Latest Odisha News

BREAKING NEWS

Browsing Tag

Train

ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ; ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ଦଣ୍ଡନୀୟ ଅପରାଧ। ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଏଭଳି ଅପରାଧୀ ପାଇଁ ୩ ବର୍ଷ ସମ୍ପୃକ୍ତ ବ୍ୟକ୍ତି ୩ ବର୍ଷ…

ଆରପିଏଫ୍ ଏବଂ ଜିଆରପି ଦ୍ୱାରା ପୂର୍ବତଟ ରେଳପଥରେ ଶହେ ସ୍ୱତନ୍ତ୍ର ଟ୍ରେନରେ ହେବ ଏସ୍କରଟିଙ୍ଗ

ଭୁବନେଶ୍ୱର: ଆରପିଏଫ୍ ଏବଂ ଜିଆରପି ଦ୍ୱାରା ପୂର୍ବତଟ ରେଳପଥ ମଧ୍ୟରେ ଏକ ଶହ ସ୍ୱତନ୍ତ୍ର ଟ୍ରେନରେ ଏସ୍କରଟିଙ୍ଗ କରାଯିବ। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଟ୍ରେନ୍ ଏସ୍କରଟିଙ୍ଗ ଷ୍ଟାଫ୍ ମାନଙ୍କ ପାଖରେ ଏଫଆଇଆର ଫର୍ମ ମଧ୍ୟ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ କୋଚ୍…

ସବୁଦିନ ଚଳାଚଳ କରିବ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ

ଭୁବନେଶ୍ୱର: ନଭେମ୍ବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସପ୍ତାହକୁ ପାଞ୍ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ…

ଅଜବ ନିଶା; ତମାଖୁ ପାଇଁ ଟ୍ରେନ୍ ଚେନ୍ ଟାଣିଲେ ବ୍ୟକ୍ତି

ବାରଣାସୀ: ବାରଣାସୀରେ ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଟ୍ରେନ୍ ପୁଲିଂ କରିଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଚେନ୍ ଟାଣିବାର କାରଣ ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇପଡିବ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଘଟଣାଟି ସରାୟ କଂସରାୟ ରେଳ ଷ୍ଟେସନରେ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ…

କାଲିଠୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ରହିବ ନାହିଁ

ଭୁବନେଶ୍ୱର : ଗଂଜାମରେ କୋଭିଡ୧୯ ପରିସ୍ଥିତି ଦିନକୁ ଦିନ ଜଟିଳ ହବୋରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇଷ୍ଟକୋଷ୍ଟ ରେଳବାଇକୁ ଆସନ୍ତାକାଲିଠାରୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ନ ଅଟକାଇବାକୁ ଅନୁରୋଧ କରିଛନ୍ତି । ଏଥି ସହ ବାଲୁଗାଁ ଷ୍ଟେସନରେ ମଧ୍ୟ ଟ୍ରେନ ଅଟକିବ ନାହିଁ ।…

ଓଡ଼ିଶାକୁ ରେଳ ଚଳାଚଳ କମ୍ କରାଯାଉ: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲିଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାକୁ ଟ୍ରେନ୍ ଚଳାଚଳ କମାଇବା ପାଇଁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଚିଠିରେ…

ରେଳବାଇର ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍‌, ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ ନିର୍ଦ୍ଦେଶନାମାରେ ସଂଶୋଧନ

ନୂଆଦିଲ୍ଲୀ: ଭାରତୀୟ ରେଳ ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ (ମୋଟ ୨୩୦ ଟ୍ରେନ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି । ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ…

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।…

ଉତ୍ତର ଭାରତରେ ଘନକୁହୁଡି: ଜାଣନ୍ତୁ, ଓଡିଶାରୁ କେଉଁ ଟ୍ରେନ୍ ବିଳମ୍ବରେ ଚାଲିବ

ଭୁବନେଶ୍ୱର: ଉତ୍ତର ଭାରତରେ ହେଉଥିବା ଘନ କୁହୁଡିକୁ ଦୃଷ୍ଟିରେ ରଖି କନେକ୍ଟିଂ ଟ୍ରେନ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଓ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ କରାଯାଇଛି । ପୂର୍ବତଟ ରେଳବାଇ(ଇସିଓଆର)ର…

ନୂଆବର୍ଷ ଲାଗି ଆଜି ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ …

ପୁରୀ: ନୂଆବର୍ଷରେ ହେବାକୁ ଥିବା ମାତ୍ରାଧିକ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବୁଧବାର ସନ୍ଧ୍ୟାରେ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏକ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଅଛି I ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହା ଉଭୟ ପଟୁ ଚଳାଚଳ…