Latest Odisha News

BREAKING NEWS

Browsing Tag

Nepal

ନେପାଳରେ ବଡ଼ଧରଣର ଭୂମିକମ୍ପ,୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ନେପାଳରେ ଭୂକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ନେପାଳର ବିଭିନ୍ନ ଅଞ୍ଚଳରେ ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଭୂକମ୍ପର ପ୍ରଭାବରେ ଦୋତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ଅନେକ ଘର ଭୁଶୁଡ଼ି ପଡ଼ିଛି। ସେହିପରି ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ଏହାର…

ନେପାଳକୁ ଉପହାର ଦେଲା ଭାରତ: ୭୫ ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍

ଭୁବନେଶ୍ୱର: ଭାରତ ହିମାଳୟ ପଡ଼ୋଶୀ ନେପାଳକୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉପହାର ଦେଇଛି । ନେପାଳରେ ଅବସ୍ଥାପିତ ଭାରତୀୟ ହାଇକମିଶନ ପଡ଼ୋଶୀ ଦେଶର ଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଦେବେନ୍ଦ୍ର ପୌଡେଲଙ୍କୁ ଉପହାର ସ୍ବରୂପ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି…

ମାଉଣ୍ଟ ଏଭରେଷ୍ଟ ଚଢୁଥିଲେ, ବସିଥିବା ଅବସ୍ଥାରେ ଉଡ଼ିଗଲା ପ୍ରାଣବାୟୁ

କାଠମାଣ୍ଡୁ: ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ବେଳେ ଚଳିତ ଋତୁରେ ପ୍ରଥମ ମୃତ୍ୟୁ ଘଟିଛି । ଆରୋହଣକାରୀ ଜଣକ ବସିଥିବା ଅବସ୍ଥାରେ ତାଙ୍କ ପ୍ରାଣ ଚାଲିଯାଇଛି । ମୂଳ କ୍ୟାମ୍ପରୁ କ୍ୟାମ୍ପ-୧ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ନେପାଲ ସୋଲୁଖୁମ୍ବୁର…

ନେପାଳର ପୋଖରାରେ ୫.୩ ତୀବ୍ରତାର ଭୂମିକମ୍ପ

କାଠମାଣ୍ଡୁ: ନେପାଳର ପୋଖରାରେ ବଡ଼ ଧରଣର ଭୂମିକମ୍ପା ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୩ ରହିଛି । ସ୍ଥାନୀୟ ସମୟ ପ୍ରାୟ ୫ଟା ୪୨ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲଭୁଲେ ବୋଲି ଜଣାପଡ଼ିଛି । ଏଯାବତ୍…

ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ ନୋ ସିଗନାଲ୍

ନୂଆଦିଲ୍ଲୀ: ଭାରତ-ନେପାଳ ମଧ୍ୟରେ ବିବାଦ ଘନେଇଛି । ଏଭଳି ସ୍ଥିତିରେ ନେପାଳରେ ଭାରତୀୟ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ନେପାଳ କେବୁଲ ଟିଭ୍ ବିତରକ । କେବଳ ଦୂରଦର୍ଶନକୁ ବାଦ ଦେଇଛନ୍ତି । ନେପାଳରେ ବିଦେଶୀ ଚ୍ୟାନେଲର ବିତରକ ମଲଟି ସିଷ୍ଟମ ଅପରେଟର କହିଛି, ଭାରତୀୟ ନ୍ୟୁଜ…

ଏସିଆର ଉଇହୁଙ୍କାରେ ଓଁକାର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏସିଆ... ଇତିହାସର ଅନ୍ଧାର ରାତିରୁ ଆଧୁନିକ ସମୟର ସଫେଦ୍ ସକାଳ ପର୍ଯ୍ୟନ୍ତ ବହୁ ବୈଦେଶିକ ଆକ୍ରମଣକାରୀଙ୍କ ଲୁଣ୍ଠନର କରୁଣ ଶିକାର ହୋଇଆସିଛି । ଖ୍ରୀଷ୍ଟପୂର୍ବ ୩୦୦ଅଦ୍ଦର ଗ୍ରୀକ୍ ଆଲେକ୍‌ଜାଣ୍ଡାରଙ୍କ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାଦ୍ଦୀର…

ନେପାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର : ନେପାଳରେ ମଙ୍ଗଳବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ରହିଥିବା ୨ ଜଣ ଓଡ଼ିଆ ହେଲେ ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଏବଂ ଜଟଣୀ ଥାନା ଅନ୍ତର୍ଗତ ଯମୁନା…