Latest Odisha News

BREAKING NEWS

Browsing Tag

Kalipuja

କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁର ସହର

ଯାଜପୁର : କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର ସହର । ସହରର ପ୍ରତିଟି ଛକ ଓ ବଜାରରେ ଚାଲିଛି ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ରାଜ୍ୟର ପ୍ରତିଷ୍ଠିତ କଳାକାରଙ୍କ ନୃତ୍ୟ ଓ ଗୀତରେ ଝୁମୁଛନ୍ତି ଦର୍ଶକ । ସୁନ୍ଦର ଆଲୋକମାଳା ଓ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ ।  …

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ବେଦମାତା ବେଶରେ ମାଁ ଭଦ୍ରକାଳୀ

ଭଦ୍ରକ : ଆଜି ହେଉଛି ପବିତ୍ର କାଳୀପୂଜା । ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ଆଜି ପ୍ରଥମ ଦିନରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତ ୨ ବର୍ଷ ପରେ ଚଳିତ…

କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର

ଯାଜପୁର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଆଉ ଦୀପାବଳି ଦିନ ଠାରୁ ଆରମ୍ଭ ହୁଏ କାଳୀପୂଜା । ପବିତ୍ର ଦୀପାବଳିକୁ ନେଇ ବେଶ୍‌ ଚଳଚଞ୍ଚଳ ଯାଜପୁର ସହର । ଗତ ୨ ବର୍ଷ ହେବ କଟକଣା ମଧ୍ୟରେ କାଳିପୂଜା ହୋଇନଥିବା ବେଳେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହେବ । ଏଥିପାଇଁ ସହରର ୪୫ ଟି…

କାଳୀପୂଜା ଭସାଣକୁ ନେଇ ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ

ଯାଜପୁର: ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣ ପୂଜା ଭସାଣକୁ ନେଇ ଯାଜପୁର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଗୋପିନାଥ କଅଁର ଯୋଗ ଦେଇଥିଲେ। ତହସିଲଦାର…

ଭଦ୍ରକରେ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,କଟକଣାରେ ହେବ ମା’ଙ୍କ ପୂଜାର୍ଚ୍ଚନା

ଭଦ୍ରକ : ଆସୁଛି କାଳୀପୂଜା। ଏନେଇ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । କୋଭିଡ କଟକଣାରେ ଏଥର ପୂଜା ମଣ୍ଡପରେ ପୂଜା ପାଇବେ ମା’ କାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ସପ୍ତମ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କ ପୂଜାର୍ଚ୍ଚନା କରାଯିବ ବୋଲି…

କରୋନା କଟକଣା ପାଇଁ ଫିକା ପଡିଛି ଯାଜପୁରର ଗଣପର୍ବ କାଳୀପୂଜା

ଯାଜପୁର: ଯାଜପୁରର ଗଣପର୍ବ ଭାବେ ଜଣା କାଳୀପୂଜା। ଦୀପାବଳୀର ମଧ୍ୟରାତ୍ରିରୁ ଜିଲ୍ଲାରେ ମୋଟ  ୬୭ଟି ମଣ୍ଡପରେ ଚାଲିଛି ମା ଶ୍ୟାମାକାଳୀ ଙ୍କ ପୂଜାର୍ଚ୍ଚନା।  ପ୍ରତିବର୍ଷ ବେଶ୍ ଧୁମଧାମରେ ମା ଙ୍କ ପୂଜା କରାଯାଏ । ମାତ୍ର ଚଳିତ ବର୍ଷ କୋରୋନା ସଂକ୍ରମଣ ବଢିବା ଭୟରେ ସରକାର ପୂଜା ଉପରେ କଟକଣା…