Latest Odisha News

BREAKING NEWS

Browsing Tag

Punjab CM

ଜୈଶ୍-ଇ-ମହମ୍ମଦର ଧମକ: ମେ ୨୧ରେ ପଞ୍ଜାବରେ ସିରିଜ ବିସ୍ଫୋରଣ ଏବଂ ୨୩ରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା

ଜଲନ୍ଧର: ପଞ୍ଜାବ ରେ ଆସନ୍ତା ମେ ୨୧ରେ ସିରିଜ ବୋମା ବିସ୍ଫୋରଣ ହେବ । ଜଲନ୍ଧର, ସୁଲତାନପୁର ଲୋଧି, ଫିରୋଜପୁର, ଲୋହିଆନ ଖାସ୍, ଫଗଓ୍ବାରା ଏବଂ ତରନ ତରନ ରେଳ ଷ୍ଟେଶନ ରେ ସିରିଜ ବୋମା ବିସ୍ଫୋରଣ ହେବ । ବୁଧବାର ଅପରାହ୍ନରେ ଜୈଶ୍-ଇ-ମହମ୍ମଦ ନାମ ଲିଖିତ ଏକ ଚିଠି ସୁଲତାନ ପୁର ଲୋଧି…

ପଞ୍ଜାବରେ ଆଜିଠୁ ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଞ୍ଜାବରେ ଆଜିଠୁ ଆମ୍ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ଭଗୱନ୍ତ ମାନ୍ । ସହିତ ଭଗତ ସିଂହଙ୍କ ଜନ୍ମମାଟି ଖଟକର କଲାନରେ ଶପଥ ନେବେ । ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗୱନ୍ତ ମାନ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ…

୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଚଣ୍ଡିଗଡ଼: ଆସନ୍ତା ୧୬ ତାରିଖରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ । ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାଣରେ ଦିନ ସାଢ଼େ ୧୨ଟାରେ ସେ ଶପଥ ନେବେ । ଏହି ସୂଚନା ଦେଇଛନ୍ତି ଭଗୱନ୍ତ ମାନ । ଆଜି ରାଜ୍ୟପାଳ ଭନୱରୀ ଲାଲ ପୁରୋହିତଙ୍କୁ ଭେଟି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ

ନୂଆଦିଲ୍ଲୀ: ପଞ୍ଜାବର ସର୍‌ଦାର ହେଲେ ଚରଣଜିତ ସିଂ ଚନ୍ନି। ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂ। ସୋମବାର ରାଜ ଭବନରେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ଦ୍ୱାରା ଶପଥ ଗ୍ରହଣ କରାଯାଇଥିଲା। ଚନ୍ନିଙ୍କ ସହ ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ଓପି ସୋନି ମଧ୍ୟ…

ପଞ୍ଜାବ ସିଏମ୍‌ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ସିଏମଙ୍କୁ ଧମକ ମିଳିବା ପରେ ପୋଲିସ ପ୍ରଶାସନ ଅଧିକ ସକ୍ରିୟ ହୋଇଛି। ପୋଲିସ ଏହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ସିଏମଙ୍କୁ ଧମକ ଦେଉଥିବା ବ୍ୟକ୍ତିଙ୍କୁ ଗିରଫ…

ପଂଜାବ ମଦମୃତ୍ୟୁ ଘଟଣା: ଅବକାରୀ ବିଭାଗର ୭ ଅଧିକାରୀ ଓ ୬ ପୋଲିସ କର୍ମଚାରୀ ନିଲମ୍ବିତ

ଚଣ୍ଡୀଗଡ: ପଂଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଆଜି ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ସେପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଘଟଣାରେ ଅବକାରୀ ବିଭାଗର ୭ ଜଣ ଅଫିସର ଓ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ…

ବିଷାକ୍ତ ମଦ ନେଲା ୨୧ ଜଣଙ୍କ ଜୀବନ

ଅମୃତସର: ବିଷାକ୍ତ ମଦ ପିଇ ଗଲା ୨୧ ଜଣଙ୍କ ଜୀବନ । ପଂଜାବର ଅମୃତସର, ବଟାଲା ଓ ତରନତାରନରେ ଭେଜାଲ ମଦ ପିଇ ୨୧ ଜଣଙ୍କ ଜୀବନ ଯାଇଛି । ଏହି ମାମଲାରେ ପୋଲିସ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗରେ କିଛି ବେପାରୀଙ୍କୁ ଗିରଫ କରିଛି । ଏହାସହ ତାରାସିକ୍ ଥାନା ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି…

ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟରରେ ବେପରୁଆ ଉତ୍ତର ଦେଇ ଉପହସିତ ହେଲା ପଞ୍ଜାବ ପୋଲିସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ରେ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଶାସନ ମୁଖ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥାନ୍ତି । ସୋସିଆଲ୍ ମିଡିଆରେ ଆସିଥିବା ଏହିଭଳି ଏକ ସମସ୍ୟାର ସମାଧାନ ପାଇଁ…

ସମଗ୍ର ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ଲକ୍‌-ଡାଉନ୍ ଘୋଷଣା

ଚଣ୍ଡିଗଡ: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ପଞ୍ଜାବରେ ଆଜିଠାରୁ ମାର୍ଚ୍ଚ ୩୧ଯାଏଁ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ତଥା ସେବା କ୍ଷେତ୍ରକୁ ଛାଡି ଅନ୍ୟ ସବୁ ଉପରେ ଏହି ସମ୍ପୂର୍ଣ୍ଣ ବନ୍ଦ ବା…

ପୁରୀ ମଙ୍ଗୁ ମଠ ଭଙ୍ଗାନଯାଉ, ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ/ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟରେ ରୂପାନ୍ତରିତ କରିବା ଲାଗି ସେଠାରେ ଥିବା ଅନେକ ପ୍ରାଚୀନ ମଠକୁ ଭଙ୍ଗା ଯାଉଥିବା ବେଳେ ମଙ୍ଗୁ ମଠକୁ ନଭାଙ୍ଗିବାକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରେନ୍ଦ୍ର ସିଂହ । ଏପରିକି ମଠକୁ ଭାଙ୍ଗିବା…