ଆସନ୍ତାକାଲିଠୁ ଦୁଇଦିନ ପୁରୀରେ ବନ୍ଦ ରହିବ ସ୍କୁଲ
ପୁରୀ: ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାରେ ଅନେକ ଗାଁ ଏବେ ପାଣି ଘେରରେ ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ସମସ୍ୟା ଘେରରେ ଥିବାରୁ ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅର୍ଥାତ ଆସନ୍ତାକାଲି ଏବଂ ପରଦିନ( ଅଗଷ୍ଟ ୨୨ ଓ ୨୩ ତାରିଖ ) …