Latest Odisha News
Browsing Tag

Train accident

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି  ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଫାଟକରେ ।  ଆଜି ସକାଳୁ ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି  ସ୍ଥିତ ଲେବଲ୍ କ୍ରସିଂ ପାରି ହେଲା ବେଳେ ଧକ୍କା ଦେଲା ଟ୍ରେନ୍ । ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗିରର…

ଟ୍ରେନ ଲାଇନ ଚ୍ୟୁତ; ୧୦ ଆହତ

ପାଲି: ବାନ୍ଦ୍ରା ଟର୍ମିନସ-ଯୋଧପୁର ସୂର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନ ଦୁର୍ଗଟଣାଗ୍ରସ୍ତ ହୋଇଛି । ସକାଳ ପ୍ରାୟ ୩.୨୭ରେ ଟ୍ରେନର ୮ଟି ବଗି   ଲାଇନ୍‌ଚ୍ୟୁତ ହୋଇଛି। ଦୁ୍ର୍ଘଟଣା ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦରା ସେକ୍ସନ ମଝିରେ ଘଟିଛି । ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା  ଜଣା…

ଇତିହାସରେ ବଡ଼ ରେଳ ଦୁର୍ଘଟଣା, ଯାଇଥିଲା ୬ ଶହ ଜୀବନ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରାଇରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ପରେ ଷ୍ଟେସନ୍ ଦେଇ ଟ୍ରେନ୍ ଅତିକ୍ରମ ବେଳେ ବେଗକୁ ନେଇ ପ୍ରଶ୍ନ ଉଠୁଛି । କୁହାଯାଉଛି ଟ୍ରେନର ବେଗ ଅଧିକ ଥିବାରୁ ଏଭଳି ଭୟାବହ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଚାଲିଗଲା । ତେବେ ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୦…

ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା

ରାଉରକେଲା: ରାଉରକେଲା ରାଞ୍ଚି ଡ଼ିଭିଜନରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇ ଲାଇନଚ୍ୟୁତ ହୋଇଛନ୍ତି । ଦୁଇଟି ମାଲବାହୀ ଟ୍ରେନ ପରସ୍ପର ପରସ୍ପରକୁ ଧକ୍କା ଦେବା ଫଳରେ ଲାଇନଚ୍ୟୁତ ହୋଇଥିଲେ । ବ୍ରେକ ଫେଲ ହୋଇଯିବାରୁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଲୱେ ବିଭାଗ ତରଫରୁ…

ଟ୍ରେନ୍‌ ଦୁର୍ଘଟଣା, ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ଅନୁଗୁଳ : ଟ୍ରେନ୍‌ ଦୁର୍ଘଟଣାରେ ଜଣେ ଗୁରୁତର । ଅନୁଗୁଳ ଜିଲ୍ଲା ରାଧାକିଶୋରପୁର ଷ୍ଟେସନ୍‌ ନିଟକରେ ଘଟିଛି ଏହି ଦୁର୍ଘଟଣା । ବୁଧବାର ସକାଳ ସମୟରେ ରାଧାକିଶୋରପୁର ଷ୍ଟେସନ୍ ନିକଟରେ ଜଣେ ବ୍ୟକ୍ତି ଟ୍ରେନ୍‌ରୁ ପଡି ଗୁରୁତର ହୋଇଛନ୍ତି । ଟ୍ରେନ୍‌ରେ ଚଢୁଥିବା ବେଳେ ସେହି…

ରେଳ ଲାଇନ୍ ପାର ବେଳେ ଧକ୍କା ଦେଲା ଟ୍ରେନ୍, ୩ ମୃତ

ବ୍ରହ୍ମପୁର: ଧକ୍କା ଦେଲା ଟ୍ରେନ୍ । ଲେଭଲ୍ କ୍ରସିଂ ପାର ବେଳେ ଦୁର୍ଘଟଣା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁରର ହଳଦିଆପଦର ଲେଭଲ୍ କ୍ରସିଂରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ । ବିଶାଖା-ଟାଟନଗର ଟ୍ରେନ୍ ଧକ୍କାରେ…

କୋରାପୁଟରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ ; ୧୩ ଟି ବଗି ପ୍ରଭାବିତ

ଜୟପୁର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜରଟି ମାଳିଗୁଡ଼ା ଷ୍ଟେସନ ଦେଇ ଯାଇଥିବା ରେଳ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, କିରଣ୍ଡଲ୍‌ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନ୍‌ କେଭିଏଫ୍‌/୫୦ ମଙ୍ଗଳବାର ଭୋର ପ୍ରାୟ ୪.୩୦ ମିନିଟ୍‌ରେ…