Latest Odisha News
Browsing Tag

Karan Johar

ସିନେମା ହଲ୍‌ ଖୋଲିବାକୁ ଦିଲ୍ଲୀ ସରକାରଙ୍କୁ କରଣଙ୍କ ନିବେଦନ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ରରୁ ସର୍ବାଧିକ ମାମଲା ରିପୋର୍ଟ ହୋଇଛି। ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡିସେମ୍ବର ୨୮ ରେ ସିନେମା ହଲ, ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ…

କରଣ ଜୋହରଙ୍କ ଘରେ ପାର୍ଟି ପରେ କରୋନା ପଜିଟିଭ୍ ହେଲେ ସୀମା, କରିନା, ଅମୃତା ଆରୋରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିନା କପୁର ଓ ଅମୃତା ଆରୋରା କରୋନା ପଜିଟିଭ୍ ପରେ ଆକ୍ସନ ମୁଡକୁ ଆସିଛି ବିଏମସି । କରିନା ଓ ଅମୃତାଙ୍କ ଘର ଆଗରେ ବିଏମସି ପକ୍ଷରୁ କୋଭିଡ୍ ଟେଷ୍ଟିଂ କ୍ୟାମ୍ପ କରାଯାଇଛି । ଏମାନଙ୍କର ବିଲଡିଂ ଓ ଆଖପାଖ ଅଞ୍ଚଳକୁ ସାନିଟାଇଜ୍ କରାଯିବ । ସେହିପରି ବଲିଉଡ୍…

କାହିଁକି ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବାକୁ ମନା କରିଥିଲେ କରନ୍ ଜୋହର ?

ମୁମ୍ବାଇ: ବଲିଉଡରେ ବାୟୋପିକ ଫିଲ୍ମର ଟିକେ ହଟ୍‌କେ ଟ୍ରେଣ୍ଡ ରହିଛି । ବୋଧ ହୁଏ ସେଥିପାଇଁ ଏମ୍‌.ଏସ୍ ଧୋନୀ ଓ ଦଙ୍ଗଲ୍ ଭଳି ଫିଲ୍ମ ସୁପରହିଟ୍ ହୋଇଥିଲା । ନିକଟରେ ଲଭ୍ ରଂଜନ ବି ସୌରଭ ଗାଙ୍ଗୁଲୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ହେଲେ ଅନେକ ହୁଏ ତ ଜାଣିନଥିବେ…

୭ ଫିଲ୍ମରେ ଅଟକିଛି ଧର୍ମା ପ୍ରଡକ୍ସନର ୧୧୦୦ କୋଟି !

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ କରୋନା ମହାମାରୀ ଯୋଗୁ ଅସୁବିଧାରେ ପଡିଯାଇଛି କହିଲେ ଭୁଲ ହେବନି । ରିପୋର୍ଟ ମୁତାବକ ଧର୍ମା ପ୍ରଡକ୍ସନର ୭ ଫିଲ୍ମରେ ୧୧୦୦ କୋଟି ଇନଭେଷ୍ଟ ହୋଇଛି । ଏହା ମଧ୍ୟରେ ବ୍ରହ୍ମାସ୍ତ୍ରରେ ୫୦୦ କୋଟି, ସୂର୍ଯ୍ୟବଂଶୀରେ ୧୬୫ କୋଟି, ଦୋସ୍ତାନା-୨ର ୫୦ କୋଟି,…

ଏନସିବି ନୋଟିସର ଉତ୍ତର ଦେଲେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଏନସିବି ନୋଟିସର ଜବାବ ଦେଇଛନ୍ତି । ପାର୍ଟିରେ କୌଣସି ଟ୍ରଗ୍ସ ବ୍ୟବହାର କରାଯାଇନଥିବା କହିଛନ୍ତି କରଣ ଜୋହର । ପାର୍ଟିରେ ଯେଉଁ ଭିଡିଓ କଥା କୁହାଯାଉଛି ସେଥିରେ ଡ୍ରଗ୍ସ ବ୍ୟବହାର ହୋଇନାହିଁ । ଏହା ସହ କରଣ ଜୋହର ପାର୍ଟି ସମ୍ବନ୍ଧୀୟ ଆଉ ଏକ ଭିଡିଓ…

ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଏନସିବିର ନୋଟିସ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ୍ କରିଛି ଏନସିବି । ପୂର୍ବରୁ ଆୟୋଜନ କରିଥିବା ପାର୍ଟିର ତଥ୍ୟ ଦେବାକୁ ନୋଟିସ୍ ହୋଇଛି । ଇଲେକ୍ଟ୍ରୋନିକ ଏଭିଡେନ୍ସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନସିବି କହିଛି, କରନ ଜୋହର କୌଣସି ମାମଲାରେ ସଂଦୀଗ୍ଧ ନୁହନ୍ତି । ଡ୍ରଗ୍ସ ସହ ସଂପୃକ୍ତ…

କାହିଁକି ମଧୁର ଭଣ୍ଡାରକରଙ୍କୁ କ୍ଷମା ମାଗିଲେ କରଣ?

ନୂଆଦିଲ୍ଲି: ଗତ କିଛି ଦିନ ହେଲା ଦୁଇ ବଡ ବଲିଉଡ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଟାଇଟଲ୍‌ ରଖିବା ଗଟଣାକୁ ନେଇ ବିବାଦ ହୋଇଥିଲା। ମଧୁର ଭଣ୍ଡାରକର କରଣ ଜୋହରଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ରର ଟାଇଟଲ୍ ଚୋରି କରିଥିବା ଅଭିଯୋଗ କରିଛନ୍ତି। କରଣ ଜୋହରଙ୍କ ନୂଆ ସୋ ' ଦ ଫାବୁଲସ୍‌ ଲାଇଫ୍‌…

ରିଲିଜ୍ ଅପେକ୍ଷାରେ କରନ୍ ଜୋହରଙ୍କ ମିନାକ୍ଷୀ ସୁନ୍ଦରେଶ୍ୱର !

ମୁମ୍ବାଇ: ଧୀରେଧୀରେ ସୋସିଆଲ୍ ମିଡିଆରେ ସକ୍ରିୟ ହେଉଛନ୍ତି ଫିଲ୍ମ ନିର୍ମାତା କରନ୍ ଜୋହର । ନିକଟରେ କରନ୍ ଏକ ସରପ୍ରାଇଜ ପୋଷ୍ଟ ଜରିଆରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏହି ପୋଷ୍ଟରେ ସେ ନିଜର ଅପକମିଂ ନେଟଫ୍ଲିକ୍ସ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି । ସାନ୍ୟା ମଲହୋତ୍ରା ଓ ଅଭିମନ୍ୟୁ…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…

ଧର୍ମା ପ୍ରଡକ୍ସନକୁ ମିଳିଲା ନୋଟିସ୍

ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ପୁଣି ବିବାଦରେ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏହି ପ୍ରଡକ୍ସନ ହାଉସକୁ ନୋଟିସ୍ ଜାରି କରିଛନ୍ତି।। ସୂଚନା ଅନୁଯାୟୀ ତାଙ୍କର ଏକ ସିରିଜର ନାମ ଓ କରନ ଜୋହରଙ୍କ ୱେବ୍ ସିରିଜର ନାମ ପାଖପାଖି ଏକସମାନ ରହିଛି। ଏମିତିକି…