Latest Odisha News

BREAKING NEWS

Browsing Tag

Telangana Politics

କର୍ଣ୍ଣାଟକରେ ‘ପେସିଏମ’ ଭଳି ତେଲେଙ୍ଗାନାରେ ‘ଏଟିଏମ’ କଂଗ୍ରେସକୁ ଜିତାଇଦେବ!

ଭୁବନେଶ୍ୱର: ତେଲେଙ୍ଗାନାରେ ସମ୍ପୂର୍ଣ୍ଣ କର୍ଣ୍ଣାଟକ ଢାଞ୍ଚାରେ ଆଗ୍ରେସିଭ ପ୍ରଚାର କରୁଛି କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନରେ ଯେଭଳି ୪୦ ପ୍ରତିଶତ କମିଶନ ସରକାର କ୍ୟାମ୍ପେନ କରି ତତ୍କାଳୀନ ବିଜେପି ସରକାର ବିପକ୍ଷରେ ଏକ ବଡ଼ ମାହୋଲ ତିଆରି କରିଥିଲା । କଂଗ୍ରେସ ଏବେ ତେଲେଙ୍ଗାନାରେ…

ହାତ ଧରିଲେନି ଶର୍ମିଳା, କିନ୍ତୁ ସାଙ୍ଗରେ ରହିବେ !

ଭୁବନେଶ୍ୱର: କଂଗ୍ରେସ ସହ ନିଜ ଦଳକୁ ଲୀନ କରିବାକୁ ଉଦ୍ୟମ କଲେ। ସୋନିଆ ରାହୁଲଙ୍କ ସହ ସାକ୍ଷାତ କରି ତେଲେଙ୍ଗାନାରେ ଏକାଠି ନିର୍ବାଚନ ଲଢ଼ିବାକୁ ଆଲୋଚନା କଲେ। ବହୁ ଅପେକ୍ଷା ମଧ୍ୟ କଲେ। କିନ୍ତୁ କଂଗ୍ରେସ ପକ୍ଷରୁ କିଛି ନିଷ୍ପତ୍ତି ନିଆ ନ ଯିବାରୁ ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା…

କବିତାଙ୍କ ଅକ୍ସଫୋର୍ଡ ଭବିଷ୍ୟବାଣୀ, ତେଲେଙ୍ଗାନାରେ ହ୍ୟାଟ୍ରିକ କରିବେ କେସିଆର!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକ ବଡ଼ ଲଢେଇ ଦେଖିବାକୁ ମିଳୁଛି। ଯେବେଠୁ ରାଜ୍ୟ ପ୍ରତିଷ୍ଠା ହେଲାଣି ତା ଭିତରେ ଦୁଇଟି ନିର୍ବାଚନ ହୋଇଛି। ଉଭୟ ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି ବିଜୟ ଲାଭ କରି ସରକାରରେ ରହିଛି। ଆଗାମୀ ନିର୍ବାଚନରେ ହ୍ୟାଟ୍ରିକ କରି ଦଳ ତୃତୀୟ ଥର…

ତେଲେଙ୍ଗାନାରେ କଂଗ୍ରେସକୁ ଜିତାଇ ଦେବନି ବିଜେପି, ମୋଦି, ଶାହାଙ୍କ ବଡ ପ୍ଲାନ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ବିଭିନ୍ନ ଓପିନିଅନ ପୋଲରେ କୁହାଯାଇଛି। ଏପରିକି ବିଆରଏସକୁ ମାତ ଦେଇ କଂଗ୍ରେସ ଏଥର କ୍ଷମତା ଦଖଲ କରିପାରେ ବୋଲି କୁହାଯାଉଛି। କିନ୍ତୁ ଅନ୍ୟତମ ପ୍ରମୁଖ ଦଳ ବିଜେପି…

ତେଲେଙ୍ଗାନାରେ ବିଆରଏସ, କଂଗ୍ରେସକୁ ଖେଳାଇବେ ବିଜେପିର ରାଜା !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି ।ତେଲେଙ୍ଗାନା ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ବିଜେପି ତେଲେଙ୍ଗାନାରେ ପ୍ରଥମ ପର୍ଯ୍ୟାୟ…

ତେଲେଙ୍ଗାନାରେ ରାହୁଲ ପ୍ରିୟଙ୍କାଙ୍କ ଯାତ୍ରା ପୂର୍ବରୁ କଂଗ୍ରେସ ବସ ପଙ୍କଚର!

ଭୁବନେଶ୍ୱର: ତେଲେଙ୍ଗାନାର ୫୫ ଟି ସିଟ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଅସନ୍ତୋଷ ଓ ବିଦ୍ରୋହ ପଦାକୁ ଆସିଛି। ରାଜ୍ୟର ୧୧୯ ସିଟ ମଧ୍ୟରୁ ଦଳ ପ୍ରଥମ ପର୍ଯ୍ୟାୟରେ ୫୫ ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ବହୁ ସିଟରେ ଆଶାୟୀ ମାନେ ଟିକେଟ ନ ପାଇ…

ତେଲେଙ୍ଗାନାରେ ବସରେ ବୁଲି ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନା ନିର୍ବାଚନ ପାଇଁ ଲଢେଇ ଦିନକୁ ଦିନ ତୀଵ୍ର ହେଉଥିବା ବେଳେ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି କ୍ରମରେ ଦଳ ତେଲେଙ୍ଗାନାର ୧୧୯ ବିଧାନସଭା ସିଟ ମଧ୍ୟରୁ ୬୦ ଟି ସିଟ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିସାରିଥିବା କୁହାଯାଉଛି। ଏମପି ମୁରଲୀଧରନଙ୍କ…