Latest Odisha News

BREAKING NEWS

Browsing Tag

Literarture

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳା ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହା ଉପରେ ଏକ ବକ୍ତୃତା ସଭା ଆୟୋଜିତ ହୋଇଯାଇଛି ।…

ସାହିତ୍ୟ ପତ୍ରିକା ‘ନିର୍ଭୟା’ ଉନ୍ମୋଚିତ

ପୁରୀ : ବିଶିଷ୍ଟ ସମାଜସେବୀ ତଥା କବୀ ଭବାନୀ ଭୂୟାଁଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା 'ନିର୍ଭୟା' ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଉନ୍ମୋଚିତ ହୋଇଯାଇଛି । ଏହା ସହ ପବିତ୍ର ମୋହନ ଦାଶଙ୍କ ନିବନ୍ଧ ସଙ୍କଳନ 'ଭାବରୂପ',ନନ୍ଦିତା ମହାନ୍ତିଙ୍କ ଅନୁଦିତ ଉପନ୍ୟାସ 'ଖେଳ' ଏବଂ ଶିବସୁନ୍ଦର…

ସର୍ବେଶ୍ଵର ଦାଶଙ୍କ ଆତ୍ମଜୀବନୀର ୨ୟ ଖଣ୍ଡ ଉନ୍ମୋଚିତ

ଭୁବନେଶ୍ୱର : ‘ଶିକ୍ଷାସନ୍ଧାନ’ ତଥା ରେଭେନ୍ସା ଇଂରାଜୀ ବିଭାଗର ପୁରାତନ ଛାତ୍ର ସଂସଦର ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଅଗ୍ରଣୀ ସରକାରୀ କଲେଜରେ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ତଥା ଅଧ୍ୟକ୍ଷ ଭାବରେ ସୁନାମ ଅର୍ଜନ କରିଥିବା ସର୍ବେଶ୍ଵର ଦାଶଙ୍କର ଅବର୍ତ୍ତମାନର ୧୪ ବର୍ଷ ପରେ ତାଙ୍କର…

ଜୀବନ ସଉଦା’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ତଥା ଜନନେତା ମୁରଲୀଧର ରଥଙ୍କ କର୍ମମୟ ଜୀବନ ଉପରେ ଲିଖିତ ପୁସ୍ତକ ‘ଜୀବନ ସଉଦା’ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜୀବନୀ ପୁସ୍ତକ ପରବର୍ତ୍ତୀ ପୀଢ଼ି ପାଇଁ ମାର୍ଗ ଦର୍ଶନ କରେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିବା ସହ…

ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାଭାଷୀଙ୍କ ନିକଟରେ ପରିଚିତ କରାଇବା ହିଁ ମୋର ଏକମାତ୍ର ଲକ୍ଷ୍ୟ : ପାରମିତା ଷଡ଼ଙ୍ଗୀ

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ପାରମିତା ଷଡ଼ଙ୍ଗୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଗଳ୍ପ, କବିତା, ଅନୁବାଦ ସାହିତ୍ୟ। କେବଳ ଏତିକି ନୁହେଁ ଜଣେ ସମୀକ୍ଷୀକା ଭାବରେ ମଧ୍ୟ ସେ ବେଶ ସୁପରିଚିତ । ସାହିତ୍ୟ ସର୍ଜନା…

ସାହିତ୍ୟ ଓ ସାହିତ୍ୟିକଙ୍କୁ ସମାଜରେ ଉଚିତ୍ ମର୍ଯ୍ୟାଦା ଓ ସମ୍ମାନ ମିଳୁ : ଈପ୍ସିତା ଷଡ଼ଙ୍ଗୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଈପ୍ସିତା ଷଡ଼ଙ୍ଗୀ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।…

ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ପିଏଚ୍‌ଡି ଉପାଧି

ଭୁବନେଶ୍ୱର : ଓଡ଼ିଆ ଭାଷା ତଥା ସାହିତ୍ୟରେ ଉଚ୍ଚତର ଗବେଷଣା କରି ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା ଉତ୍କଳ ସଂସ୍କୃତି, ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଉପାଧି ଲାଭ କରିଛନ୍ତି । ବିଗତ ପାଞ୍ଚ ବର୍ଷ ଧରି ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର : ଏକ ଗବେଷଣାତ୍ମକ ଅନୁଧ୍ୟାନ’ ବିଷୟ ଉପରେ…

ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ ‘ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ’ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ : ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ" ବିଶ୍ଵ ପୁସ୍ତକ ମେଳାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଉନ୍ମୋଚିତ  ହୋଇଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ଵାରା ପ୍ରାୟୋଜିତ ଏବଂ ଭାରତ ସରକାରଙ୍କ ରାଷ୍ଟ୍ରୀୟ…

ନୀହାରିକା ମଲ୍ଲିକଙ୍କ ଅନୂଦିତ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବ୍ଲାକ ଈଗଲ ପକ୍ଷରୁ ଅନୁବାଦିକା ନୀହାରିକା ମଲ୍ଲିକଙ୍କ ଅନୁବାଦ ଉପନ୍ୟାସ 'ଧୂସର ଶୈଶବ' ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲେଖିକା ଆଦ୍ୟାଶା ଦାସ, ବିଶିଷ୍ଟ ଗାଳ୍ପିକ ରବି ପଣ୍ଡା, ଅନୁବାଦକ ସୁଭାଷ ଶତପଥି ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ…

ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକୃତା

ଭୁବନେଶ୍ବର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ, ଦର୍ଶନ ସ୍ନାତକୋତ୍ତର ବିଭାଗ ତଥା ଉତ୍କଲ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବାଣୀବିହାର ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକୃତା  ଅନୁଷ୍ଠିତ ହୋଇଯାଇଛି। କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ…