Latest Odisha News

BREAKING NEWS

Browsing Tag

Maoist

ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୩ ଗାଡି

ରାୟଗଡା: ରାୟଗଡା ଜିଲ୍ଲାର ମୁନିଗୁଡାରେ ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଭିଆଇବା ସହ ପାଖାପାଖି ୩ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଶରଧାପୁର-ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତାକାମକୁ ବିରୋଧ…

ମୋବାଇଲ୍ ଧରିଲେ ମିଳିବ ଦଣ୍ଡ; ମାଲକାନଗିରିରେ ମାଓବାଦୀଙ୍କ ଚେତାବନୀ

ମାଲକାନଗିରି: ମାଲକାନଗିରିରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମାଓବାଦୀମାନେ । ଏପରିକି ଗ୍ରାମବାସୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦିଆଯାଇଛି । ଯାହାଫଳରେ ଅଣ୍ଡ୍ରାପଲ୍ଲୀ ପଞ୍ଚାୟତର କଟରା ଓ ଅରାପଦାର…

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

କନ୍ଧମାଳ: ମାଓ ଅଧ୍ୟୁଷିତ କନ୍ଧମାଳରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ମାଓବାଦୀଙ୍କ ପକ୍ଷରୁ । ମିଳିଥିବା ସୂଚନାନୁଯାୟୀ ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ…

ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ମାଲକାନଗିରିର ଗୋଟିଏ ପରିବାର

ମାଲକାନଗିରି: ମାଓବାଦୀ ଭୟରେ ନିଜର ପୈତୃକ ଗ୍ରାମ ଛାଡିଛନ୍ତି ମାଲକାନଗିରିର ଗୋଟିଏ ଆଦିବାସୀ ପରିବାର । ଡାବୁଗୁଡା ଗ୍ରାମରେ ବାସ କରୁଥିବା ଏହି ପରିବାରର ୧୩ ଜଣ ସଦସ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗାଁ ଛାଡିଛନ୍ତି । ଏନେଇ ମୁଦୁଲିପଡା ଥାନାରେ ଏତଲା ଦେବା ପରେ ସେମାନେ…

ଝାଡଖଣ୍ଡ: ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୨ ସୁରକ୍ଷାକର୍ମୀ ସହିଦ

ରାଞ୍ଚି: ଝାଡଖଣ୍ଡ ଜିଲ୍ଲାର ରାଞ୍ଚି ଅନ୍ତର୍ଗତ ଦଶମ ଫଲ୍ ନିକଟରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଶୁକ୍ରବାର ଦିନ ୨ ଜଣ ଯବାନ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟରେ ଥିବା ଦଶମ ଫଲ୍ ନିକଟସ୍ଥ ନିଷେଧ ମାଓ ସଙ୍ଗଠନ…