Latest Odisha News

BREAKING NEWS

Browsing Tag

vigilance raid

ବାରିପଦା ITDA ସହକାରୀ ଯନ୍ତ୍ରୀଙ୍କ ଘରୁ ୪୧ ଲକ୍ଷ ଟଙ୍କା, ୬୫୯ ଗ୍ରାମ୍ ସୁନା ଜବତ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଥିବା ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ହିସାବ ଚାଲିଛି । ରେଡ୍ ବେଳେ ତାଙ୍କ ଘରୁ ଜବତ ହୋଇଛି ନଗଦ ୪୧ଲକ୍ଷ ୭୭ହଜାର ଟଙ୍କା । ଗତକାଲି ୧୩ ଲକ୍ଷ ୬୦ହଜାର ଟଙ୍କା ମିଳିଥିଲା । ୬୫୯ଗ୍ରାମ ସୁନା ଜବତ ହୋଇଛି…

ବାରିପଦା ITDA ସହକାରୀ ଯନ୍ତ୍ରୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ହିସାବ କରୁଛି ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟର । ତାଙ୍କ ନାଁ ସନ୍ତୋଷ କୁମାର ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ ଧରଣର ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ ଚାଲିଛି । ଚଢ଼ାଉରେ ୧୦ ଜଣ ଡିଏସପି, ୪ଜଣ…

ଭିଜିଲାନ୍ସ ଜାଲରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDAର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ସନ୍ତୋଷ ଦାସଙ୍କ ବାରିପଦା ସ୍ଥିତ ଭଡ଼ା ଘର, ବାଲିଆପାଳ ପୈତୃକ ଘର, ଆଇଟିଡିଏ ଅଫିସ, ଭୁବନେଶ୍ୱର,…

[ଭିଡ଼ିଓ]ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡ଼ିଏସଡ଼ବ୍ଲୁଓ

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଅତିରିକ୍ତ ଡ଼ିଏସଡ଼ବ୍ଲୁଓ ଚନ୍ଦ୍ରା ସାହୁ । ସକାଳୁ ଚନ୍ଦ୍ରା ସାହୁଙ୍କ ବରପାଲିସ୍ଥିତ ନିଜ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏହାସହ ବରଗଡ଼ ଜିଲ୍ଲା ଅତିରିକ୍ତ ଡ଼ିଏସଡ଼ବ୍ଲୁଓ ଚନ୍ଦ୍ରା ସାହୁଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଉଛି । ଆୟ…

ଭିଜିଲାନ୍ସ ହାତରେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌

ଭୁବନେଶ୍ବର: ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌  । ଇପିଏଫ୍‌ ଫାଇଲ୍‌ ସଂପର୍କିତ କାମ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ  ଧରାପଡ଼ିଲେ ।  ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଆର୍.ଡି ଡିଭିଜନ ଆସିଷ୍ଟାଣ୍ଡ ଇଞ୍ଜିନିୟର ଋଷିନାଥ ବରାଳ । ତାଙ୍କର ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ ଚାଲିଛି । ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛନ୍ତି ଭିଜିଲାନ୍ସର ୪ଟି ଟିମ୍ । ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର…

ଭିଜିଲାନ୍ସ ଜାଲରେ ମେଡିକାଲ ସେକ୍ସନ ଅଫିସର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ସମ୍ବଲପୁର ସଦର ମେଡିକାଲ ସିଡିଏମଓ କାର୍ଯ୍ୟାଳୟର ସେକ୍ସନ ଅଫିସର । ସମ୍ବଲପୁର ସଦର ମେଡ଼ିକାଲରେ ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ମେଡିକାଲର ଜଣେ କର୍ମଚାରୀଙ୍କ ଏରିଅର କରାଇଦେବା ନାଁରେ ୧୦ ହଜାର ଟଙ୍କା ଲାଞ୍ଚ…

[ଭିଡ଼ିଓ ] ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

ପୁରୀ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ପୁରୀ ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଂକ ନିମାପଡା କାର୍ଯ୍ୟଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରାଯାଇଛି । ନିମାପଡ଼ା ତହସିଲଦାରଙ୍କ ପୁରୀ ସରକାରୀ…

ଭିଜିଲାନ୍ସ ଜାଲରେ ମହାବିରୋଡ଼ ଫାଣ୍ଡି ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢ଼େଙ୍କାନାଳ ଜିଲ୍ଲାର ମହାବିରୋଡ଼ ଫାଣ୍ଡି ଅଧିକାରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ୭ଟି ଘର ଓ ଫାର୍ମ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ, ପରଜଙ୍ଗ ପୁଲିସ ଥାନା ଅଧିନରେ ଥିବା…

କୋଟିପତି କନଷ୍ଟେବଳ ପ୍ରସନ୍ନଙ୍କ ଫର୍ଣ୍ଣିଚର ସୋରୁମ୍ ଦେଖିଲେ ଟେରା ହୋଇଯିବେ, ବିଲଡିଂ ଦାମ୍ ୨ କୋଟି

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ରେଡ୍ ବେଳେ ସାମନାକୁ ଆସିଛି କୋଟିପତି କନଷ୍ଟେବଳଙ୍କ ସମ୍ପତ୍ତିର ଲମ୍ବା ତାଲିକା । ପ୍ରସନ୍ନ ବେହେରାଙ୍କର ଭୁବନେଶ୍ୱର ଖଣ୍ଡଗିରି…