବାର) କ୍ରାଇମବ୍ରାଞ୍ଚର ଏକ ଟିମ୍ ବଲାଙ୍ଗିର ଗସ୍ତ କରିବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏହି ୫ ଜଣିଆ ଦଳର ନେତୃତ୍ବ ଡିଏସପି ଡି.ବି…

ଭରସା ହରାଉଛନ୍ତି କି କ୍ରାଇମବ୍ରାଞ୍ଚ ଓ CBI ?

ଭୁବନେଶ୍ୱର: କୌଣସି ଚର୍ଚ୍ଚିତ ଅପରାଧିକ ଘଟଣା ଘଟିଲେ ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ, ସିବିଆଇ କଥାକୁ ନେଇ ଲଢେଇ ହୁଏ। କିନ୍ତୁ ନବ ଦାସଙ୍କ ହତ୍ୟା ଘଟଣାରେ ଏଫବିଆଇକୁ ନେଇ ଏବେ ରାଜନୀତି ତୀବ୍ର। ରାଜ୍ୟର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲା, କେତେ ଆଗେଇଛି କ୍ରାଇମବ୍ରାଞ୍ଚ ତଦନ୍ତ ?

ଭୁବନେଶ୍ୱର: ଗୋପାଳ-ଗୁଳି-ଗୁମର । କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ଏଏସ୍ଆଇ ଗୋପାଳ ? ବ୍ୟକ୍ତିଗତ ଶତ୍ରୁତା ଥିଲା ନା କାହା ପରୋତ୍ସନାରେ ଗୋପାଳ ଏଭଳି କାଣ୍ଡ ଭିଆଇଲା ? ଗୋପାଳର ଗୁଳିମାଡ଼ ପଛରେ ଅଛି କି ଆଉ କିଛି ବଡ଼ ଷଡ଼ଯନ୍ତ୍ର ? ଏସବୁ ଦିଗରେ କ୍ରାଇମବ୍ରାଞ୍ଚର ୨ଟି…

[ଦେଖନ୍ତୁ ଭିଡିଓ] ପରିଚୟପତ୍ରକୁ ନେଇ ଅଡ଼ୁଆରେ ବର୍ଷା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ !

ଭୁବନେଶ୍ୱର: ପାରିବାରିକ ବିବାଦ ପରେ ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । କୋର୍ଟ, ଥାନା ପରେ ଇଡିରେ ଅନୁଭବ ଫେରାଦ ହେବା ପରେ ବର୍ଷାଙ୍କ ଲାଗି ବଢ଼ିବାରେ ଲାଗିଛି ଅଡ଼ୁଆ । ବର୍ଷା ନିଜର ଏକାଧିକ ପରିଚୟପତ୍ରରେ ନାଁର ସ୍ପେଲିଂକୁ ନେଇ ବିବାଦ ଘେରକୁ ଆସିଥିବା…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିବ ଋଷ

ଭୁବନେଶ୍ୱର: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ଋଷ । ଗତ ମଙ୍ଗଳବାର ୟୁକ୍ରେନର ଦ୍ୱିତୀୟ ସର୍ବବୃହତ ସହର ଖାରଖିଭ ଉପରେ ହୋଇଥିଲା ମିସାଇଲ୍ ମାଡ଼ । ସ୍ଥାନୀୟ ନାଗରିକଙ୍କ ସମେତ ଜଣେ ଭାରତୀୟ ଛାତ୍ର ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛି…