ରାଜନୀତିରୁ ସନ୍ନ୍ୟାସ ନେବେ କି ସୋନିଆ ? କାହିଁକି କହିଲେ ଏମିତି କଥା
ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଇ ପାରନ୍ତି ସୋନିଆ ଗାନ୍ଧି । କଂଗ୍ରେସ ଅଧିବେଶନରେ ଅଭିଭାଷଣ ସମୟରେ ସେ ଏମିତି କିଛି ଇସାରା ଦେଇଛନ୍ତି । ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି କହିଥିଲେ, ‘ମୁଁ ବହୁତ ଖୁସି ଯେ, ଭାରତ ଯୋଡୋ…