Latest Odisha News

BREAKING NEWS

Browsing Tag

mining

ବେଆଇନ୍ ମାଙ୍କଡ଼ା ପଥର ଖନନ, ନିଲମ୍ବିତ ହେଲେ ୬ ସରକାରୀ ଅଧିକାରୀ

ନୟାଗଡ଼: ବେଆଇନ୍ ମାଙ୍କଡ଼ା ଖଣି ପଥର ଖନନରେ ଭୂମିକା ଥିବା ୬ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ରଣପୁର ତହସିଲର ମୟୂରଝଲିଆ ଅଞ୍ଚଳରେ ଚାଲିଥିବା ମାଙ୍କଡ଼ା ପଥର ଖଣି ମାମଲାରେ ୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନୟାଗଡ଼ ଜିଲ୍ଲାପାଳ । ନିଲମ୍ବିତ ହୋଇଥିବା…

ସମସ୍ୟା ଓ ଆହ୍ୱାନ ଉପରେ ଆଲୋଚନା ପାଇଁ ଖଣି ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ

ଭୁବନେଶ୍ୱର: ଦିଲ୍ଲୀର ରିସର୍ଚ୍ଚ କନସଲଟାନ୍‌ସି ମେଟାଲଜିକ୍ ପିଏମ୍‌ଏସ୍ ପକ୍ଷରୁ ସହରର ଏକ ହୋଟେଲ୍‌ରେ ‘ଭାରତରେ ଖଣିରେ ସହଜ ବ୍ୟବସାୟ ବାତାବରଣ’ ଉପରେ ଏକ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଦେଶର ଅନ୍ତର୍ଭୁକ୍ତୀକରଣ ବିକାଶ ପାଇଁ ହାତ ମିଳାଇବା ଲାଗି ସମସ୍ତ ଅଂଶୀଦାରଙ୍କୁ…

ଖଣି କାରବାର ମାମଲା, ଇଡିରେ ହାଜର ହେଲେ ତାଳଚେର ବିଧାୟକ

ଭୁବନେଶ୍ୱର: ଖଣି କାରବାର ମାମଲାରେ ଇଡିରେ ହାଜର ହେଲେ ବିଜେଡି ବିଧାୟକ । ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଦିନ ପ୍ରାୟ ୧ଟା ୩୦ରେ ଇଡିରେ ହାଜର ହୋଇଛନ୍ତି ବ୍ରଜ କିଶୋର । ସୂଚନା ଅନୁସାରେ, ବେଆଇନ୍ ଖଣି କରାବାର…

କେମିତି କମୁଛି ଓଡ଼ିଶାରେ ଉତ୍ପାଦିତ ଲୁହା ପଥରର ମାନ ? ସଂସଦରେ ତଦନ୍ତ ଦାବି କଲେ ଅପରାଜିତା

ନୂଆଦିଲ୍ଲୀ: ସସଂଦରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଖଣି ଖନନରେ ଦୁର୍ନୀତି ହୋଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । କହିଛନ୍ତି ଓଡ଼ିଶା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏକାଧିକ ଲୁହା ପଥର ଖଣି ନିଲାମ କରିଥିଲେ ।…

ପାଣି ଭର୍ତ୍ତି ପଥର ଖାଦାନରେ ପଡି ନାବାଳକ ନିଖୋଜ

ବାଙ୍ଗିରିପୋଷି: ଠାକୁରାଣୀ ପାହାଡ ଇଲାକାରୁ ଆସିଲା ଦୁଃଖଦ ଖବର । ପାହାଡରେ ସୃଷ୍ଟି ହୋଇଥିବା କୃତ୍ରିମ ଗାତରେ ବୁଡି ନାବାଳକ ନିଖୋଜ । ପଥର ଖାଦାନର ଗଭୀର ଗାତରେ ପାଣି ଭର୍ତ୍ତି ଥିବାରୁ ପିଲାଟିର ସନ୍ଧାନ ମିଳିପାରିନାହିଁ । ନିଖୋଜ ନାବାଳକ କେଶରପୁର ଗାଁର ମଙ୍ଗଳ ସରେନ । ଗତକାଲି…

ବେଆଇନ ଖଣି ଖନନ ମାମଲା, ୬ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରି

କେନ୍ଦୁଝର: ପରିବେଶ ଆଇନ ଉଲଘଂନ ଓ ବେଆଇନ ଖଣି ଖନନ ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଛଅ ଖଣି ମାଲିକଙ୍କ ସ୍ତାବର ଆସ୍ତାବର ସମ୍ପତି ଜବତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୱାରେଣ୍ଟ ଜାରି କରାଯାଇଛି। ଏ…