Latest Odisha News

BREAKING NEWS

Browsing Tag

Saradsashi

ଉତ୍କଳ ଗୌରବ ମଧୁସୂଦନ ଦାସ

"ପାଠ ପଢ଼ିବି ଓକିଲ ହେବି ମଧୁବାବୁ ସଙ୍ଗେ ଲଢ଼ିବି। ଜାତି ଡାକ ଶୁଣି ଛାତିଫୁଲେଇ ମୁଁ କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି ।" ପ୍ରିୟ କୁନି ପିଲାମାନେ ତୁମେମାନେ ଏ ପଦଟି ଶୁଣିଥିବ । ଉତ୍କଳ ଗୌରବ ମଧୁସୁଦାନ ଦାସଙ୍କ ବିଷୟରେ ନିଶ୍ଚୟ କିଛି ଜାଣିଥିବ । ୧୮୪୮…

ଶିଶୁ କବିତା : ତା’ ଗୁଣ ଗରିମା ଦେଖ

ଅଶୋକ କୁମାର ପ୍ରଧାନ ଟୋପି ଟୋପି ଛିଟା ତୋ ଦୁଇ ଡେଣାରେ ମାଖି ଦେଇଛି କେ କହ ଫୁଲରୁ ଫୁଲକୁ ଉଡୁ ତୁ କେମିତି ଦେଖିବି ମୁଁ, ଟିକେ ରହ। ଟିକି ଟିକି ତୋର ଡେଣା ଯୋଡିକରେ କେ ଦେଇଛି ଏତେ ବଳ ପରଜାପତି ତୁ କି କଳା ଜାଣିଛୁ ଫୁଲକୁ କରୁ, ତୁ ଫଳ। ଫୁଲରେ ବସି ତୁ କେମିତି ତା'ଠାରୁ…

ଶିଶୁ କବିତା : ନଟୁ

ପୁଣ୍ୟପ୍ରଭା ଦେବୀ ଦାଦା ଦେଇଥିଲେ ବେଲୁନ୍ ଗୋଟିଏ ଖୁଡି ଦେଇଥିଲେ ନଟୁ ବେଲୁନ୍ ଫାଟିଲା ନଟୁ ଖେଲିବାରେ ମୁଁ ତ ହେଲିଣି ପଟ୍ଟୁ । ସୁନାପୁଅ ପରି ପାଠ ସାରିଦେଇ ଯେତେବେଳେ ପାଏ ଛୁଟି ନଟୁ ଖେଳି ଖେଳି ରାମ୍ପିଦିଏ ଆମ ଏଇ ଅଗଣା ର ମାଟି । ଘୁରି ଯାଏ ମୋର ନଟୁ ଯେତେବେଳେ…

ଶିଶୁ କବିତା : ରଙ୍ଗ କରିଦେଲା ସାଙ୍ଗ

କୁଞ୍ଜ ବିହାରୀ ସାହୁ ଯୋଉ ସାଙ୍ଗ ମୋତେ ରାଗୁଥିଲା ଚାଲିବାର ବାଟ ଭାଙ୍ଗୁଥିଲା ସେହି ସାଙ୍ଗ ମୋର ପାଖକୁ ଆସିଛି - "ରାଙ୍ଗ ବୋଳି ଦେ କହିଗଲା ।" ହାତକୁ ତାହାର ଧରିଦେଲି ତାଆଠୁ ଅବିର ମୁଠେ ନେଲି କଥା ଶୁଣି ତାର ରଙ୍ଗ ବୋଳିଦେଲି ହସିଲା ଖୁସିରେ ଓଠ ମେଲି । ତା ସାଥିରେ…

ଶିଶୁ ଗପ : ମିଛୁଆ ମଶା

ସଫଳା ଦାସ ଥରେ ଗୋଟିଏ ଆମ୍ବ ଗଛରେ ମହୁମାଛିଟିଏ ମହୂଫେଣା ତିଆରି ତା ପିଲା ମାନଙ୍କୁ ଜଗି ବସି ଥାଏ ।ସେହି ଗଛ ମୂଳରେ ଅଳିଆ ଗଦା କରିଥାନ୍ତି ଲୋକମାନେ । କାହାରି ନଜର ନଥାଏ ମହୂ ଫେଣା ଉପରେ । ସେହି ଅଳିଆ ଗଦା ଉପରେ ମଶାଟିଏ ବୁଲୁ ଥାଏ । ଧିରେ ଧିରେ ଉଡି ଉଡି ମହୂ ଫେଣା ପାଖରେ…

