Latest Odisha News

BREAKING NEWS

Browsing

Video

G20 ସମ୍ମିଳନୀରେ ସି ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଏଲଏସିରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଅନ୍ୟପଟେ କରୋନା ପରେ ଭାରତ ଅନେକ ଚୀନ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛି । ଯାହାକୁ ନେଇ ଚୀନ ମଧ୍ୟ ଭାରତ ଉପରେ ଖପ୍ପା ରହିଛି । ଏଭଳି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି…

ଚାଷୀ ଆନ୍ଦୋଳନରେ ନେତା ଘାଇଲା, ପଦ୍ମପୁର ପ୍ରସଙ୍ଗ କ’ଣ ?

ବରଗଡ଼: ପଦ୍ମପୁରର ସମସ୍ୟା ବୁଝ, ସମାଧାନର ପ୍ରତିଶ୍ରୁତି ଦିଅ, ଭୋଟ୍ ଦେବୁ । କୃଷକଙ୍କୁ ଅବହେଳା, ମରୁଡ଼ି ସହାୟତା ଓ ଫସଲ ବୀମା ନ ମିଳିବାକୁ ନେଇ ଚାଷୀ ଦେଇଥିବା ଗଣଧାରଣା ପଦ୍ମପୁର ରାଜନୀତିକୁ ପ୍ରଭାବିତ କରିଛି । କୃଷକ ନେତା ସିଧା ସିଧା କହିଛନ୍ତି, ଚାଷୀଙ୍କ ସମସ୍ୟା ଶୁଣିବନି ତ ଭୋଟ୍…

ଯୁବତୀଙ୍କ ଶରୀରକୁ ୩୫ ଖଣ୍ଡ କରି ୧୮ ଦିନ ଧରି ରାତି ଅଧରେ ଫିଙ୍ଗୁଥିଲା ପ୍ରେମିକ

ନୂଆଦିଲ୍ଲୀ: ମୁମ୍ବାଇରେ ଚାକିରି ବେଳେ ପ୍ରେମ ଆଉ ତା’ପରେ ଡେଟିଂ ଆଉ ଲିଭ୍ ଇନ୍ ରିଲେସନସିପ୍ । ଫିଲ୍ମ କାହାଣୀ ଭଳି ଗଡ଼ି ଚାଲିଥିଲା ଜୀବନ ଗାଡ଼ି । ହେଲେ ହଠାତ୍ ସବୁକିଛି ବଦଳି ଗଲା । ଆଉ ରାକ୍ଷାସ ସାଜିଲା ପ୍ରେମିକ । ପ୍ରେମିକାର ଶରୀରକୁ ୩୫ ଖଣ୍ଡ କରି କାଟିବା ପରେ ୧୮ ଦିନ ଧରି…

ଟିକେଟ୍ ମିଳିଲାନି ଟେଲିଫୋନ୍ ଟାୱାରରେ ଚଢ଼ି ଫେସବୁକ୍ ଲାଇଭ କଲେ ଆପ୍ ନେତା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟିକେଟ୍ ପାଇଁ ଟାୱାର ଉପରକୁ ଚଢ଼ିଗଲେ, ପୁଣି ଫେସବୁକରେ ଲାଇଭ୍ କଲେ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆପ୍ ଟିକେଟ୍ ନ ପାଇ ଟେଲିଫୋନ୍ ଟାୱାର ଉପରକୁ ଚଢ଼ି ଯାଇଛନ୍ତି ଜଣେ ନେତା । ଆମ୍ ଆଦମୀ ପାର୍ଟିର ନେତା ତଥା ପୂର୍ବତନ କର୍ପୋରେଟର ହସିବ ଉଲ୍ ହସନ ଟାୱାରରେ ଚଢ଼ି…

ବାଲିଯାତ୍ରାରେ ମନ ମୋହୁଛି ସ୍ମୋକ୍ ବିସ୍କୁଟ୍

କଟକ: ବିସ୍କୁଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିସ୍କୁଟ୍ ଲୋଡ଼ା । ଆଉ ଚା କପ୍ ସହ ବିସ୍କୁଟ୍ ହେଲେ ଆନନ୍ଦ କାହିଁରେ କେତେ । କଟକ ବାଲିଯାତ୍ରାରେ ସ୍ମୋକ ବିସ୍କୁଟ୍ ସମସ୍ତଙ୍କ ମନ ମୋହୁଛି । ଏହି ବିସ୍କୁଟ୍ ଯିଏ ଥରେ ଖାଉଛି, ଆଉ ଥରେ ଖାଇବାକୁ ଇଚ୍ଛା କରୁଛି ।…

ଧାମନଗରରେ ବାଜିମାତ୍ କଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ସରିବା ଉପରେ  । ତେଣେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଭୋଟରେ ଆଗୁଆ ରହିଛନ୍ତି । ସୂର୍ଯ୍ୟଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ…

ଜଣେ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ନୂଆପଡ଼ା: ଶିକ୍ଷକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଏକାଠି ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଡ଼ମଝର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ବିବାଦ ଦେଖା ଦେଇଛି । ଯାହାକୁ ନେଇ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ଈସୁଦାନ ଗଡ଼ବି ‘ଆପ୍’ର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅହମଦାବାଦ: ଆମ ଆଦମୀ ପାର୍ଟି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଈସୁଦାନ ଗଡ଼ବିଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୨୯ରେ କେଜ୍ରିୱାଲ୍ ସୁରଟରେ ସାମ୍ବାଦିକ ସମ୍ମିଳନୀ…

ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ

ଭୁବନେଶ୍ୱର: ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡ଼ା ପଶିକ୍ଷକମାନଙ୍କୁ ପାର୍ଟ-ଟାଇମ୍ ଶବ୍ଦର ଉଚ୍ଛେଦ କରି ଶିକ୍ଷକତା ମାନ୍ୟତା ପ୍ରଦାନ ଦାବିରେ ଗଣଧାରଣା ଦେଇଛନ୍ତି ।…

ରାଜ୍ୟରେ ଅକ୍ଟୋବର ୩୧ରୁ ଭାରତ ଯୋଡୋ ଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା। ଏଥିପାଇଁ ଆଜି ପୋଷ୍ଟର ରିଲିଜ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ସ୍ଥିତ ଆଇଜି ପାର୍କରୁ ଆରମ୍ଭ ହେବ ଏହି ଭାରତ ଯୋଡୋ…