Latest Odisha News

BREAKING NEWS

Browsing Tag

Odia Film

ମହିଳା ଦିବସରେ ଓଡିଆ ଫିଲ୍ମ ‘ବିସର୍ଜନ’ର ପ୍ରିମିଅର

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଆ ଫିଲ୍ମ 'ବିସର୍ଜନ'ର ପ୍ରିମିଅର ମଂଜରୀ ଚ୍ୟାନେଲରେ କରାଯିବ । ଶ୍ରଦ୍ଧାଂଜଳି ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଦର୍ଶକ ସୋମବାର ସନ୍ଧ୍ୟା ୬ଟାରେ ମଂଜରୀ ଚ୍ୟାନେଲରେ ଦର୍ଶକ ଦେଖିପାରିବେ । ଫିଲ୍ମ ବିସର୍ଜନ ଘରୋଇ…

ରିଲିଜ୍ ଅପେକ୍ଷାରେ “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ ଭଳି ଶବ୍ଦରେ ଅତିଷ୍ଠ ହୋଇପଡିଥିଲେ ସାରା ବିଶ୍ୱ ସମେତ ଓଡିଶାବାସୀ । ଖାସ ସେମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ଚଳଚଂଚଳ ହୋଇଉଠିଛି ଓଲିଉଡ ଇଣ୍ଡଷ୍ଟ୍ରୀ । ଏହି ଧାରାରେ ସାମିଲ ହୋଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ “ଶହୀଦ ରଘୁ…

‘ମନ ମୋର କାଗଜଗୁଡି’ର ମହୁରତ୍‌

ସୁମିତ୍ରା ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ହୋଇଯାଇଛି । ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହିତ…

ସିନେମା ପାଇଁ ସିନେମା ନୁହେଁ..

ଭୁବନେଶ୍ୱର : ସିନେମା ପାଇଁ କେବଳ ସିନେମା ତିଆରି ହୁଏନି । ସିନେମା ତିଆରି ହୁଏ ସମାଜର କଲ୍ୟାଣ ପାଇଁ । ଏକଥାକୁ ପ୍ରମାଣ କରିବାକୁ ଯାଉଛି ସୁମିତ୍ରା ଏଣ୍ଟରଟେନମେଣ୍ଟ । କରୋନା ଯୋଗୁଁ ଠପ୍ ହେଇଯାଇଛି ଚଳଚ୍ଚିତ୍ର ଶିଳ୍ପ । କଳାକାର ହୁଅନ୍ତୁ କି ଟେକ୍ନିସିଆନ ସମସ୍ତଙ୍କ ପାଖରେ କାମର ଅଭାବ ।…

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଆ ଫିଲ୍ମ ‘କିଏ ହେବ ମୋ ହିରୋଇନ୍’

ଭୁବନେଶ୍ୱର: ଏକ୍ସସେଲ୍ ମିଡିଆ ଦ୍ୱାରା ନିର୍ମିତ ‘କିଏ ହେବ ମୋ ହିରୋଇନ୍’ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ‘ଦେବଦାସ’ ଫିଲ୍ମର ଲିଡ୍ ହିରୋ ଅସିତ୍ ପାତ୍ରଙ୍କୁ । ଏକ୍ସସେଲ୍ ବ୍ୟାନରର ଏହା ୮ମ ଫିଲ୍ମ ହୋଇଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ଭାବେ ରହିଛନ୍ତି ରବିନ୍ଦ୍ର ପଣ୍ଡା । ମୁମ୍ବାଇରେ…

ପରଦାକୁ ଆସିଲା ସବ୍ୟ ଓ ଏଲିନାଙ୍କ ଅଭିନୀତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଅଭିନେତା ସବ୍ୟସାଚୀ ଓ ଚୁଲବୁଲି ଏଲିନାଙ୍କ ଅଭିନିତ ଓଡିଆ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ସିନେମା ହଲରେ ଆଜି ମୁକ୍ତିଲାଭ କରିଛି । ଅମର ମ୍ୟୁଜିକ୍ ଓ ଲେଡିକାର୍ଟ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ରେ ବଲିଉଡ…

ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’କୁ ମିଳିବ ‘ଏସିଆନ୍ ଏକ୍ସଲେନ୍ସି ପୁରସ୍କାର’

ଭୁବନେଶ୍ୱର: ସମ୍ମାନପ୍ରଦ ‘ଏସିଆନ୍ ଏକ୍ସଲେନ୍ସି ଆୱାର୍ଡ’ ଲାଗି ମନୋନୀତ ହୋଇଛି ଓଡିଆ ଫିଚର୍ ଧର୍ମୀ ଫିଲ୍ମ ‘କ୍ରାନ୍ତିଧାରା’ । ସିଓଲ୍ ଇଣ୍ଟରନେସନାଲ୍ ୟୁଥ୍ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି…