Latest Odisha News

BREAKING NEWS

Browsing Tag

MP

ସାଂସଦ ଅପରାଜିତାଙ୍କ ସାଥୀରେ ଗୁଣ୍ଡା ବାହିନୀ ଅଛନ୍ତି : ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର :ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିବା ପରେ ରାଜନୀତି ଜୋର୍ ଧରିଛି ।ଏନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି କି ସାଂସଦଙ୍କୁ ଭୁବନେଶ୍ୱର…

ପୋଷ୍ଟର ମାରିଥିବା ବନ୍ଧୁଙ୍କୁ ଧନ୍ୟବାଦ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ନିଜ ନିଖୋଜ ପୋଷ୍ଟର ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହ ସେ କହିଥିଲେ ଯେ, 'ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ ପୁଣି…

ବଜେଟ୍ ଅଧିବେଶନ ପୂର୍ବରୁ ଆଜିଠୁ ସାଂସଦ ଓ ସଂସଦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ । ବଜେଟ ଅଧିବେଶନ ପୂର୍ବରୁ ଆଜିଠୁ ସମସ୍ତ ସାଂସଦ, ସଂସଦ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । କୋଭିଡ୍ ଟେଷ୍ଟ ଆଜି ଓ ଆସନ୍ତାକାଲି ୨ ଦିନ ଧରି କରାଯିବ । ସାଂସଦ ଚାହିଁଲେ ବାହାରେ ବି କରୋନା ପରୀକ୍ଷା କରାଇ ପାରିବେ ।…

ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ, ତାଙ୍କ ବାପା, ମାଙ୍କୁ ରାଜ୍ୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ଆସନ୍ତା ୨୯ ତାରିଖରେ କମିଶନରେ ହାଜର ହେବାରୁ ସମସ୍ତଙ୍କୁ ନୋଟିସ ହୋଇଛି । ଏହି ତିନି ଜଣ ମହିଳା କମିଶନଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ…

[ଭାଇରାଲ୍ ଭିଡିଓ] ହସ୍ପିଟାଲରେ କାହିଁକି ନାଚିଲେ ମଧ୍ୟପ୍ରଦେଶର ଏହି ପରିବାର ?

ମଧ୍ୟପ୍ରଦେଶ: ଗୋଟିଏ ପରିବାରର ୧୯ଜଣ ସଦସ୍ୟ ହୋଇଥିଲେ କରୋନାଭାଇରସରେ ସଂକ୍ରମିତ । ଅଗଷ୍ଟ ୮ରେ ଭର୍ତ୍ତି ହୋଇଥିଲେ ମଧ୍ୟପ୍ରଦେଶର କଟନି ଜିଲ୍ଲା ହସ୍ପିଟାଲରେ । ତେବେ ସ୍ୱାଧୀନତା ଦିବସରେ ସେମାନଙ୍କ ରିପୋର୍ଟ ନେଗେଟିଭ ବାହାରିଥିଲା । ଏହି ଖୁସୀରେ ପରିବାରର କିଛି ସଦସ୍ୟ ହସ୍ପିଟାଲରେ ହିଁ…

ହାଉସ ଚାମ୍ବରରେ ଶପଥ ନେଲେ ଓଡିଶାର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ଆଜି ଶପଥ ନେଇଛନ୍ତି ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି। ଓଡ଼ଶାର ୪ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାର ଶପଥ ହାଉସ ଚାମ୍ବରରେ ଶପଥ ପାଠ କରିଛନ୍ତି…

ଲୋକସଭା କମିଟିକୁ ନିର୍ବାଚିତ ହେଲେ ଓଡ଼ିଶାର ୨ ସାଂସଦ

ଭୁବନେଶ୍ୱର: ଲୋକସଭାର ଦୁଇଟି ଭିନ୍ନ ଭିନ୍ନ କମିଟିକୁ ବିଜୁ ଜନତା ଦଳ (ବିଜେଡ଼ି)ର ଦୁଇ ଜଣ ବରିଷ୍ଠ ସାଂସଦ ନିର୍ବାଚିତ ହୋଇଛନ୍ତି । କଟକ ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ଭର୍ତ୍ତୃହରି ମହତାବ ଲୋକସଭାର ପବ୍ଲିକ୍ ଆକାଉଣ୍ଟସ କମିଟିକୁ ନିର୍ବାଚିତ ହୋଇଛନ୍ତି । “ଲୋକସଭାର ପବ୍ଲିକ୍…