Latest Odisha News
Browsing Tag

Politics

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ସତ ପଦାକୁ ଆସୁଥିବା ବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।…

ଉପନିର୍ବାଚନ ସଙ୍କେତ, ଫମ୍ପା ହେବ କି ଶରତଙ୍କ ୯ରୁ ୯୦ ବାଣ ?

ଭୁବନେଶ୍ୱର:  ୨୦୨୪ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଅଛି । ତା’ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଗତିବିଧି ଜୋର୍ ଧରିଛି । ବିଜେପି, ବିଜେଡି ଓ କଂଗ୍ରେସ ତିନିଦଳର ନେତା କହୁଛନ୍ତି ୨୦୨୪ରେ ସେମାନେ ସରକାର ଗଢ଼ିବେ ? ତେବେ ୨୦୨୪ରେ ଓଡ଼ିଶାରେ କିଏ ଦଖଲ କରିବ…

ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ବିଜେପି

ଭୁବନେଶ୍ୱର: ଭାରତର ଆତ୍ମା ଦିଲ୍ଲୀରେ ନୁହେଁ ପଲ୍ଲୀରେ ଅଛି । ଗ୍ରାମାଂଚଳର ବିକାଶ ଏବଂ ଗରୀବଲାକଙ୍କ ଉତ୍‌ଥାନରେ ସମୃଦ୍ଧ ହେବ ଭାରତବର୍ଷ ।” ଦେଶ ସ୍ୱାଧୀନତା ପ୍ରାପ୍ତି ସମୟରେ ମହାତ୍ମା ଗାନ୍ଧୀ ଏହି କଥାକୁ ଗୁରୁତ୍ୱ ଦେଇ କହିଥିଲେ । ଅନ୍ୟ ପଟେ ପରିବାରବାଦ୍‌, ତୁଷ୍ଟିକରଣ ଓ ଭ୍ରଷ୍ଟାଚାର…

ଉଦ୍ଧବ, ସଂଜୟଙ୍କ ଧମକ କାମ ଦେଉନି

ମୁମ୍ବାଇ: ମହାରାଷ୍ଟ୍ର ଭାୟା ସୁରଟ ହୋଇ ଗୈାହାଟିରେ ଏକନାଥ ସିନ୍ଦେ ଯେଉଁ ବିଦ୍ରୋହ  ରାଜନୀତି କରୁଛନ୍ତି ତାହା ବୁଝିବାରେ ସଂଜୟ ଏବଂ ଉଦ୍ଧବ ଫେଲ ହୋଇଛନ୍ତି । ଧମକ ଚମକ ଦେଇ ପାର୍ଟି ଚଲାଇବାରେ ବିଶ୍ବାସ ରଖୁଥିବା ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଏବେ ନିରୁପାୟ । ସମସ୍ତ ଚେଷ୍ଟା ସତ୍ତ୍ବେ…

ଭାଙ୍ଗିଯିବ କି ଶିବସେନା? କିଏ ଗଢ଼ିବ ମହାରାଷ୍ଟ୍ରରେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଏମଭିଏ ସରକାର ସଙ୍କଟରେ ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । କେତେବେଳେ ବି ଯାଇପାରେ ମୁଖ୍ୟମନ୍ତ୍ରୀ ପଦ । କାରଣ ହେଉଛି ଶିବସେନାର 40 ବିଧାୟକ ଏବେ ଉଦ୍ଧବଙ୍କ ବିରୋଧରେ ମେଳି ହୋଇଛନ୍ତି । ଶିବସେନାର ବିଦ୍ରୋହୀ…

ରାଜନୀତିରେ ମୟୂରଭଞ୍ଜର ଦବଦବା ବଢ଼ୁଛି

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ଜାତୀୟ ରାଜନୀତିରେ ଓଡ଼ିଶାର ଚର୍ଚା ଜୋର ଧରିଛି । କେବଳ ଓଡ଼ିଶାର ଚର୍ଚା ହେଉନାହିଁ ମୟୁରଭଞ୍ଜ ଜିଲ୍ଲାର ରାଜନୀତି, ରାଜନେତାଙ୍କ ଆଲୋଚନା ମଧ୍ୟ ଜୋରଦାର ହେଉଛି । ତେବେ ମୟୂରଭଞ୍ଜ ଜିଲ୍ଲା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରେ…

[ଦେଖନ୍ତୁ ଭିଡିଓ] ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଯିବେ, ପୋପଙ୍କୁ ଭେଟିବେ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ ଜଣାପଡ଼ିନାହିଁ । କୁହାଯାଉଛି ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ବିଦେଶ…

ରାଜିନାମାର ରାଜନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୁକ୍ତି ସଂଗ୍ରାମର ପ୍ରଶ୍ନୋତର ପର୍ଯ୍ୟାୟ ପରବର୍ତୀ ଏକ ମହାସଂଗ୍ରାମ - ଯାହାର ଅସଲ ମଇଦାନ ମାଟିରୁ ଘାଟି ପର୍ଯ୍ୟନ୍ତ ପରିବ୍ୟାପ୍ତ । ଜୀବନ ସଂଗ୍ରାମର ସ୍ୱାଧୀନତା ହେଉଛି କେବଳ ଅର୍ଥନୈତିକ ପରାଧୀନତାରୁ ମୁକ୍ତି ନୁହେଁ, ଆମ ସାଂସ୍କୃତିକ…

ରାଜନୀତିରେ ମିଶିପାରନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର

ଭୁବନେଶ୍ୱର: ଆୟକର କମିଶନର ତଥା ବରିଷ୍ଠ ରାଜନେତା ଶରତ କରଙ୍କ ପୁଅ ଶୋଭନ କର ରାଜନୀତିରେ ଯୋଗ ଦେଇପାରନ୍ତି । ଏଥି ପାଇଁ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଶୋଭନ କରଙ୍କ ସୂଚନା ଅନୁସାରେ, ଗତ ଡିସେମ୍ବର ୩୧ ତାରିଖର ତାଙ୍କ କାର୍ଯ୍ୟ ଦିବସର ଶେଷ ଦିନ ଥିଲା । ନିଜ ଚାକିରୀ…

ନକଲି ନେତା : ନିରୀହ ଜନତା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତବର୍ଷର ରାଜନୀତିରେ ଆଜି ସତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ, ସୌରଭ ନାହିଁ - ନାହିଁ ଆଦର୍ଶ, ନାହିଁ ମୂଲ୍ୟବୋଧ । ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ରାଜନୀତି ହୋଇପଡିଛି ବୈଶ୍ୟ ବୃତି । ଯାହା ଥିଲା ଦିନେ ବ୍ରତ, ତାହା ଏବେ ହୋଇପଡିଛି…