ଶିଶୁ କବିତା : ଆମ୍ବ

ନମିତା ପାଇକରାୟ  ଫାଲଗୁନ ଆଉ ଚୈତ୍ର ମାସେ ବଉଳ ଭିତରୁ ଆମ୍ବ ଦିଶେ । ପୁପୁ, ନିପା ,ଦୀପା ହୁଅନ୍ତି ଖୁସି ଖାଇବେ କିପରି ଆମ୍ବ କଷି । ମାରନ୍ତି ପଥର ଆମ୍ବ ଗଛ କୁ ଖସିପଡେ କିଛି ଆମ୍ବ ତଳକୁ । ଖୁସି ରେ ପିଲାଏ ନାଚନ୍ତି ସେଠି ପାଟି ଶୁଣି ଆଈ ଆସନ୍ତି ଉଠି । କିଏ…

ଶିଶୁ ଗଳ୍ପ : ଟଗର ଗଛ ଓ ଲତିକା

 କୁଞ୍ଜ ବିହାରୀ ସାହୁ ସବୁଦିନ ସକାଳୁ ସକାଳୁ ଲତିକା ବାହାରିଯାଏ ଫୁଲ ତୋଳିବାକୁ । ଶୀତୁଆ ପାଗ ହେତୁ ସୁଇଟର ପିନ୍ଧିଥାଏ । ବେଳେବେଳେ ଚଦର ଘୋଡ଼େଇ ଗଲାବେଳକୁ ଭାବୁଥାଏ ଏମିତିକା ଥଣ୍ଡା ପବନ ବହୁଥିଲେ ଭଲ ହେଇଥାନ୍ତା । ଟଗରଫୁଲରେ ଶରଧା ବଳେ ଲତିକାର । ହେଲେ ଶୁଖିଲା ଗଛଟିକୁ ଦେଖି…

ଶିଶୁ ଗଳ୍ପ : ଶିଶୁ ହସିଲେ ଦୁନିଆ ହସେ

କୁଞ୍ଜ ବିହାରୀ ସାହୁ  ଫୁଲ ବଗିଚାରେ ବୁଲୁଥିଲା ସୋନି । ଗଛଗୁଡ଼ିକୁ ମନଖୁସିରେ ଆଉଁଷିଦେଲା । ଛନଛନିଆ ଦିଶୁଛି । କେତେ ରକମର, କେତେ ରଙ୍ଗର ଫୁଲ ଫୁଟିଛି ବଗିଚାରେ । ଫୁଲମାନେ ସୋନିକୁ ପଚାରିଲେ - 'ତୁ ଆମ ପାଖକୁ ଆସିଛୁ । ବଢିଆ ହେଲା । ଆମେ ଗପିବା, ଗୀତ ଗାଇବା, ମଜା କରିବା ।'…

ଶିଶୁ ଗଳ୍ପ : ଟୁକୁଲର ଡଙ୍ଗା ଭସା

କୁଞ୍ଜ ବିହାରୀ ସାହୁ  ପୁଅ ଉଠିପଡ଼ ସକାଳ ହେଲାଣି । କାଉ ରାବିଲାଣି । ଏମିତି ଘୋଡ଼େଇ କେତେ ସମୟ ଶୋଇବୁ ଯେ ! ବୋଉ କଥାକୁ ନ ଶୁଣି କମ୍ବଳ ଘୋଡ଼େଇ ଶୋଇଲା ଟୁକୁଲ । ଏଇ କେଇଦିନ ହେଲା ପହାନ୍ତା ପହରେ ଶୀତ ଲାଗୁଛି । ଟୁକୁଲ ଜାଣିଶୁଣି ଉଠୁନି । କିଛି ସମୟ ରହି ବୋଉ ଡାକିଲେ - ଉଠି…

ଶିଶୁ ଗଳ୍ପ : ଗର୍ବ ଭାଙ୍ଗିଲା

କୁଞ୍ଜ ବିହାରୀ ସାହୁ  ସକାଳର ସମୟ । ଆମ୍ବଗଛ ଚୁପଚାପ ଠିଆ ହେଇଥାଏ ଏକୁଟିଆ । ଚାହୁଁଥାଏ ଏପଟ ସେପଟ । ଅଳ୍ପ ଦୂରରେ ବାଉଁଶ ଗଛ ହାଇମାରୁଛି ଅଧା ବୁଢ଼ା ହେଇଯାଇଛି ବୋଲି । ସହଜରେ ତ ଡେଙ୍ଗା । ସରୁ ସରୁ ପତର । ଅଧା ଅଧା ପାଚିଯାଇଛି । କାଳେ ଆମ୍ବଗଛ ଶୁଣିପାରିବନି ଭାବି ଟିକେ ଜୋରରେ…