Latest Odisha News

BREAKING NEWS

Browsing Tag

Panchayat Election

ନିଆରା ନେତା: ଚାଷୀ ପରିବାରରୁ ରାଜନୀତିରେ ପିଏଚଡି ପ୍ରାର୍ଥୀ

ଭଦ୍ରକ :ସବୁଠି ଏବେ ନିର୍ବାଚନୀ ଉଷ୍ମତା । ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାୟ ଶିକ୍ଷିତ ପ୍ରାର୍ଥୀ ମାନଙ୍କୁ ଦେଖିବାକୁ ମିଳିଛି। ଯାହାକି ଏବେ ରାଜନୀତି ମାହୋଲକୁ ଆହୁରି ସରଗରମ କରୁଛି। ଗାଁ ରାଜନୀତିରେ ପାଠୁଆଙ୍କ ଲାଗିଛି ଭିଡ , ସେମତି ଭଦ୍ରକରେ ଜଣେ ପିଏଚଡି ପ୍ରାର୍ଥୀ ଲଢୁଛନ୍ତି…

ଯାଞ୍ଚ ବେଳେ କଟିଲା ୮ ହଜାର ୬୪୮ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଯାଞ୍ଚ । ଯାଞ୍ଚ ବେଳେ କଟିଛି ୮ ହଜାର ୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର । ଯାଞ୍ଚ ପରେ ଏବେ ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି । ସରପଞ୍ଚ ପଦ ପାଇଁ ୩୨ ହଜାର ୮୬୦ ପ୍ରାର୍ଥିପତ୍ର କାଏମ…

ପଞ୍ଚାୟତ ନିର୍ବାଚନ ପାଇଁ କଟକରେ ସରିଲା ନାମାଙ୍କନ

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ । ଆଜି ଶେଷ ଦିନ ଥିବାରୁ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହି କ୍ରମରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର…

ଚତୁର୍ଥ ଦିନରେ ୫୮ ହଜାର ୫୮୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ, କାଲି ସରୁଛି ତାରିଖ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଚତୁର୍ଥ ଦିନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବର ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ, ଆଜି…

ପଞ୍ଚାୟତ ନିର୍ବାଚନ କସରତ, ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ନୋଡାଲ ଅଫିସର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପାଇଁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପଞ୍ଚାୟତ ନିର୍ବାଚନର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର:  ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫେବୃଆରୀ ୧୬ରୁ ନିର୍ବାଚନ ତାରିଖ ଘୋଷଣା । ଫେବ୍ରୁଆରି ୧୬, ୧୮ ଫେବ୍ରୁଆରି ୨୦, ୨୨ ଓ  ୨୪ ତାରିଖରେ ନିର୍ବାଚନ ହେବ ।…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ରାଜ୍ୟ ନିର୍ବାଚନ ଆୟୋଗ ଡାକିଲେ ବୈଠକ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଡାକିଲେ ବୈଠକ । ଆଜି ଦିନ ୧୧ଟାରେ ଉଚ୍ଚସ୍ତରୀୟ ବୈଠକ ବସୁଛି । ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯୋଗଦେବେ । ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ କିଭଳି…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି । ଖୁବଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ । କିନ୍ତୁ ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ୧୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ…

ପଞ୍ଚାୟତ ନିର୍ବାଚନ: ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ। ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କଲା ଆଇନ୍ ବିଭାଗ। ଏହାଦ୍ୱାରା ଓଡ଼ିଶ।। ପଞ୍ଚାୟତ ଆଇନର ସଂଶୋଧନ କରାଯିବ। ଏଣିକ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ। ଅପରାଧିକ ମାମଲା , ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ…

ପଞ୍ଚାୟତ ନିର୍ବାଚନ ଲାଗି ଆଚରଣ ବିଧି ପ୍ରସ୍ତୁତ

ଭୁବନେଶ୍ବର : ପଞ୍ଚାୟତ ନିର୍ବଚନ ଲାଗି ଅଣ୍ଟା ଭିଡିଲେଣି ରାଜ୍ୟ ସରକାର । ଏଥିପାଇଁ ଆଉ ପାଦେ ଆଗେଇଛନ୍ତି ନିର୍ବାଚନ କମିଶନ । ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଥିବା ବେଳେ, ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ ସରିଲାଣି । ଏସବୁ ଭିତରେ ପଞ୍ଚାୟତ ନିର୍ବଚନ ଲାଗି ନିର୍ଦ୍ଦେଶନାମା ଜାରି…