Latest Odisha News

BREAKING NEWS

Browsing Tag

Literarture

ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର : କବୀ ମହାପାତ୍ର ସବିତା ହୋତାଙ୍କ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ । ଏହି ଅବସରରେ କବୀ ଶ୍ରୀମତୀ ହୋତାଙ୍କ ସହିତ, ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ସିଏସଆର ମୁଖ୍ୟ ପ୍ରଶାନ୍ତ କୁମାର…

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ବର :  ଏଥେନା ବୁକ୍ସ ଆନୁକୁଲ୍ୟରେ ବିଶିଷ୍ଟ ଗାଳ୍ପିକ ପ୍ରଭାତ ମହାପାତ୍ରଙ୍କ ଦ୍ଵାରା ରଚିତ ସମସ୍ତ ଗଳ୍ପକୁ ନେଇ ଗୋଟିଏ ଗଳ୍ପ ସଙ୍କଳନ 'ପ୍ରଭାତ ସମ୍ଭାର' ଏଥେନା ବୁକ୍ସର ସଭା ଗୃହରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ…

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ‘ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ

ବାଲେଶ୍ୱର : ସାହିତ୍ୟ ପତ୍ରିକା 'ଗଦ୍ୟାଂଶ' ପକ୍ଷରୁ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଅଟାସପୁର ବେଳାଭୂମିରେ ଗଦ୍ୟାଂଶ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ 'ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୨' ପ୍ରଦାନ କରାଯାଇଛି।…

ରାଜ୍ୟ ପୁସ୍ତକ ମହୋତ୍ସବରେ ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଚତୁର୍ଥ ଦିନରେ "ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର" ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନାରେ ପ୍ରସିଦ୍ଧ ଗୁଜୁରାଟୀ କବି ସୀତାଂଶୁ ୟାଶଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ତାଙ୍କ ସହ ଓଡ଼ିଆ…

ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ମୁଖ୍ୟମନ୍ତ୍ରୀ…

‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ କବି ହରିହର ମହାପାତ୍ରଙ୍କ ପ୍ରଥମ କବିତା ସଙ୍କଳନ 'ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ' ଉନ୍ମୋଚିତ ହୋଇଯାଇଛି । କବି ସୁରେଶ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ…

ଚିନ୍ମୟ ହୋତାଙ୍କ ନିବନ୍ଧ ସଙ୍କଳନ ‘କେବେ କେମିତି’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପ୍ରକାଶନୀ ସଂସ୍ଥା ପକ୍ଷରୁ ସ୍ତମ୍ଭକାର ଚିନ୍ମୟ ହୋତାଙ୍କର ନିବନ୍ଧ ସଙ୍କଳନ ' କେବେ କେମିତି ' ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ ପରିସରରେ ଉନ୍ମୋଚିତ ହୋଇ ଯାଇଛି । ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ…

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ପ୍ରଭାତ ମହାପାତ୍ରଙ୍କ ଆଠଟି କବିତା ସଙ୍କଳନର ସମାହାର 'ପ୍ରଭାତ ସମ୍ଭାର' ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଜୀବନୀକାର ସତ୍ୟନାରାୟଣ ମହାପାତ୍ର, ଭାଷାବିତ ଦେବାଶିଷ ମହାପାତ୍ର ଏବଂ ପ୍ରକାଶକ ତଥା ଲେଖକ…

ଜ୍ଞାନୀ ଦେବାଶିଷ ମିଶ୍ର ଏବଂ ସତ୍ୟଜିତ ଦାସ ପାଇବେ ‘ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ’

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଭିତରେ ସର୍ଜନାର ବିକାଶ ପାଇଁ କାର୍ଯ୍ୟ କରୁଥିବା ତାଳପଦେଶ୍ୱରୀ ସାହିତ୍ୟ ଆସରର ରଜତ ଜୟନ୍ତୀର ଉଦଯାପନ ଉତ୍ସବ ସେପ୍ଟେମ୍ବର ମାସ ୧୦ ଓ ୧୧ ରେ ଆୟୋଜିତ ହେବ ବୋଲି ଆସରର ସଦସ୍ୟ ଏବଂ ଅଭ୍ୟର୍ଥନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ରେଭେନ୍ସା…

କାଦମ୍ବିନୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ

ଭୁବନେଶ୍ୱର : ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ…