Latest Odisha News

BREAKING NEWS

Browsing Tag

Nepal

ମଝି ଆକାଶରେ ଧକ୍କା ହୋଇଥାନ୍ତେ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ !

ନୂଆଦିଲ୍ଲୀ: ନେପାଳରେ ଏୟାର ଟ୍ରାଫିକ କର୍ମଚାରୀଙ୍କ ଅବହେଳା ପାଇଁ ଏକ ବଡ଼ ବିମାନ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଅଘଟଣକୁ ଟାଳି ଦେଇଛି । ସୂଚନା ଅନୁସାରେ, ଏୟାର ଟ୍ରାଫିକ କର୍ମଚାରୀଙ୍କ ଯୋଗୁଁ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ ଉଭୟ ଉଭୟଙ୍କ…

ନେପାଳ ବିମାନ ଦୁର୍ଘଟଣା: ୪ ଭାରତୀୟଙ୍କ ମୃତ ଦେହକୁ ଅପେକ୍ଷା କରିଛନ୍ତି ପରିବାର

ନୂଆଦିଲ୍ଲୀ: ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଅପେକ୍ଷା କରି ରହିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ, ରବିବାର ନେପାଳର ପୋଖରାରେ ୟେତି…

ମଝି ଆକାଶରେ ଚାଲି ଯାଇଥିଲେ ପତି, ଏବେ ଚାଲିଗଲେ ପତ୍ନୀ

କାଠମାଣ୍ଡୁ: ଜୀବନଠୁ ମରଣ.. ମାତ୍ର ୧୦ ସେକେଣ୍ଡର ବ୍ୟବଧାନ ! ଭଗବାନ ଯଦି ଆଉ ମାତ୍ର ୧୦ ସେକେଣ୍ଡ ଦେଇଥାନ୍ତେ ତେବେ ଆଜି ୭୨ ପରିବାର ଖୁସିରେ ଉଛୁଳୁଥାନ୍ତା । କିନ୍ତୁ ଯାହା ସବୁ ଘଟିଗଲା ଭାବିଲେ ଦେହ ଥରି ଯାଉଛି । ଅବତରଣର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ATR-72 ବିମାନ ଜଳିଯାଇଛି ।…

ଅବତରଣର ୧୦ ସେକେଣ୍ଡ ପୂର୍ବରୁ ଜଳିଗଲା ବିମାନ, ୧୪ ଦିନ ତଳେ ଉଦଘାଟନ ହୋଇଥିଲା ବିମାନବନ୍ଦର

କାଠମାଣ୍ଡୁ: ବିମାନବନ୍ଦର ଉଦଘାଟନକୁ ମାତ୍ର ୧୪ ଦିନ । ଘଟିଗଲା ବଡ଼ ଅଘଟଣ । ରବିବାର ୟେଟି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ୭୨ ଜଣ ଥିଲେ । ଆଉ ବିମାନ ATR-72 ଅବତରଣର ଠିକ୍ ୧୦ ସେକେଣ୍ଡ ପୂର୍ବରୁ ଜଳି ଯାଇଛି ।…

ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ ହେଲେ ନେପାଳ ପ୍ରଧାନମନ୍ତ୍ରୀ, କାଲି ଶପଥ ଗ୍ରହଣ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ । ଅନ୍ୟ ଦଳଙ୍କ ସହ ସମର୍ଥନ ନେଇ ଆଲୋଚନା ପରେ ପ୍ରଚଣ୍ଡ ସରକାର ଗଠନ ନେଇ ଦାବି କରିଥିଲେ । ପ୍ରଚଣ୍ଡଙ୍କ ଦଳ ସିପିଏନ୍-ମାଓବାଦୀ ସେଣ୍ଟର ପ୍ରତିନିଧି ସଭା ନେପାଳ ସଂସଦର ତୃତୀୟ ବଡ଼ ଦଳ ଅଟେ ।…

୧୬ ଭାରତୀୟ ଔଷଧ କମ୍ପାନୀ ଉପରେ କାହିଁକି ପ୍ରତିବନ୍ଧକ ଲଗାଇଲା ନେପାଳ ?

ନୂଆଦିଲ୍ଲୀ: ଭାରତର ୧୬ଟି ଔଷଧ କମ୍ପାନୀ ଉପରେ ପଡ଼ୋଶୀ ନେପାଳ ପ୍ରତିବନ୍ଧକ ଲଗାଇଛି । କଟକଣା ଯୋଗୁ ୧୬ଟି କମ୍ପାନୀ ନେପାଳକୁ ଔଷଧ ରପ୍ତାନୀ କରି ପାରିବେ ନାହିଁ । ଭାରତୀୟ କଫ୍ ସିରପ ପାଇଁ ଆଫ୍ରିକାରେ ଶିଶୁ ମୃତ୍ୟୁ ପରେ ଡବ୍ଲୁଏଚଓ ଚେତାବନୀ ଜାରି କରିଥିଲା । ଡବ୍ଲୁଏଚଓର ଆଲର୍ଟ ପରେ ନେପାଳ…

ନେପାଳରେ ବଡ଼ଧରଣର ଭୂମିକମ୍ପ,୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ନେପାଳରେ ଭୂକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ନେପାଳର ବିଭିନ୍ନ ଅଞ୍ଚଳରେ ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଭୂକମ୍ପର ପ୍ରଭାବରେ ଦୋତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ଅନେକ ଘର ଭୁଶୁଡ଼ି ପଡ଼ିଛି। ସେହିପରି ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ଏହାର…

ନେପାଳକୁ ଉପହାର ଦେଲା ଭାରତ: ୭୫ ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍

ଭୁବନେଶ୍ୱର: ଭାରତ ହିମାଳୟ ପଡ଼ୋଶୀ ନେପାଳକୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉପହାର ଦେଇଛି । ନେପାଳରେ ଅବସ୍ଥାପିତ ଭାରତୀୟ ହାଇକମିଶନ ପଡ଼ୋଶୀ ଦେଶର ଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଦେବେନ୍ଦ୍ର ପୌଡେଲଙ୍କୁ ଉପହାର ସ୍ବରୂପ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି…

ମାଉଣ୍ଟ ଏଭରେଷ୍ଟ ଚଢୁଥିଲେ, ବସିଥିବା ଅବସ୍ଥାରେ ଉଡ଼ିଗଲା ପ୍ରାଣବାୟୁ

କାଠମାଣ୍ଡୁ: ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ବେଳେ ଚଳିତ ଋତୁରେ ପ୍ରଥମ ମୃତ୍ୟୁ ଘଟିଛି । ଆରୋହଣକାରୀ ଜଣକ ବସିଥିବା ଅବସ୍ଥାରେ ତାଙ୍କ ପ୍ରାଣ ଚାଲିଯାଇଛି । ମୂଳ କ୍ୟାମ୍ପରୁ କ୍ୟାମ୍ପ-୧ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ନେପାଲ ସୋଲୁଖୁମ୍ବୁର…

ନେପାଳର ପୋଖରାରେ ୫.୩ ତୀବ୍ରତାର ଭୂମିକମ୍ପ

କାଠମାଣ୍ଡୁ: ନେପାଳର ପୋଖରାରେ ବଡ଼ ଧରଣର ଭୂମିକମ୍ପା ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୩ ରହିଛି । ସ୍ଥାନୀୟ ସମୟ ପ୍ରାୟ ୫ଟା ୪୨ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲଭୁଲେ ବୋଲି ଜଣାପଡ଼ିଛି । ଏଯାବତ୍…