Latest Odisha News

BREAKING NEWS

Browsing Tag

Team India

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ ଗେମ୍ ଚେଞ୍ଜର ହେବେ ଉମରାନ୍ ମଲ୍ଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଯୁବ ଓ ଅଭିଜ୍ଞଙ୍କୁ ନେଇ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଆଇପିଏଲରେ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ମିଳିଛି ସୁଯୋଗ । ସମସ୍ତଙ୍କର ନଜର ଏବେ ଜମ୍ମୁ କାଶ୍ମୀର ସ୍ପିଡ ଷ୍ଟର ଉମରାନ୍ ମଲ୍ଲିକଙ୍କ ଉପରେ । ଆଇପିଏଲରେ…

T20 ଲଢେଇ: ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

କୋଲକାତା: ବିଜୟରୁ ଟି-ଟ୍ୱେଣ୍ଟି ଅଭିଯାନ ଆରମ୍ଭ । ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୫୮ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା । ପ୍ରଥମରୁ ପ୍ରହାର ଆରମ୍ଭ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ତାଙ୍କୁ ସାଥ ଦେଇଥିଲେ…

ବିଶ୍ୱକପ୍ ବିଜେତା ଖେଳାଳିଙ୍କୁ ୪୦ ଲକ୍ଷ ଲେଖାଏ ଦେବ ବିସିସିଆଇ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୯ ବର୍ଷରୁ କମ ବିଶ୍ୱକପ୍ ବିଜୟୀ ଟିମକୁ ପୁରସ୍କାର ବର୍ଷା। ବିସିସିଆଇ ପକ୍ଷରୁ ପୁରସ୍କାର ଘୋଷଣା କରିଛନ୍ତି ସମ୍ପାଦକ ଜୟ ଶାହ। ବିଶ୍ଵ ବିଜେତା ଟିମ୍ ପ୍ରତି ଖେଳାଳିଙ୍କୁ ୪୦ ଲକ୍ଷ ଟଙ୍କା ଲେଖାଏ ମିଳିବ। ସେହିପରି ସପୋର୍ଟ ଷ୍ଟାଫଙ୍କ ପାଇଁ ୨୫ ଲକ୍ଷ…

ଟିମ୍ ଇଣ୍ଡିଆର ୪ କ୍ରିକେଟରଙ୍କୁ କରୋନା, ଟିମରେ ମୟଙ୍କ ଅଗ୍ରଓ୍ୱାଲ୍ ସାମିଲ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆରେ ପଶିଲା କରୋନା । ଭାରତୀୟ କ୍ରିକେଟ ଦଳର ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଶିଖର ଧୱନ, ଋତୁରାଜ ଗାଏକୱାଡ୍‌, ଶ୍ରେୟସ ଆୟର ଓ ନବଦୀପ ସାଇନି କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ…

ସାଉଥ ଆଫ୍ରିକାରେ ଟିମ୍ ଇଣ୍ଡିଆର ଅଭ୍ୟାସ: ଏକାଠି ଫୁଟବଲ ଖେଳିଲେ କୋହଲି-ଦ୍ରାବିଡ୍, ଦେଖନ୍ତୁ ଭିଡିଓ

ଜୋହନ୍ସବର୍ଗ: ସାଉଥ ଆଫ୍ରିକା ଗସ୍ତରେ ଯାଇଛି ଭାରତୀୟ କ୍ରିକେଟ ଟିମ୍ । ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବ । ଏହି ଗସ୍ତ ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଥିଲା । କୋହଲିଙ୍କ ପାଖରୁ ଦିନିକିଆ କ୍ୟାପଟେନସିପ୍ ଚଢ଼ାଇ ନେବା । ଏହାପରେ ବିରାଟ ଓ ବିସିସିଆଇ ମଧ୍ୟରେ ମତଭେଦ ଆଜି ଚର୍ଚ୍ଚା ଭିତରେ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ T20: ଜାଣନ୍ତୁ ରୋହିତଙ୍କ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ଶା ସମ୍ବାଦ): ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ । ରାଜସ୍ଥାନର ଜୟପୁରରେ ଖେଳାଯିବ ପ୍ରଥମ ମ୍ୟାଚ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନୀକୁ ଓହ୍ଲାଇବ ମେନ୍ ଇନ୍ ବ୍ଲ୍ୟୁ । ନୂଆ ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଅଭିଯାନ ଆରମ୍ଭ କରିବ…

ଟି୨୦ କ୍ରିକେଟ୍ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଆଜି ବିସିସିଆଇ ଉନ୍ମୋଚନ କରିଛି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି । ଏହି ଜର୍ସି ପିନ୍ଧି ଭାରତୀୟ ଖେଳାଳିମାନେ ଟି୨୦ ବିଶ୍ୱକପ କ୍ରିକେଟ ପ୍ରତିଯାଗୀତାରେ ନଜର ଆସିବେ । ନୂଆ ଜର୍ସି କିଟ୍‌କୁ ବିଲିଅନ୍ ଚିଅର୍ସ ଜର୍ସି ଭାବେ ନାମିତ କରାଯାଇଛି । Presenting the Billion…

ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ କୋହଲି !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ବିରାଟ କୋହଲି ସୀମିତ ଓଭର ଅଧିନାୟକ ପଦରୁ ଓହରିଯିବା ପାଇଁ ନିଷ୍ପତି ନେଇଛନ୍ତି । ବିସିସିଆଇ ଓ ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ ହିଟମ୍ୟାନ ରୋହିତ ଶର୍ମା ଏହି ଗୁରୁ ଦାୟିତ୍ୱ ତୁଲାଇବେ । ବ୍ୟାଟିଂ ଉପରେ ମନୋନିବେଶ କରିବା ପାଇଁ କୋହଲି ଏହି ନିଷ୍ପତି…

ବାଲୁକା କଳାରେ ଭାରତୀୟ ପାରା ଅଲିମ୍ପିଆନଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ଅଂଶ ଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଭାରତୀୟ ପାରା…

T20 ବିଶ୍ୱକପ୍: ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଅକ୍ଟୋବର ୨୪ରେ ଉଭୟ ଟିମ୍ ମୁହାଁମୁହିଁ ହେବେ । ବିଶ୍ୱକପ୍ ମ୍ୟାଚ୍ ନେଇ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଜାରି ହୋଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ…