Latest Odisha News
Browsing Tag

Odia Film

ଦୁଇ ସ୍କୁଲ ବନ୍ଧୁଙ୍କ ପ୍ରେମ କାହାଣୀ କହିବ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର:ଦୁଇ ସ୍କୁଲ ବନ୍ଧୁଙ୍କ ପ୍ରେମ କାହାଣୀ କହିବ ମନ ମ୍ୟୁଜିୟମ । ପ୍ରେମ ଏକ ଶୁଦ୍ଧ ବନ୍ଧନ । ସମୟ ମଧ୍ୟରେ ସେହି ବନ୍ଧନ କିପରି ବିକଶିତ ହୁଏ ତାହା ଦେଖାଇବ ମନ ମ୍ୟୁଜିୟମ । ମନ ମୃୁଜିୟମରେ ଅଛି ନିଆରା ବାର୍ତ୍ତା ।  ଜଣେ ସିନେମାଟୋଗ୍ରାଫରଙ୍କ କାହାଣୀକୁ ନେଇ ସଙ୍ଗୀତା ମହାନ୍ତିଙ୍କ…

ରିଲିଜ ହେଲା ’ବାପା..ସୁପରମ୍ୟାନ’ର ଟ୍ରେଲର

ଭୁବନେଶ୍ୱର: ଏ ଦୁନିଆ ସବୁବେଳେ ମା’ର ତ୍ୟାଗକୁ ଦେଖି ଆସିଛି । କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ତ୍ୟାଗ, ସେବା କିଛି କମ ନୁହେଁ । ହେଲେ ସବୁବେଳେ ବାପାଙ୍କ  ତ୍ୟାଗ, କଷ୍ଟ ସବୁବେଳେ ଲୁଚି ଯାଏ ।  ଏମିତି ଜଣେ  ବାପାଙ୍କ ତ୍ୟାଗର କଥା କହିବ ‘ବାପା, ସୁପରମ୍ୟାନ’ । ସମସ୍ତଙ୍କର ଅପେକ୍ଷାକୁ…

‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର, ବାପା ଭୂମିକାରେ ଅଭିନୟ ବି କରିବେ

ସାରା ଦେଶରେ ‘ପ୍ରତୀକ୍ଷା’ର ଚର୍ଚ୍ଚା । ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ସ୍ଥାନ ପାଇ ପ୍ରଶଂସା ସାଉଁଟିଛି । ଏବେ ପ୍ରତୀକ୍ଷା ପାଇଁ ଆଉ ଏକ ଖୁସି ଖବର । ହିନ୍ଦୀରେ ରିମେକ ହେବ ପ୍ରତୀକ୍ଷା । ବଲିଉଡର ପ୍ରଖ୍ୟାତ…

ବାବୁସାନଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ପତ୍ନୀ ତୃପ୍ତି

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଆଜି ଡିସଚାର୍ଜ ହୋଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ଆସିଥିଲେ…

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସିନେମା; ୮ଟି ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି' ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଆଠଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ ପଟ୍ଟନାୟକ ଏନେଇ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି । Now that’s a surprise! 8 Nominations for our film Raati…

ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ୱର ୨ ତାରିଖରେ ଭୁବନେଶ୍ବର ଓ କଟକ ସହରର ବିଭିନ୍ନ ମଲ୍ଟିପ୍ଲେକ୍ସ ଏବଂ ପ୍ରକ୍ଷ୍ୟାଳୟରେ ମୁକ୍ତିଲାଭ କରିବାକୁ ଯାଉଛି  ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର । ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦିଆଯାଇଛି  ।…

ଫିଲ୍ମ “ବିଶ୍ୱନାଥ“ରେ ନଜର ଆସିବେ ମିହିର ଦାସ ଓ ସଲିଳ ମିତ୍ର, ଟ୍ରେଲର୍ ଲୋକାର୍ପିତ

ଭୁବନେଶ୍ୱର: ଓଲିଉଡର ତାଜା ଖବର । ବହୁଦିନ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେଲା ଫିଲ୍ମ ବିଶ୍ୱନାଥର ଟ୍ରେଲର୍ । ଭୁବନେଶ୍ୱରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲାବେଳେ ଅତିଥୀ ଭାବେ ଷ୍ଟାରକାଷ୍ଟ ଓ ଅନ୍ୟ ଜଣାଶୁଣା ବ୍ୟକ୍ତିତ୍ୱ ନଜର ଆସିଥିଲେ । ଉପସ୍ଥିତ…

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା…

ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହେବାକୁ ଯାଉଛି “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀର ତାଣ୍ଡବ ପରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ “ସହିଦ ରଘୁ ସର୍ଦ୍ଦାର” । ଏହି ଫିଲ୍ମର ରିଲିଜକୁ ନେଇ ଓଡିଶା ଫିଲ୍ମ ଜଗତ ତଥା ଦର୍ଶକଙ୍କ ମନରେ ବେଶ କିଛି ମାସ ହେଲା କଳ୍ପନାଜଳ୍ପନା ଜାରି ରହିଥିଲା । ହେଲେ ଶେଷରେ…

ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ”ର ଶୁଭ ମହୁରତ

ଭୁବନେଶ୍ୱର: ଦର୍ଶକଙ୍କ ସାମ୍ନାକୁ ଖୁବଶୀଘ୍ର ଆସିବ ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ” । ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଫିଲ୍ମର ଶୁଭ ମହୁରତ ହୋଇଯାଇଛି । ଆସନ୍ତା ଦିନରେ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ମହୁରତ ଅବସରରେ ଉପସ୍ଥିତ ଥିଲେ ସମସ୍ତ…