କମ୍ପାନୀ ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ
ରାଉରକେଲା: ରାଉରକେଲାର ଛେଣ୍ଡ କଲୋନୀ ଅନ୍ତର୍ଗତ ଏକ ଧୂପକାଠି କମ୍ପାନୀର ମାଲିକ ସେଠାରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।
ସମ୍ପୃକ୍ତ ଯୁବକଙ୍କ ନାମ ମହେଶ୍ୱର ପୃଷ୍ଟି ବୋଲି ଜଣାପଡିଛି ।
ପିଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ରଘୁନାଥ ଥାନା…