Latest Odisha News

BREAKING NEWS

Browsing Tag

Odia Grammar

ଧ୍ୱନ୍ୟାତ୍ୱକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କଇଁକଇଁ ଧଡ଼ଧଡ଼ ଖଡ଼ଖାଡ଼ ସାଇଁସାଇଁ ଖସ୍‌ଖାସ୍ ସିରିସିରି ମଡ଼୍‌ମଡ଼୍ ଢାଉଁଢାଁଉଁ ଫଟ୍‌ଫଟ୍ ଡିବିଡିବି ଠକ୍‌ଠକ୍ ଛୁକ୍‌ଛୁକ୍‌ ଠନ୍‌ଠନ୍ ଝାଇଁଝାଇଁ ଗଁ ଗଁ ଠୁକୁଠୁକୁ ସୁସୁ ଧୂମ୍‌ଧାମ୍‌ ସମୋଚ୍ଚାରିତ ଶବ୍ଦ ଅଂସ - କାନ୍ଧ ଚୁଡ଼ା -…

ବିପରୀତାର୍ଥବୋଧକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅସଲ ନକଲ ଖାଲ ଢିପ ଭଲ ଭେଲ ଅରୁଆ ଉଷୁନା ଗୁରୁ ଚେଲା ଭିତର ବାହାର ଅଗ ମୂଳ ଜାତି ଅଜାତି ଖଟା ମିଠା ଆକାଶ ପାତାଳ ଥଣ୍ଡା ଗରମ ସତ ମିଛ ଆଦି ଅନ୍ତ ସୁଖ ଦୁଃଖ ନ୍ୟାୟ ଅନ୍ୟାୟ ଆଗ ପଛ ଦିଆ ନିଆ କଞ୍ଚା ପାଚିଲା ଉପର ତଳ ପାପ ପୁଣ୍ୟ…

ବିପରୀତାର୍ଥବୋଧକ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅଗ - ମୂଳ ଅନ୍ଧାର - ଆଲୁଅ ଅସୀମ - ସମୀମ ଅପଚୟ - ଉପଚୟ ଅନୁକୂଳ - ପ୍ରତିକୂଳ ଅମୃତ - ବିଷ ଅଳ୍ପ - ଅଧିକ ଅର୍ଥ - ଅନର୍ଥ ଅସଲ - ନକଲ ଆକାଶ - ପାତାଳ ଆଗମନ - ପ୍ରତ୍ୟାଗମନ ଆରମ୍ଭ - ଶେଷ ଆସ୍ଥା - ଅନାସ୍ଥା ଆବାହନ - ବିସର୍ଜନ ଆବିଳ…

ସମାର୍ଥବୋଧକ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅଗ୍ନି- ଅନଳ, ନିଆଁ, ଦହନ, ବହ୍ନି, ହୁତାଶନ । ଅମୃତ- ସୁଧା, ପୀୟୁଷ, ଅମିୟ । ଅସୁର- ଦୈତ୍ୟ, ଦାନବ, ରାକ୍ଷସ । ଆକାଶ- ଅମ୍ବର, ଗଗନ, ନଭ, ବ୍ୟୋମ, ଅନ୍ତରୀକ୍ଷ । ଆଖି- ନୟନ, ଲୋଚନ, ନେତ୍ର, ଚକ୍ଷୁ, ଦୃଷ୍ଟି । ଆନନ୍ଦ- ଆମୋଦ, ଆହ୍ଲାଦ,…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆରବୀ ଶବ୍ଦ ଅମଳ  ଓଜନ  ଗାଏବ  ଫସଲ ଅମିନ  କଏଦୀ  ଜାମିନ  ଫାଇଦା ଅଦାଲତ  କଲିଜା  ଜମି  ଫିକର ଅଚାନକ  କାଇଦା  ଜମିଦାର  ବରାବର ଅସଲ  କାଏମ   ଜାରି  ମାମୁଲି ଅସୁଲ  କାନୁନ  ଜୁଲମ  ମୁଲକ ଅର୍ଜି  କିସମ  ଜହର  ହଇରାଣ ଆଇନା  କବର …

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବୈଦେଶିକ ଶବ୍ଦ / ଆଗନ୍ତୁକ ଶବ୍ଦ ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ ସର୍ବଦା ପଡ଼ିଥାଏ । ଭାଷା ପରିବର୍ତ୍ତନଶୀଳ । ଚିରସ୍ରୋତା ନଦୀ ଭଳି ଏହା ଗତିଶୀଳ । ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ ବା ପ୍ରବେଶ ମୁଖ୍ୟତଃ ଶାସନଗତ, ବାଣିଜ୍ୟ ବ୍ୟବସାୟଗତ ଓ…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ତଦ୍‌ଭବ ଶବ୍ଦ - ସଂସ୍କୃତ ଶବ୍ଦରୁ ସୃଷ୍ଟ ଶବ୍ଦ, ଯାହା ଆମ ଓଡ଼ିଆ ଭାଷାରେ ବ୍ୟବହାର ହୁଏ, ସେସବୁ ଶବ୍ଦକୁ ତଦ୍‌ଭବ ଶବ୍ଦ କୁହାଯାଏ । ସମୟର ତାଳେତାଳେ ଅନେକ ସଂସ୍କୃତ ଶବ୍ଦ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହାର ହୋଇଆସୁଛି । ଏହିସବୁ ଶବ୍ଦ କେତେକ…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଭାଷାର ମୌଳିକ ଉପାଦାନ ଧ୍ୱନି । ଧ୍ୱନିର ମିଶ୍ରଣରୁ ଅର୍ଥପୂର୍ଣ୍ଣ ଶବ୍ଦର ସୃଷ୍ଟି । ବର୍ଣ୍ଣ ସମଷ୍ଟି ଯାହା ଅର୍ଥବୋଧକ, ତାହା ଶବ୍ଦ । ଶବ୍ଦ ମୂଳତଃ ଏକ ବ୍ୟାକରଣିକ ଉପାଦାନ । ପାଣିନୀଙ୍କ ବ୍ୟାକରଣ ‘ଅଷ୍ଟାଧ୍ୟାୟୀ’ କୁ ଶବ୍ଦାନୁଶାସନ କୁହାଯାଏ ।…

ଓଡ଼ିଆ ବର୍ଣ୍ଣମାଳା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କ- କଣ୍ଠ୍ୟ ସ୍ପର୍ଶ ଅଘୋଷ ଅଳ୍ପପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ । ଖ- କଣ୍ଠ୍ୟ ସ୍ପର୍ଶ ଅଘୋଷ ମହାପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ । ଗ- କଣ୍ଠ୍ୟ ସ୍ପର୍ଶ ସଘୋଷ ଅଳ୍ପପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ । ଘ- କଣ୍ଠ୍ୟ ସ୍ପର୍ଶ ସଘୋଷ…