Latest Odisha News

BREAKING NEWS

Browsing Tag

sbi

ଏସବିଆଇ-ଆଇଆରସିଟିସି ସହିତ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ କାର୍ଡ ଲଞ୍ଚ କରିଛି, ରେଳ ଟିକେଟ ବୁକିଂ ଶସ୍ତା ହେବ

ନୂଆଦିଲ୍ଲୀ: ଅନଲାଇନ ଟିକେଟ୍ ବୁକିଂ କମ୍ପାନୀ ଆଇଆରସିଟିସି ଏବଂ ଏସବିଆଇ ମିଳିତ ଭାବେ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭର୍ଚୁଆଲ୍ ମିଟିଂରେ କାର୍ଡ ଲଞ୍ଚ କରିଛନ୍ତି। ତିନୋଟି ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ କାର୍ଡ ସହିତ…

ଲକ୍‌ଡ଼ାଉନ ୨.୦: ସକାଳ ୮ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପରାମର୍ଶ କ୍ରମେ ଓଡ଼ିଶାର ସମସ୍ତ ବ୍ୟାଙ୍କ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ ସମୟରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ନିଷ୍ପତ୍ତି ଗ୍ରହଣ କରିଛି । ଏହି ସମୟ ମଧ୍ୟରେ…

ବିଜୟ ମାଲ୍ୟାଙ୍କୁ ମିଳିଲା ଆଶ୍ୱସ୍ତି; ଦେବାଳିଆ ଘୋଷଣା ଲାଗି ହାଇକୋର୍ଟରେ ଶୁଣାଣି ସ୍ଥଗିତ

ଲଣ୍ଡନ: ଭାରତରେ ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏବେ ଲଣ୍ଡନ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାଲ୍ୟାଙ୍କୁ ଦେବାଳିଆ ଘୋଷିତ କରିବା ଲାଗି ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲା । କେବଳ ଏସବିଆଇ ନୁହେଁ ବରଂ ଏସବିଆଇ ସହିତ ଏକାଧିକ ବ୍ୟାଙ୍କ୍…

ପ୍ରଶାନ୍ତ କୁମାର ‘ୟେସ୍ ବ୍ୟାଙ୍କ’ର ନୂଆ ସିଇଓ ଭାବେ ନିଯୁକ୍ତ ହେଲେ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ପୂର୍ବତନ କର୍ମଚାରୀ ପ୍ରଶାନ୍ତ କୁମାର କେନ୍ଦ୍ର ସରକାରଙ୍କ ଦ୍ୱାରା ୟେସ୍ ବ୍ୟାଙ୍କର ନୂତନ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତା ବୁଧବାର ଦିନ ୟେସ ବ୍ୟାଙ୍କ ଉପରୁ ସମସ୍ତ କଟକଣା ଉଠିଗଲା ପରେ ଏସବିଆଇର…

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଦେଲା ବଡ଼ ଝଟକା, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ , ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ମିଆଦୀ ଜମା ବା ଫିକ୍ସଡ଼ ଡିପୋଜିଟ ସୁଧ ଦର କମ କରିଛି | ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରିଟେଲ ଫିକ୍ସଡ ଡିପୋଜିଟ ଦର ୧୦-୫୦ ଆଧାର ଅଙ୍କ କମ କରିଛି | ଯାହା ବହୁ ଏଫଡି ଉପରେ ଏହା ୨୫-୫୦ ଆଧାର ଅଙ୍କ…

ଏସବିଆଇର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ ଭାବେ ଓଡିଆ ଆଇଏଏସ୍ ଅଧିକାରୀ ମନୋନୀତ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ)ର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ ଲାଗି କେନ୍ଦ୍ର ସରକାର ଓଡିଆ ଆଇଏଏସ୍ ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ଓଡିଶାର ମୂଳ ବାସିନ୍ଦା ଦେବାଶିଷ ପଣ୍ଡା ବର୍ତ୍ତମାନ ସମୟରେ ଅର୍ଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ…

ଆଜିଠାରୁ ‘ଏସବିଆଇ’ର କେଉଁ ନିୟମ ବଦଳୁଛି, ଜାଣନ୍ତୁ..

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅକ୍ଟୋବର୧ (ଆଜିଠାରୁ) ଏହାର କିଛି ନିୟମରେ ପରିବର୍ତ୍ତନ ଆଣିଛି । ଆଜିଠାରୁ ସର୍ଭିସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡିବା ନେଇ ସନ୍ଦେହ କରାଯାଉଛି । .ଯେଉଁ ଏସବିଆଇ…

ଅକ୍ଟୋବର ୧ରୁ ‘ଏସବିଆଇ’ର କେଉଁ ନିୟମ ବଦଳୁଛି, ଜାଣନ୍ତୁ..

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସବିଆଇ) ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହାର କିଛି ନିୟମରେ ପରିବର୍ତ୍ତନ ଆଣିବ ବୋଲି ଜଣାପଡିଛି । ଅକ୍ଟୋବର ୧ ତାରିଖଠାରୁ ସର୍ଭିସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡିବା ନେଇ…

ଚଳିତ ଆର୍ଥିକ ବର୍ଷରେ ପଞ୍ଚମ ଥର ପାଇଁ ସୁଧହାର ହ୍ରାସ କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଥିବା ଘୋଷଣା କରିଛି । ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ…