Latest Odisha News

ଟିକ୍‌ଟକ୍ ଓ ହାଲୋ ସମେତ ୫୯ ଆପ୍ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ: ଏଣିକି ଆଉ କରିପାରିବେନି ଟିକ୍ ଟକ୍ । କାରଣ ଭାରତ ସରକାର ଟିକ୍‌ଟକ୍‌, ହାଲୋ ସମେତ ୫୯ଟି ଚାଇନିଜ ଆପ ଉପରେ ରୋକ ଲଗାଇଛନ୍ତି । ଏସବୁ ଭିତରେ ଅଛନ୍ତି ସେୟାର ଚାଟ୍‌, ହେଲା, ଲାଇକି, ୱି ଚାଟ୍‌, ଭିଗୋ ଭିଡିଓ, କ୍ୟାମ ସ୍କାନର, ୟୁସି ବ୍ରାଉଜର, ୱଣ୍ଡର୍ କ୍ୟାମେରା ପରି କେତେକ ଆପ୍ ।

ସୁରକ୍ଷା ଦୃଷ୍ଟି କୋଣରୁ ଭାରତ ସରକାରଙ୍କ ପକ୍ଷରୁ ଏସବୁ ଆପକୁ ବ୍ୟାନ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.